Latest Odisha News

BREAKING NEWS

Browsing Category

ଓଡିଶା

Odisha

Naxal Encounter: କାଲି ଟପ୍ ମାଓନେତା ହିଡମା …ଆଜି ଆଉ ୭ ମାଓବାଦୀ ନିପାତ

ମାଲକାନଗିରି: ଦିନକୁ ଦିନ ରାଜ୍ୟରେ ମାଓଗଡ଼ ଭୁଶୁଡ଼ିବାରେ ଲାଗିଛି । ମାଲକାନଗିରି ସୀମାନ୍ତରେ ପୁଣି ଏନକାଉଣ୍ଟର। ଆନ୍ଧ୍ରପ୍ରଦେଶ ଆଲୁରୀ ସୀତାରାମ ରାଜୁ ଜିଲ୍ଲାର ମାରେଡିମିଲ୍ଲୀ ଜଙ୍ଗଲରେ ପୁଣି ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ମାଓବାଦୀ ନିହତ ହୋଇଛନ୍ତି। ମୃତ ମାଓବାଦୀଙ୍କ ମଧ୍ୟରେ…

SCB ମେଡିକାଲ ଆଇସିୟୁରେ ଭର୍ତ୍ତି ଜଣେ ମହିଳା ରୋଗୀଙ୍କୁ ଅସଦାଚରଣ: କର୍ମଚାରୀ ଗିରଫ

କଟକ: ଓଡ଼ିଶାର କଟକ SCB ମେଡିକାଲ କଲେଜ ଏବଂ ହସ୍ପିଟାଲର ମେଡିସିନ୍ ବିଭାଗ ICUରେ ଭର୍ତ୍ତି ଜଣେ ୨୩ ବର୍ଷୀୟା ମହିଳା ରୋଗୀଙ୍କୁ ଯୌନ ନିର୍ଯାତନା ହୋଇଥିବା ଅଭିଯୋଗ ଆସିଛି। ଉକ୍ତ ରୋଗୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ୱାର୍ଡ ଆଟେଣ୍ଡାଣ୍ଟଙ୍କୁ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ…

ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ବିହାରରେ ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ରିପୋର୍ଟ ଅନୁସାରେ, ନୂତନ ବିହାର ସରକାରଙ୍କ ଶପଥ ଗ୍ରହଣ ସମାରୋହ ଗୁରୁବାର ସକାଳ ୧୧:୩୦ ରେ ପାଟନାର ପ୍ରସିଦ୍ଧ ଗାନ୍ଧୀ ମଇଦାନରେ ଅନୁଷ୍ଠିତ ହେବ, ଯେଉଁଠାରେ ନୀତିଶ କୁମାର ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ…

Rourkela Steel Plant: ଆଗାମୀ ୩ରୁ ୪ ବର୍ଷରେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ସଂପ୍ରସାରଣ ହେବ: ଇସ୍ପାତ ମନ୍ତ୍ରୀ

ରାଉରକେଲା: ଆଗାମୀ ୩ରୁ ୪ ବର୍ଷରେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ସଂପ୍ରସାରଣ ହେବ। ରାଉରକେଲାରେ ସୂଚନା ଦେଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚ୍‌.ଡି କୁମାରସ୍ବାମୀ। RSP କିମ୍ବା ଇସ୍ପାତ ଜେନେରାଲ ହସ୍ପିଟାଲକୁ ଘରୋଇକରଣ କରାଯିବନି। ରାଉରକେଲାର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କାମ…

World Heritage Week: ବିଶ୍ୱ ଐତିହ୍ୟ ସପ୍ତାହ, ମାଗଣାରେ କୋଣାର୍କ ବୁଲିବେ ପର୍ଯ୍ୟଟକ

କୋଣାର୍କ: ଆଜିଠୁ ବିଶ୍ୱ ଐତିହ୍ୟ ସପ୍ତାହ। ଏହି ଅବସରରେ ବୁଧବାର କୋଣାର୍କ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି। ଏଏସଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିଶ୍ୱ ଐତିହ୍ୟ ସପ୍ତାହ ସମାରୋହ ପାଳନ ସହିତ ପର୍ଯ୍ୟଟକଙ୍କୁ ଗୋଟିଏ ଦିନ ପାଇଁ ପ୍ରବେଶ ଶୁଳ୍କ ଛାଡ଼ ହୋଇଥିବା କୋଣାର୍କ…

Boy Eats Plastic Toy: ଚିପ୍ସ ପ୍ୟାକେଟରେ ଥିବା ଖେଳନା ଗିଳି ଚାଲିଗଲା ଶିଶୁର ଜୀବନ

ଦାରିଙ୍ଗବାଡ଼ି: ଖେଳନା ନେଲା ଜୀବନ। ଚିପ୍ସ ପ୍ୟାକେଟରେ ଥିବା ଖେଳନା ଗିଳି ଚାଲିଗଲା ୪ ବର୍ଷ ଶିଶୁର ଜୀବନ। ବ୍ରାହ୍ମଣୀଗାଁ ଥାନା ମୁସୁମାହାପଡ଼ାରେ ଅଭାବନୀୟ ଘଟଣା । ମୃତ ଶିଶୁ ହେଲେ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ଶିକରମାହା ଗ୍ରାମ ନିକଟ ମୁସୁମାହା ପଡାର ରଞ୍ଜିତ ପ୍ରଧାନଙ୍କ ୪…

Odisha Cold Wave: ରାଜ୍ୟରେ ଆହୁରି କମିବ ଥଣ୍ଡା, ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ କମିପାରେ ଶୀତ। ମଙ୍ଗଳବାର ଅନେକ ସ୍ଥାନରେ ରାତି ତାପମାତ୍ରା ୧ରୁ ୨ ଡିଗ୍ରୀ ବଢ଼ିଛି। ଆସନ୍ତା ୨ରୁ ୩ ଦିନ ଭିତରେ ପାରଦ ଆହୁରି ୨ରୁ ୩ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଗୁରୁବାର ରାତିରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ କମିବା ସହ ସ୍ୱାଭାବିକ…

ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଫେସର କିଶୋର ବସା ଓ ଇଞ୍ଜିନିୟର ଅଶୋକ ବସା

ଭୁବନେଶ୍ୱର: ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଫେସର କିଶୋର ବସା ଓ ଇଞ୍ଜିନିୟର ଅଶୋକ ବସା। ଭାରତ ସରକାରଙ୍କ ନ୍ୟାସନାଲ୍ ମନ୍ୟୁମେଣ୍ଟସ୍ ଅଥରିଟିର ଅଧ୍ୟକ୍ଷ ପ୍ରଫେସର କିଶୋର ବସା ଏବଂ ତାଙ୍କ ଯମଜ ଭ୍ରାତା ୱର୍ଲ୍ଡ ଫେଡରେସନ୍ ଅଫ୍ ଇଞ୍ଜିନିୟରିଂ ଅର୍ଗାନାଇଜେସନସ୍‌ (ଡବ୍ଲ୍ୟୁ.ଏଫ.ଇ.ଓ) ର ଚେୟାର…

ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫: ସଂସଦୀୟ କମିଟିର ‘ଓଡ଼ିଶା ମଣ୍ଡପ’ ପରିଦର୍ଶନ

ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ ଚାଲିଥିବା ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ର ପଞ୍ଚମ ଦିନରେ ସଂସଦୀୟ କମିଟିର ସଦସ୍ୟମାନେ ‘ଓଡ଼ିଶା ମଣ୍ଡପ’ ପରିଦର୍ଶନ କରିଥିଲେ। ଏଠାରେ ପ୍ରତିଫଳିତ ହେଉଥିବା ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି, ସ୍ଥାପତ୍ୟ ଓ ଐତିହ୍ୟ ସହିତ ବିକାଶର ପ୍ରତିଛବିକୁ ସେମାନେ…

ରାଜ୍ୟରେ ଆଉ ୪ ନୂଆ ତହସିଲ୍ ପାଇଁ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର: ତୃଣମୂଳ ସ୍ତରରେ ଶାସନକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ଚାରୋଟି ନୂତନ ତହସିଲ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ବାରା ରାଜ୍ୟରେ ମୋଟ ତହସିଲ ସଂଖ୍ୟା ୩୨୧କୁ ବୃଦ୍ଧି ପାଇବ। ତେବେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଏହି ନୂତନ ପ୍ରଶାସନିକ ୟୁନିଟ୍…