Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦିଗପହଣ୍ଡି ରାଜନୀତିରେ ତନ୍ତ୍ର ପ୍ରୟୋଗ କୌଶଳ, ନିର୍ବାଚନ ଆସନ୍ନ ବେଳେ ବଢ଼ାଇଲା ନୂଆ ଚର୍ଚ୍ଚା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ରାଜନୀତିରେ କଳାଯାଦୁ ବା ତନ୍ତ୍ର ପ୍ରୟୋଗ ଅଭିଯୋଗରେ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ନିକଟରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସ୍ବର୍ଗତ ବିଧାୟକ ସୂର୍ଯ୍ଯ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ର, ତାଙ୍କ ସହଯୋଗୀ ସିମାଦ୍ରି ପାତ୍ର…

ଅକ୍ଟୋବର ୨୦ରୁ ପରିବା ବିକ୍ରି ବନ୍ଦ ପାଇଁ ଚେତାବନୀ ଦେଲା ଏକ ନମ୍ବର ହାଟ ବ୍ଯବସାୟୀ ସଂଘ

ଭୁବନେଶ୍ବର: ରାସ୍ତା ଅବରୋଧ ଯୋଗୁଁ ଭୁବନେଶ୍ୱରର ପରିବା ବ୍ୟବସାୟୀମାନେ ଅକ୍ଟୋବର ୨୦ରୁ ପରିବା ବିକ୍ରି ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ଏକ ନମ୍ବର ମାର୍କେଟ୍କୁ ଯାଉଥିବା ଦୁଇଟି ଆପ୍ରୋଚ୍ ରୋଡ୍ ମଧ୍ୟରୁ ଗୋଟିଏରେ ଟ୍ରକ୍, ଟେମ୍ପୋ, ପରିବା ବୋଝେଇ ଅନ୍ୟ ଗାଡ଼ି ଚଳାଚଳ କରୁଥିବା ବେଳେ…

ଲାଞ୍ଚ ନେବା ଅଭିଯୋଗରେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ

ସୁନ୍ଦରଗଡ: ଲାଞ୍ଚ ମାମଲାରେ ସୁନ୍ଦରଗଡ଼ ଜିଲ୍ଲା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପୁଲିସର ଜଣେ ଅବସରପ୍ରାପ୍ତ ଏଏସ୍ଆଇଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପୋଲିସ କେସ୍ ରେ ସହାୟତା କରିବା ପାଇଁ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି…

ଆଦିବାସୀଙ୍କୁ ମିଳୁନି ଜଙ୍ଗଲ ଜମି ପଟ୍ଟା, ଗୋଷ୍ଠୀ ସମ୍ବଳ ଅଧିକାର ଯୋଗାଇବାରେ ଫେଲ ମାରିଛି ନୂଆପଡ଼ା

ନୂଆପଡ଼ା: ଜଙ୍ଗଲ ଜମି ଅଧିକାର ପାଇବାରୁ ବଞ୍ଚିତ ନୂଆପଡା ଜିଲ୍ଲାର ଆଦିବାସୀଙ୍କ ସହ ବନବାସୀ। ବନ ବିଭାଗ ସହ ଜିଲ୍ଲା ପ୍ରଶାସନର ଆନ୍ତରିକତାର ଅଭାଵ ଓ ବୈମାତୃକ ମନୋଭାବ ଯୋଗୁଁ ସରକାରଙ୍କ ନୀତିନିୟମ ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ ହୋଇ ଆସୁଛି। ବର୍ଷବର୍ଷ ଧରି ବାରମ୍ବାର ବନବାସୀ ଖଡ଼ିଆଳ ବିଧାୟକ…

ବିଜେଡିର ମିଶ୍ରଣ ପର୍ବ: ‘ଆହୁରି ମଜବୁତ ହେବ ଦଳ’

ଭୁବନେଶ୍ୱର: ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି ବିଜେଡିର ମିଶ୍ରଣ ପର୍ବ । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ ଓ ଏନଏସିର ବିଜେପି କର୍ମକର୍ତ୍ତା । ବିଜେଡି ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ…

୪୧ କେଜିରୁ ଅଧିକ ଗଞ୍ଜେଇ ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ରାଜଧାନୀରେ ଗଞ୍ଜେଇ ଚୋରା ଚାଲାଣ ବେଳେ କମିଶନରେଟ ପୁଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ସୋମବାର ୪୧ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ପୁଲିସର ଏକ ଟିମ୍ ଓସ୍କାର ସିଟି ରାସ୍ତାରେ ଏକ କାରକୁ ଅଟକାଇ ଭିତରୁ ୪୧ କେଜି ଓଜନର ଗଞ୍ଜେଇ ଜବତ କରିଥିଲା।…

ଲାଞ୍ଚୁଆ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅଧିକ ରିମାଣ୍ଡରେ ନେବାକୁ ହୋଇପାରେ ଆବେଦନ, ପୁଣି ଆଉ ଏକ ପ୍ରମାଣ ସିବିଆଇ ହାତରେ

ଭୁବନେଶ୍ୱର: ପାରାଦୀପ ବନ୍ଦର ସ୍ବାସ୍ଥ୍ୟ ଅଧିକାରୀ ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ସୋମବାର ଭୁବନେଶ୍ୱରସ୍ଥିତ ନିର୍ଦ୍ଦିଷ୍ଟ କୋର୍ଟରେ ହାଜର କରାଯାଇଥିଲା। ଗତ ଗୁରୁବାର ଦିନ ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ଲାଞ୍ଚ ଅଭିଯୋଗରେ ସିବିଆଇ ଗିରଫ…

କୋର୍ଟ ପରିସରରେ ପଥର ଫିଙ୍ଗି ବୃଦ୍ଧ ଗିରଫ

ବ୍ରହ୍ମପୁର: ସୋମବାର ଗଞ୍ଜାମ ଜିଲ୍ଲା କୋର୍ଟ ପରିସରରେ ଜଣେ ବୃଦ୍ଧଙ୍କୁ ପଥର ଫିଙ୍ଗିବା ଅଭିଯୋଗରେ ଗିରଫ କରାଯାଇଛି। ଭଞ୍ଜନଗର ଥାନା ଅନ୍ତର୍ଗତ ବଡକୁଣ୍ଡଣ୍ଡା ଗ୍ରାମର ସୁବାସ ଚନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ଜିଲ୍ଲାର ଛତ୍ରପୁରସ୍ଥିତ ଏସଡିଜେଏମ୍ କୋର୍ଟକୁ ଯାଇ ଅଭିଯୋଗକାରୀ ଓ ଓକିଲଙ୍କ…

ରାଜ୍ୟର ସମସ୍ତ ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ର ହେବ ନିୟମିତ ଅଙ୍ଗନବାଡି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ଥିବା ସମସ୍ତ ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ରକୁ ନିୟମିତ ଅଙ୍ଗନବାଡି କେନ୍ଦ୍ର ଭାବେ ଉନ୍ନୀତ କରିବା ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଏହାଦ୍ବାରା ରାଜ୍ୟରେ ଶିଶୁ ଯତ୍ନ କାର୍ଯ୍ୟକ୍ରମ ଆହୁରି ବ୍ୟାପକ ହେବ ବୋଲି…

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ଦେବଗଡ଼ ବାରକୋଟରେ ପ୍ରତିଷ୍ଠା ହେବ ନୂତନ ଅତିରିକ୍ତ ସିଭିଲ୍ ଜଜ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେବଗଡ଼ ଜିଲ୍ଲା ବାରକୋଟଠାରେ ଗୋଟିଏ ଅତିରିକ୍ତ ସିଭିଲ୍ ଜଜ୍ (କନିଷ୍ଠ ଡିଭିଜନ୍) ତଥା ଜେଏମଏଫସି କୋର୍ଟ ପ୍ରତିଷ୍ଠାକୁ ଅନୁମୋଦନ ଦେଇଛନ୍ତି। ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଜିଲ୍ଲାବାସୀଙ୍କ ପାଇଁ ଏହି କୋର୍ଟ ଉପଯୋଗୀ ସାବ୍ୟସ୍ତ ହେବ…