Latest Odisha News

BREAKING NEWS

Browsing Category

ଓଡିଶା

Odisha

Sudhir Patra Murder Case: ବ୍ରହ୍ମପୁର ସୁଧୀର ପାତ୍ର ହତ୍ୟା ମାମଲା: ଖୋଲିବ ଗୁମର, କ୍ରାଇମ୍ ସିନ୍ ରିକ୍ରିଏସନ୍…

ବ୍ରହ୍ମପୁର: ସହରର ବହୁଚର୍ଚ୍ଚିତ ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କ ଅପହରଣ ଓ ନୃଶଂସ ହତ୍ୟାକାଣ୍ଡ ମାମଲାରେ ପୋଲିସ ନିଜର ତଦନ୍ତକୁ ଜୋରଦାର କରିଛି। ଏହି ହାଇପ୍ରୋଫାଇଲ୍ ମାମଲାର ଚେର କେତେ ଦୂର ଲମ୍ବିଛି ଏବଂ ଏହା ପଛରେ ଥିବା ବୃହତ୍ତର ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିବା ପାଇଁ ବ୍ରହ୍ମପୁର…

ଖୁସିର ମାହୋଲରେ ପଡ଼ିଲା କାନ୍ଦବୋବାଳି: ସୁବର୍ଣ୍ଣପୁରରେ ଦୁର୍ଘଟଣାଗ୍ରସ୍ତ ହେଲା ବରଯାତ୍ରୀ ବସ୍

ସୁବର୍ଣ୍ଣପୁର: ବିବାହ ଉତ୍ସବର ଖୁସି ଓ ଉଲ୍ଲାସ ଭିତରେ ରବିବାର ଭୋର ସମୟରେ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା। ସୁବର୍ଣ୍ଣପୁର (ସୋନପୁର) ଜିଲ୍ଲାରେ ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୋଟ ୧୨ ଜଣ ଯାତ୍ରୀ ଆହତ…

ରାଜଧାନୀରେ ବେଧଡ଼କ ଚାଲିଛି ବେଆଇନ ରେଭ୍ ପାର୍ଟି: ସ୍କାନରରେ ଭୁବନେଶ୍ୱର ଉପକଣ୍ଠର ରିସର୍ଟ

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱର ଏବଂ ଏହାର ଉପକଣ୍ଠ ଅଞ୍ଚଳରେ ଏବେ ବେଆଇନ ରେଭ୍ ପାର୍ଟିର ଆସର ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ପ୍ରଶାସନର ବିନା ଅନୁମତିରେ ରାତି ଅଧିଆ ନାଚଗୀତ ସାଙ୍ଗକୁ ବେଧଡ଼କ ଭାବେ ଚାଲିଛି ନିଶାର କାରବାର। ଏହି କ୍ରମରେ ଭୁବନେଶ୍ୱର ଉପକଣ୍ଠରେ ଥିବା ଏକ ନାମୀ…

ରାଜଗାଙ୍ଗପୁରରେ ଆତଙ୍କ ଖେଳାଇଲା ନିଆଁ: ଟାୟାର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଯାଇଥିବା…

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଜଗାଙ୍ଗପୁର ଅଞ୍ଚଳରେ ଆଜି ସକାଳେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ରାଜଗାଙ୍ଗପୁରର ପଡ଼ାଜାମ୍ପାଲି ଠାରେ ଥିବା ଏକ ଘରୋଇ ଟାୟାର କାରଖାନାରେ ଏହି ଭୟାବହ ନିଆଁ ଲାଗିଛି। ନିଆଁର ରୂପ ଏତେ ଭୟଙ୍କର ଥିଲା ଯେ ଦେଖୁଦେଖୁ ଏହା ସମଗ୍ର କାରଖାନାକୁ…

Heatwave Grips Odisha: ୪୪ ଡିଗ୍ରୀ ଡେଇଁଲା ଝାରସୁଗୁଡ଼ା, ଡହ ଡହ ତାତିକୁ ଗମ୍ ଗମ୍ ଝାଳ…ମେ ୧ରୁ ମିଳିବ…

ଭୁବନେଶ୍ଵର: ଜଳୁଛି ଓଡିଶା। କଲବଲ କରୁଛି ଡହ ଡହ ଖରା। ରାଜ୍ୟରେ ବର୍ତ୍ତମାନ ଏକ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ, ଦୁଇଟି ପଶ୍ଚିମ ଜିଲ୍ଲାରେ ତାପମାତ୍ରା ୪୪-ଡିଗ୍ରୀ ଅତିକ୍ରମ କରିଛି। ଯାହା ମଧ୍ୟରୁ ଏବେ ତୁରନ୍ତ କୌଣସି ଆଶ୍ୱସ୍ତି ମିଳିପାରିବ ନାହିଁ। ଆଉ ୩, ୪ ଦିନ ଏହି…

୨୦୪୭ ସୁଦ୍ଧା ଅଣ୍ଡା ଉତ୍ପାଦନରେ ଓଡ଼ିଶାକୁ ଦେଶର ପଞ୍ଚମ ସ୍ଥାନକୁ ନେବା ଆମ ଲକ୍ଷ୍ୟ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ବିଶ୍ୱ ପ୍ରାଣିଚିକିତ୍ସା ଦିବସ ଅବସରରେ ଆଜି ରାଜ୍ୟ କନଭେନସନ ସେଣ୍ଟର ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରାଣିସମ୍ପଦ, ପ୍ରାଣିସ୍ୱାସ୍ଥ୍ୟ ଓ ମତ୍ସ୍ୟପାଳନ କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ଅନେକ…

ଅଚ୍ୟୁତ ସାମନ୍ତଙ୍କୁ କର୍ଣ୍ଣାଟକ ୟୁନିଭର୍‍ସିଟି ଧରୱାର୍ଡ ପକ୍ଷରୁ ଡକ୍ଟରେଟ୍ ପ୍ରଦାନ

ଭୁବନେଶ୍ୱର: ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କର୍ଣ୍ଣାଟକ ୟୁନିଭର୍‍ସିଟି ଧରୱାର୍ଡ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଛି। କର୍ଣ୍ଣାଟକ ୟୁନିଭର୍‍ସିଟି ଧରୱାର୍ଡର ୭୫ତମ ସମାବର୍ତ୍ତନ ଉତ୍ସବ ଅବସରରେ ତାଙ୍କୁ ଏହି ସମ୍ମାନ…

Misbehaviour: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ସସ୍‌ପେଣ୍ଡ

ନବରଙ୍ଗପୁର:ତେନ୍ତୁଳିଖୁଣ୍ଟିର ଏକ ସେବାଶ୍ରମରେ ଛାତ୍ରୀ ଅସଦାଚରଣ ଅଭିଯୋଗ । ଅଭିଯୋଗ ପରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନାର ଏକ ସେବାଶ୍ରମ ସ୍କୁଲର ପ୍ରଧାନଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ସପ୍ତମ ଶ୍ରେଣୀ ଛାତ୍ରୀ ଏବଂ ତାଙ୍କ ପରିବାର ।…

ଅବକାରୀ ବିଭାଗର ଚଢାଉ;୪୬୨୦ଲିଟର ମଦ ଓ ୨୬୨୮୫ ଲିଟର ପୋଚ ଜବତ

କଟକ: ଶୁକ୍ରବାର ଏକ ବଡଧରଣର ଅବକାରୀ ଚଢାଉ । କୋରଙ୍ଗାରେ ସଦ୍ୟ ପ୍ରସ୍ତୁତ ୪୬୨୦ ଲିଟର ଦେଶୀ ମଦ ଏବଂ ମଦ ପ୍ରସ୍ତୁତି ପାଇଁ ଗଚ୍ଛିତ ୨୬୨୮୫ ଲିଟର ଗୁଡ ପୋଚ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଛି ।ଆଠଗଡ ଅବକାରୀ, ନରସିଂହପୁର ଅବକାରୀ, ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ଦଳ ଏବଂ ଆଠଗଡ ପୋଲିସ…

ଅନୁଗୁଳ-ପୁରୀ ଓ ଭଦ୍ରକ-କଟକ ମେମୁ ସମୟରେ ପରିବର୍ତ୍ତନ

ଭୁବନେଶ୍ୱର: ଯାତ୍ରୀଙ୍କ ସୁବିଧା ଏବଂ ପରିଚାଳନା ଦକ୍ଷତା ବୃଦ୍ଧି କରିବା ପାଇଁ ଏପ୍ରିଲ ୨୫ ତାରିଖରୁ ଦୁଇଟି MEMU ଟ୍ରେନର ସମୟରେ ସଂଶୋଧନ କରାଯାଇଛି। ଏନେଇ ପୂର୍ବତଟ ରେଳପଥ ସୂଚନା ଦେଇଛି। ଏହି ପରିବର୍ତ୍ତନଗୁଡ଼ିକ ଟ୍ରେନ୍ ନଂ. ୬୮୪୨୧ (ଅନୁଗୁଳ-ପୁରୀ MEMU) ଏବଂ ଟ୍ରେନ୍ ନଂ. ୬୮୪୩୭…