Latest Odisha News

BREAKING NEWS

Browsing Category

ଓଡିଶା

Odisha

ଲଗାଣ ବର୍ଷାରେ ଧସିଲା ଦେବଗିରି ପାହାଡ: ୩ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ଗଜପତି: ଲଗାଣ ବର୍ଷାରେ ବେହାଲ ହୋଇପଡିଛି ସାରା ଓଡିଶା  । କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି  । ଗଜପତି ଜିଲ୍ଲାରେ ବି ବର୍ଷା ଜାରି ରହିଛି  ।  ଫଳରେ ଗଜପତି ଜିଲାର ଗୁମ୍ମା ବ୍ଲକରେ ଆଜି ସକାଳେ ପାହାଡ ଧସିଯାଇ କୁଜାସିଂଠାରୁ ଅଜୟଗଡ ରାସ୍ତା ଅବରୋଧ ହୋଇଯାଇଛି ।…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ: ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍

ବାରିପଦା:  ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ବାରିପଦା ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ବନେଶ୍ୱର ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି  । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍  ।  ଏକ କାଳୀନ ୫ଟି ସ୍ଥାନରେ ରେଡ୍ କରାଯାଉଛି  ।  …

ଜିଲ୍ଲା ମାନ୍ୟତା ଦାବି: ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି : ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ  । ଜିଲ୍ଲା ସଂଘର୍ଷ ସମିତିର ଆହ୍ବାନ କ୍ରମେ ଏହି ବନ୍ଦ ପାଳନ କରାଯାଉଛି  । କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି କରାଯାଉଛି  । ବନ୍ଦ ପ୍ରଭାବରେ ଜିଲ୍ଲାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ,  ସମସ୍ତ ବ୍ୟବସାୟିକ…

ଦାବି ଶୁଣୁ ନାହାନ୍ତି ସରକାର: ଆଜିଠୁ ସମୂହ ଛୁଟିରେ ଯିବେ ରାଜ୍ୟର ୧ଲକ୍ଷ ୩୦ହଜାର ଶିକ୍ଷକ ଶିକ୍ଷୟିତ୍ରୀ

ଭୁବନେଶ୍ବର: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ । ଗତ କିଛି ଦିନ ହେବ ଆନ୍ଦୋଳନ କରୁଛନ୍ତି ରାଜ୍ୟର ୧ ଲକ୍ଷ ୩୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ । ୪ ଦିନ ହେଲାଣି ଏମାନେ କାର୍ଯ୍ୟରେ ଯୋଗଦେଇନାହାନ୍ତି । ଫଳରେ ସ୍କୁଲରେ ପାଠପଢା ଏକପ୍ରକାର ଠପ୍ ହୋଇଯାଇଛି ।…

ଆଜି ସୃଷ୍ଟି ହେବ ଲଘୁଚାପ : ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା, ୮ ଜିଲ୍ଲାକୁ ରେଡ୍ ଆଲର୍ଟ

ଭୁବନେଶ୍ବର: ଆଜି ସୃଷ୍ଟି ହେବ ଲଘୁଚାପ । କେନ୍ଦୀୟ ବଙ୍ଗୋପସାଗର ପାଶ୍ୱବର୍ତ୍ତୀ, ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାରି ପ୍ରଭାବରେ ୩ ଦିନ ଅର୍ଥାତ୍ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ଆଜି ପ୍ରବଳରୁ ଅତି ପ୍ରବଳ…

୪୫ ଜଣ ମେଡିକାଲ ଅଫିସର ଇଏସ୍ଆଇ ହସ୍ପିଟାଲରେ ପାଇଲେ ନିଯୁକ୍ତି, ଗଣାତ୍ମକ ଚିକିତ୍ସା ଉପରେ ନବୀନଙ୍କ ଗୁରୁତ୍ବ

ଭୁବନେଶ୍ୱର: ଲୋକସେବା ଭବନରେ ମଙ୍ଗଳବାର ଅନୁଷ୍ଠିତ ନିଯୁକ୍ତି ପର୍ବରେ ୪୫ ଜଣ ମେଡିକାଲ ଅଫିସର ଇଏସ୍ଆଇ ହସ୍ପିଟାଲ ଓ ଡିସପେନସାରିରେ ଯୋଗ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଗୁଣାତ୍ମକ ଓ ମାଗଣା ସ୍ୱାସ୍ଥ୍ୟସେବା ରାଜ୍ୟର ସ୍ୱାସ୍ଥ୍ୟସେବା ପ୍ରଦାନ ବ୍ୟବସ୍ଥାର…

ଭଦ୍ରକ ଧାମରା ବନ୍ଦରକୁ ନୂତନ ରେଳ ଲାଇନର ଫାଇନାଲ ଲୋକେସନ ସର୍ଭେକୁ ମଞ୍ଜୁରୀ

ଭୁବନେଶ୍ୱର: ଯାଜପୁର ଟାଉନ ଓ ଆରଡ଼ି ମାର୍ଗ ଦେଇ ଯାଜପୁର ଶିଳ୍ପାଞ୍ଚଳର ପ୍ରବେଶ ଦ୍ୱାର ଯାଜପୁର-କେନ୍ଦୁଝର ରୋଡ ଏବଂ ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ମଧ୍ୟରେ ୯୬ କି.ମି ଦୈର୍ଘ୍ୟ ପ୍ରସ୍ତାବିତ ନୂତନ ରେଳ ଲାଇନର ଫାଇନାଲ ଲୋକେସନ ସର୍ଭେ (FLS) କୁ ରେଳ ମନ୍ତ୍ରଣାଳୟ ମଞ୍ଜୁର ଦେଇଛି। ସର୍ଭେ…

ଗୋଟିଏ ଦିନରେ ୨୯୫ ଜଣ ଓଏଏସ୍ ଅଧିକାରୀଙ୍କୁ ବଦଳି କଲେ ସରକାର

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କେନ୍ଦ୍ରୀୟ ନିର୍ବାଚନ କମିଶନ ମଧ୍ୟ ଆସିଛନ୍ତି ଓଡ଼ିଶା। ଏହି ସମୟରେ ସରକାର ଏକ ଦୃଢ ପଦକ୍ଷେପ ନେଇ ୨୯୫ ଜଣ ଓଏଏସ୍ ଅଧିକାରୀଙ୍କୁ ସେମାନଙ୍କ ବର୍ତ୍ତମାନର ପଦବୀରୁ ବଦଳି କରି ନୂଆ ପଦବୀରେ ଅବସ୍ଥାପିତ କରିଛନ୍ତି।…

ସରକାରଙ୍କ ଅପିଲ୍ ଉପରେ ନାହିଁ ଭରସା, ଆନ୍ଦୋଳନ ଜାରି ରହିବ କହିଲା ପ୍ରାଥମିକ ଶିକ୍ଷକ ସଂଘ

ଭୁବନେଶ୍ୱର: ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକମାନେ ସେମାନଙ୍କ ଦାବିକୁ ତର୍ଜମା କରାଯାଉଥିବାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜ୍ୟ ସରକାର ନିବେଦନ କରିବା ପରେ ମଧ୍ୟ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଅପିଲ ପରେ ମଙ୍ଗଳବାର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ…

କଟକରେ ବସ୍ ଟର୍ମିନାଲ ଉଦଘାଟନ ପୂର୍ବରୁ ଆଜିଠୁ ବ୍ୟବସାୟୀଙ୍କ ଆନ୍ଦୋଳନ ଧମକ

କଟକ: ନେତାଜୀ ବସ୍ ଟର୍ମିନାଲ ଉଦଘାଟନରେ ଆଉ ଏକ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ବାଦାମବାଡିସ୍ଥିତ ବସଷ୍ଟାଣ୍ଡର ବ୍ୟବସାୟୀମାନେ ନୂଆ ଟର୍ମିନାଲରେ ଦୋକାନ ଆବଣ୍ଟନକୁ ନେଇ ଆଜିଠୁ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ବ୍ୟବସାୟୀମାନେ କହୁଛନ୍ତି ଯେ ସେମାନଙ୍କ ଭବିଷ୍ୟତକୁ ନେଇ ସେମାନେ ଅନ୍ଧାରରେ…