Latest Odisha News

BREAKING NEWS

Browsing Category

ଓଡିଶା

Odisha

୩ ଟଙ୍କା ପାଇଁ ଗ୍ରାହକଙ୍କୁ ଅପମାନିତ କଲେ ଦୋକାନୀ, ଏବେ ଗଣିବେ ୨୫ ହଜାର

ସମ୍ବଲପୁର : ଟଙ୍କେ/ଦୁଇ ଟଙ୍କା ବା ୫ ଟଙ୍କା ପାଇଁ ଅନେକ ସମୟରେ ଦୋକାନୀ-ଗ୍ରାହକ ମୁହାଁମୁହିଁ ହେଉଥିବା ଘଟଣା ପ୍ରାୟ ସମସ୍ତଙ୍କ ନଜରକୁ ଆସିଥିବ । ହେଲେ ଏଇ ଝଗଡା ଯେ କେତେ ମହଙ୍ଗା ପଡିପାରେ ତାହାର ଏକ ଉଦାହାରଣ ଏବେ ଦେଖିବାକୁ ମିଳିଛି । ଜଣେ ଦୋକାନୀ ମାତ୍ର ୩ ଟଙ୍କା ପାଇଁ ଜଣେ…

କ୍ରୀଡା ଉତ୍ସବକୁ ଯିବାବେଳେ ଘାଟିରେ ଓଲଟି ପଡିଲା ବସ: ଚାଲିଗଲା ଖେଳ ଶିକ୍ଷକଙ୍କ ଜୀବନ

ନବରଙ୍ଗପୁର: ଘାଟିରେ ଓଲଟି ପଡିଲା ବସ । ପିଲାଙ୍କୁ ନେଇ କ୍ରୀଡା ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ ଖେଳ ସାର । ବାଟରେ ଚାଲିଗଲା ଜୀବନ । ଦୁର୍ଘଟଣାରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ।  ଦୁର୍ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ । ମିଳିଥିବା ସୂଚନା…

ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆରମ୍ଭ ହୋଇଛି ନୂଆ ସାଲ ଓ ଅଙ୍କର ପ୍ରବେଶ

ପୁରୀ:  ଆଜିଠାରୁ ରାଜତନ୍ତ୍ର ପରମ୍ପରା ଅନୁସାରେ ଆରମ୍ଭ ହୋଇଛି ନବବର୍ଷ । ରାଜନଅରରେ ଉତ୍ସବର ଦିନ। ରାଜତନ୍ତ୍ର ଲୋପ ପାଇଥିଲେ ବି ପାରମ୍ପରିକ ଭାବରେ ବଞ୍ଚି ରହିଛି ପ୍ରଥା ପରମ୍ପରା । ଭାଦ୍ରବ ଶୁଳ୍କ ଦ୍ଵାଦଶୀ ତିଥିରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତିଙ୍କ ଶ୍ରୀନଅରରେ ବି ବିଧି ପାଳନ ହୋଇଛି।…

ତିନି ଦିନ ପରେ ଆଜି ସ୍ୱାଭାବିକ ଭାବେ ଚାଲିଛି ବିଧାନସଭା

ଭୁବନେଶ୍ୱର: ତିନି ଦିନପରେ ଆଜି ସ୍ୱାଭାବିକ ଭାବେ ଚାଲିଛି ବିଧାନସଭା । ଉଭୟେ ବିରୋଧୀ ଓ ଶାସକ ନାରାବାଜି କାରଣରୁ ୩ ଦିନ ଧରି ଅଚଳ ରହିଥିଲା ଗୃହ । ବାଚସ୍ପତି ପ୍ରମିଳା ମଲ୍ଲିକ ସର୍ବଦଳୀୟ ବୈଠକ ଡାକିବା ପରେ ଆଜି ସ୍ୱାଭାବିକ ହୋଇଛି ଗୃହକାର୍ଯ୍ୟ । ଅଧିବେଶନର ୪ର୍ଥ ଦିନରେ…

ମା ବିରଜାଙ୍କ ବନଜାଗ ଯାତ୍ରା ଅନୁଷ୍ଠିତ : ସୁନିଆଁରୁ ମାଙ୍କର ଶାରଦୀୟ ପୂଜାର ହୋଇଛି ଶୁଭାରମ୍ଭ

ଯାଜପୁର: ପରମ୍ପରା ଅନୁଯାୟୀ ପବିତ୍ର ସୁନିଆରୁ ମା ବିରଜା ଙ୍କ ଶାରଦୀୟ ପୁଜାର ଶୁଭାରମ୍ଭ ହୋଇଛି  । ରଥ ନିର୍ମାଣ ପାଇଁ କାଷ୍ଠ ସଂଗ୍ରହ ତଥା ବିଲ୍ୱ ବରୁଣ ପୁଜା ଲାଗି ବନଜାଗ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିଲାଗି ନବାଙ୍କ ପୁଜା କରାଯାଇ ସାରଣୀ ଲେଖା ସହ ଷୋଡଶ ଉପଚାର ଲାଗି ନିୟୋଜିତ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୂଙ୍କର ବଳିବାମନ ବେଶ: ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବେ ବଡ ଠାକୁର

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଳିବାମନ ବେଶ ଅନୁଷ୍ଠିତ ହେବ ।  ଗତକାଲି ବାମନ ଜନ୍ମ ନୀତି ସମ୍ପର୍ଣ୍ଣ ହୋଇଛି । ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି କରାଯିବ  । ବାମନ ରୂପୀ ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ବିରାଜମାନ କରିବେ ।  ଏବଂ ଶ୍ରୀବଳଭଦ୍ର…

ରାଜ୍ୟ ସରକାର ବିଜ୍ଞାପନ ପାଇଁ ୧୦ ବର୍ଷରେ ୨୪୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି

ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ମଙ୍ଗଳବାର କହିଛନ୍ତି ଯେ, ଓଡ଼ିଶା ସରକାର ଗତ ୧୦ ବର୍ଷ ମଧ୍ୟରେ ନିଜର କଲ୍ୟାଣକାରୀ ଯୋଜନାର ବିଜ୍ଞାପନ ବାବଦରେ ୨୪୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ବିଧାନସଭାରେ ବିଧାୟକ ଶଙ୍କର ଓରାମ ଓ ନବଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତରରେ…

ଚୋରି ମୋବାଇଲ୍ ଭାଗବଣ୍ଟା ବେଳେ ପାଟିତୁଣ୍ଡ, ଜଣେ ନାବାଳକର ମୃତ୍ୟୁ

ସମ୍ବଲପୁର: ଚୋରି ମୋବାଇଲ ଭାଗବଣ୍ଟାକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷରୁ ଜଣେ ନାବାଳକର ମୃତ୍ୟୁ ହୋଇଛି। ମଙ୍ଗଳବାର ସମ୍ବଲପୁର ସହରରେ ଚୋରି ମୋବାଇଲ ବାଣ୍ଟିବାକୁ ନେଇ ବିବାଦ ଦେଖାଦେବା ପରେ ଏକ ମୋବାଇଲ୍ ଚୋର ଗ୍ୟାଙ୍ଗ୍ ଜଣେ ସଦସ୍ୟଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ରାଜ୍ୟର ୨୮ ହଜାର ଗାଁକୁ ଏବେ ବି ପାଇପ୍ ଯୋଗେ ପାଣି ସଂଯୋଗ ହୋଇପାରିନି

ଭୁବନେଶ୍ୱର: ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମଙ୍ଗଳବାର ବିଧାନସଭାରେ କହିଛନ୍ତି ଯେ, ଓଡ଼ିଶାର ୨୮ ହଜାର ଗାଁକୁ ଏଯାବତ ପାଇପ୍ ଯୋଗେ ଜଳ ଯୋଗାଣ ହୋଇପାରିନାହିଁ। କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ସେପ୍ଟେମ୍ବର ୨୨ ତାରିଖ ସୁଦ୍ଧା…

ଆଇଏନଏସ ଚିଲିକାରୁ ପାସ୍ ହେଲେ ୨,୮୯୫ ଜଣ ଅଗ୍ନିବୀର

ଭୁବନେଶ୍ୱର: ଆଇଏନ୍ଏସ୍ ଚିଲିକାରୁ ମଙ୍ଗଳବାର ୪୪୮ ଜଣ ମହିଳାଙ୍କ ସମେତ ୨,୮୯୫ ଜଣ ଅଗ୍ନିବୀର ଉତ୍ତୀର୍ଣ୍ଣ ହୋଇଛନ୍ତି। ଦକ୍ଷିଣ ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଂ-ଇନ୍-ଚିଫ ଭାଇସ ଆଡମିରାଲ ଏମ. ଏ. ହାମ୍ପିହୋଲି ପାସିଂ ଆଉଟ୍ ପରେଡର ସମୀକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମରେ ସଫଳ…