Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣାରେ ବସିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ପୁଣି ହଙ୍ଗାମା । ସରକାରଙ୍କୁ ଘେରିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ।  ପ୍ରଶ୍ନ ପଚାରିବାକୁ ତାଙ୍କୁ ସୁଯୋଗ ଦିଆ ଯାଉ ନ ଥିବା ଅଭିଯୋଗ କରିଛନ୍ତି ଗେପାଳପୁର ବିଧାୟକ ।  ବିଧାନସଭା ମଧ୍ୟରେ ଧାରଣାରେ ବସିଲେ ପ୍ରଦୀପ ପାଣିଗ୍ରାହୀ । ପ୍ରଶ୍ନ ପଚାରିବାରୁ…

ହତ୍ୟା ଅଭିଯୁକ୍ତଙ୍କୁ ଗୁଳିକରି ହତ୍ୟା: ରକ୍ତ ଜୁଡୁବୁଡୁ ମୃତଦେହକୁ ଜବତ କଲା ପୋଲିସ

କାମାକ୍ଷାନଗର:କାମାକ୍ଷାନଗରରେ ଫୁଟିଲା ଗୁଳି । ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ । ହତ୍ୟା ଅଭିଯୁକ୍ତଙ୍କୁ ଗୁଳି କରି ହତ୍ୟା । ହତ୍ୟାର ଶିକାର ହୋଇଛନ୍ତି ନିରଞ୍ଜନ ସାହୁ ।ଘଟଣାସ୍ଥଳରୁ ରକ୍ତ ଜୁଡୁବୁଡୁ ମୃତ ଦେହ ସହ ଗୁଳି ଜବତ । ବିଳମ୍ବିତ ରାତିରେ ବିଭତ୍ସ ଭାବେ ହତ୍ୟା କରିଛନ୍ତି…

ରାଜ୍ୟରେ ବଢୁଛି ସ୍କ୍ରବ୍ ଟାଇଫସ୍ ଆତଙ୍କ, ସୁନ୍ଦରଗଡରୁ ଚିହ୍ନଟ ହେଲେ ପୁଣି ୧୩ ଆକ୍ରାନ୍ତ

ସୁନ୍ଦରଗଡ: ଡେଙ୍ଗୁ ପରେ ପରେ ଏବେ ରାଜ୍ୟ ପାଇଁ ସ୍କ୍ରବ୍ ଟାଇଫସ୍ ଚିନ୍ତାର କାରଣ ପାଲଟିଛି । ଦିନକୁ ଦିନ ବଢିବାରେ ଲାଗିଛି ସ୍କ୍ରବ୍ ଟାଇଫସ୍ ରୋଗୀଙ୍କ ସଂଖ୍ୟା । ଯାହା ସ୍ଵାସ୍ଥ୍ୟ ବିଭାଗ ଆଖିରୁ ନିଦ ହଜାଇଦେଇଛି । ଆଜି ପୁଣି ସୁନ୍ଦରଗଡ଼ ଜିଲ୍ଲାରୁ ୧୩ ଜଣ ସ୍କ୍ରବ ଟାଇଫସ୍‌ ପଜିଟିଭ୍‌…

ଏଣିକି ମନଇଚ୍ଛା ଫୋନରେ ଗପି ପାରିବେନି କଏଦୀ, ହେବ କଲ ରେକର୍ଡ

ଭୁବନେଶ୍ୱର: ଏଣିକି କଏଦୀମାନେ ମନଇଚ୍ଛା ଫେନା କରିପାରବେ ନାହିଁ । ଫୋନ କରିବାରେ ଲାଗିବ କଟକଣା । ସେତିକିନୁହେଁ, ଫୋନ କଲ ରେକର୍ଡ ବି ହେବ । ଜେଲ୍‌ରେ ଲାଗିବ  ଅଟୋମେଟିକ୍‌ ରେଷ୍ଟ୍ରିକ୍ଟେଡ୍‌ ଟେଲିଫୋନିକ୍‌ ସିଷ୍ଟମ୍‌ । ଏଣିକି ଧରାପଡିଯିବ କଏଦୀଙ୍କ ଅପରାଧିକ କାର୍ଯ୍ୟ ।  ଜେଲରେ ରହି…

‘କିଏ ଏହି ଶ୍ରଦ୍ଧା ? ନବୀନ ନିବାସକୁ କାହିଁକି ରହିଛି ଅବାଧ ପ୍ରବେଶ ?’

ଭୁବନେଶ୍ୱର: ବିଜେଡି ସରକାର ଉପରେ ଜୋରଦାର ବର୍ଷିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ସିଧାସଳଖ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ । ଶ୍ରଦ୍ଧା ନାମ୍ନୀ ଜଣେ ମହିଳାଙ୍କ ନାଁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି…

କୁନିଝିଅ ସହ ବୈତରଣୀକୁ ଡେଇଁ ପଡିଲେ ବାପା

ଭଦ୍ରକ: ଏକ ମାସ ତଳେ ପତ୍ନୀ ଚାଲି ଯାଇଥିଲେ । କୁନିଝିଅର ଦାୟିତ୍ୱ ଥିଲା ବାପାଙ୍କ ଉପରେ । ହେଲେ  କୁନିଝିଅକୁ ଧରି ନଦୀକୁ ଡେଇଁ ପଡିଲେ ଯୁବକ । ଗତକାଲିରୁ ଖୋଜାଖୋଜି ଚାଲିଛି । ହେଲେ କାହାର ପତ୍ତା ମିଳିନି । ଏମିିତି ଦୁଃଖଦ ଆଉ ହୃଦୟଥରା ଘଟଣା ଘଟିଛି ଭଦ୍ରକ ଜିଲ୍ଲାବାଲି ପୋଖରୀ…

ନାବାଳିକା ଦୁଷ୍କର୍ମ ମାମଲାରେ ଜଣେ ଯୁବକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ଫୁଲବାଣୀ କୋର୍ଟ

ଫୁଲବାଣୀ: ୨୦୨୨ରେ କନ୍ଧମାଳରେ ନାବାଳିକା ଦୁଷ୍କର୍ମ ମାମଲାରେ ଜଣେ ଯୁବକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱତନ୍ତ୍ର କୋର୍ଟ। ଫୁଲବାଣୀ ପୋକ୍ସୋ କୋର୍ଟର ବିଚାରପତି ସଞ୍ଜିତ କୁମାର ବେହେରା ଆଠ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ଲୁପ୍ରା ଦିଗାଲ ଓରଫ ନୁପ୍ରା (୬୧)କୁ…

ଗର୍ଭବତୀ ମହିଳାଙ୍କ ମୃତ୍ୟୁ ମାମଲାରେ ରାୟଗଡା ଏସପିଙ୍କୁ ଏନଏଚଆରସିଙ୍କ ନୂଆ ନିର୍ଦ୍ଦେଶ

ରାୟଗଡା: ଶିଶୁ ଜନ୍ମ ପରେ ଜେଲ୍ରୁ ମୁକୁଳିବାର ଦୁଇ ଦିନ ପରେ ମୃତ୍ୟୁବରଣ କରିଥିବା ଜଣେ ଗର୍ଭବତୀ ମହିଳାଙ୍କ ସମ୍ପର୍କରେ ସମସ୍ତ ଡାକ୍ତରୀ ତଥ୍ୟ ଦାଖଲ କରିବାକୁ ଜାତୀୟ ମାନବାଧିକାର କମିସନ ରାୟଗଡା ଏସପିଙ୍କୁ ନୂଆ ନିର୍ଦ୍ଦେଶ ଦେଇଛନ୍ତି। ରାୟଗଡା ଏସପି ପୂର୍ବରୁ ଜାରି କରିଥିବା ଏକ…

କୋରାପୁଟରେ ଭୂସ୍ଖଳନ ଯୋଗୁଁ ଏହି ସବୁ ଟ୍ରେନ ସେବା ପ୍ରଭାବିତ

ଭୁବନେଶ୍ୱର: ପୂର୍ବତଟ ରେଳପଥର କୋଟ୍ଟଭଲସା - କୋରାପୁଟ-କିରନ୍ଦୁଲ ରେଳ ମାର୍ଗରେ ମାନବାର ଓ ଜରତି ରେଳ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଜନିତ ପୁନଃରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଅନୁଯାୟୀ ଟ୍ରେନ୍ ସେବା ପ୍ରଭାବିତ ହୋଇଅଛି। ୦୧. ରାଉରକେଲା ଠାରୁ ୨୭ & ୨୮.୦୯.୨୦୨୩ ରେ…

ସର୍ବଭାରତୀୟ କାରାଗାର ଚେସ ପ୍ରତିଯୋଗିତା, ଝାରପଡା ଜେଲ ଶ୍ରେଷ୍ଠ ୪ ଦଳ ମଧ୍ୟରେ

ଭୁବନେଶ୍ୱର: ପ୍ରୀଜନ ଟୁ ପ୍ରାଇଡ୍ ସର୍ବ ଭାରତୀୟ ଅନଲାଇନ କାରାଗାର ଚେସର ସେମିଫାଇନାଲରେ ଭୁବନେଶ୍ଵରର ଝାରପଡ଼ା ଜେଲ । ଚେସ ଖେଳ ମାଧ୍ୟମରେ ଜେଲରେ ଥିବା ଅନ୍ତେବାସୀମାନଙ୍କର ମାନସିକ ଓ ବୌଦ୍ଧିକ ବିକାଶ ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ଉଦ୍ଦେଶ୍ୟରେ (ପ୍ରୀଜନ ଟୁ ପ୍ରାଇଡ୍ ) ସର୍ବଭାରତୀୟ…