Latest Odisha News

BREAKING NEWS

Browsing Category

ଓଡିଶା

Odisha

Heatstroke:ଦୁଇ ଜଣଙ୍କ ଅଂଶୁଘାତ ମୁତ୍ୟୁ ଅଭିଯୋଗ

ଭୁବନେଶ୍ବର:ରବିବାର ଝାରସୁଗୁଡାରେ ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଛି। ସେଠାରେ ତାପମାତ୍ରା ୪୪.୮ ଡିଗ୍ରୀ ଛୁଇଁଛି। ଏପଟେ ଆଜି ସୁନ୍ଦରଗଡ଼ରେ ଦିନର ସର୍ବାଧିକ ତାପମାତ୍ରା ୪୨.୮ ଡିଗ୍ରି ରହିଥିଲା। ଏହି ସମୟରେ ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଉପଖଣ୍ଡରେ ଦୁଇ ଜଣଙ୍କ ଅଂଶୁଘାତ ରେ ମୃତ୍ୟୁ…

ବନ୍ଧୁକ ମୁନରେ ଦାଦାବଟି ଆଦାୟ … ୪ ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଗିରଫ

ବାଲେଶ୍ବର :ବାଲେଶ୍ୱରରେ ବନ୍ଧୁକ ମୁନରେ ଦାଦାବଟି ଆଦାୟ ମାମଲା । ଦୀର୍ଘଦିନ ଧରି ସଦର ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଦାଦାବଟି ଆଦାୟ କରୁଥିଲେ ୪ ଦୁର୍ଦ୍ଦାନ୍ତ ଅପରାଧି । ସଦର ଥାନା ଓ ଗୁଡଦା ଅଞ୍ଚଳରୁ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କଠାରୁ ଗୋଟିଏ ପିସ୍ତଲ, ଗୋଟିଏ…

ପ୍ରବଳ ଗ୍ରୀଷ୍ମ ପ୍ରବାହ; ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

ଭୁବନେଶ୍ୱର: ଏପ୍ରିଲ ୨୭ ତାରିଖ ଅର୍ଥାତ୍ ସୋମବାରରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣିକୁ ସ୍ଥଗିତ ରଖାଯାଇଛି। ଏହି ଦିନ ଭୁବନେଶ୍ୱର ୟୁନିଟ-୨, ଅଶୋକ ନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ) ଠାରେ ମୁଖ୍ୟମନ୍ତ୍ରୀଙ୍କ ଜନ…

ଅଦିନରେ ରଥଯାତ୍ରା ଆୟୋଜନ କଲା ଇସ୍କନ, ମହାପ୍ରଭୁଙ୍କୁ ମିନି ଟ୍ରକରେ ବସାଇ ବୁଲାଇଲା

ପୁରୀ: ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ବାରମ୍ବାର ଚିଠି ଲେଖିବା ସତ୍ତ୍ବେ ଅଦିନିଆ ରଥଯାତ୍ରା ଆୟୋଜନ କରିଛି ଇସ୍କନ । ଗତ ଏପ୍ରିଲ ୧୧ ତାରିଖରେ ଆମେରିକାର ହଷ୍ଟନରେ ଅଦିନିଆ ରଥଯାତ୍ରା ଆୟୋଜନ କରିଥିଲା ଇସ୍କନ । ଟେକ୍ସାସ୍ ଓ ବ୍ରିସବେନ୍ର ମଧ୍ୟ ରଥଯାତ୍ରା କରିଛି । ଯାହାକି କୋଟି କୋଟି…

ବୃଦ୍ଧାଙ୍କ ଅଶ୍ଳୀଳ ଫଟୋ ପୋଷ୍ଟ କରି ଗିରଫ ହେଲେ ସରକାରୀ କର୍ମଚାରୀ

କେନ୍ଦ୍ରାପଡ଼ା: ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଅଞ୍ଚଳର ଜଣେ ବୃଦ୍ଧାଙ୍କ ଅଶ୍ଳୀଳ ଫଟୋ ଫେସବୁକରେ ଛାଡ଼ିବା ଅଭିଯୋଗରେ ଜଣେ ସରକାରୀ କର୍ମଚାରୀଙ୍କୁ ଗିରଫ କରିଛି କେନ୍ଦ୍ରାପଡ଼ା ସାଇବର ଥାନା ପୋଲିସ । ଅଭିଯୁକ୍ତ ହେଲେ ଯଅଁରାବାରିମୂଳ ଗ୍ରାମର ମାନସ କୁମାର ବଳ । ଗିରଫ ବ୍ୟକ୍ତି ଜଣକ ଭେଟେନାରୀ…

ଦୀର୍ଘ ୧୭ବର୍ଷ ପରେ ପର୍ଯ୍ୟଟନ ଭବନରୁ ଅଲଗା ହେବ ଭାରତୀୟ ପର୍ଯ୍ୟଟନ କାର୍ଯ୍ୟାଳୟ

ଭୁବନେଶ୍ୱର: ପର୍ଯ୍ୟଟନ ଭବନରୁ ଅଲଗା ହେବ ଭାରତୀୟ ପର୍ଯ୍ୟଟନ କାର୍ଯ୍ୟାଳୟ । ଦୀର୍ଘ ୧୭ବର୍ଷ ପରେ ଏହା ଅଲଗା ହେବାକୁ ଯାଉଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ଅଚାନକ କାର୍ଯ୍ୟାଳୟ ଖାଲି କରିବାକୁ ଭାରତୀୟ ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକଙ୍କୁ ନୋଟିସ କରିଛନ୍ତି । ଜୁନ୍‌ ଶେଷ ସୁଦ୍ଧା…

ସୁଧୀର ପାତ୍ର ହତ୍ୟା ଘଟଣାର କ୍ରାଇମସିନ୍‌ ରିକ୍ରିଏସନ

ଭୁବନେଶ୍ୱର: ସୁଧୀର ପାତ୍ର ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ କ୍ରାଇମସିନ୍ ରିକ୍ରିଏସନ କରିଛି ପୋଲିସ। ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପୋଲିସ କାଳୁ ପ୍ରଧାନକୁ ଭାବିନାରାୟଣପୁର ସ୍ଥିତ ଏକ ଭଲିବଲ ପଡ଼ିଆକୁ ନେଇ କ୍ରାଇମସିନ୍ ରିକ୍ରିଏସନ କରୁଛି। ଯେଉଁଠାରେ ସୁଧୀର ଭଲିବଲ…

ଭୁଲ୍ ଇଞ୍ଜେକସନ୍ ନେଇଗଲା କି ପୁଅର ଜୀବନ ?

ଭଦ୍ରକ: ଭୁଲ୍ ଇଞ୍ଜେକସନରେ ନାବାଳକଙ୍କ ମୃତ୍ୟୁ ଅଭିଯୋଗ । ବାସଦେବପୁର ଡାକ୍ତରଖାନାରେ ଜଣଙ୍କ ମୃତ୍ୟୁ ନେଇ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକ ହସ୍ପିଟାଲରେ ଭଙ୍ଗାରୁଜା କରିଥିବା ସୂଚନା ରହିଛି । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି । ଇଞ୍ଜେକସନ ନେବା ପରେ ବାସୁଦେବପୁର…

ପଶ୍ଚିମ ଓଡ଼ିଶାରେ ୪୩ ଡିଗ୍ରୀ ଛୁଇଁଲା ପାରଦ, କାଳବୈଶାଖୀ ନେଇ ବିଭିନ୍ନ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ତାତିରୁ ଉପକୂଳ ଓଡ଼ିଶାବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଶନିବାରଠାରୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। କିନ୍ତୁ ଅନ୍ୟପକ୍ଷରେ, ରାଜ୍ୟର ଆଭ୍ୟନ୍ତରୀଣ ତଥା ପଶ୍ଚିମ ଜିଲ୍ଲାଗୁଡ଼ିକରେ ଗ୍ରୀଷ୍ମର…

ରୁମ୍‌ମେଟ୍ ନଥିବାର ଫାଇଦା ଉଠାଇଲା ଗ୍ରୋସରୀ ଦୋକାନୀ: ହଷ୍ଟେଲ୍ ଭିତରେ ପଶି ଏମବିଏ ଛାତ୍ରୀଙ୍କ ସହ ଦୁଷ୍କର୍ମ

ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ଲଜ୍ଜାଜନକ ତଥା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଭୁବନେଶ୍ୱର ଉପକଣ୍ଠ ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ଗଙ୍ଗପଡ଼ା ଅଞ୍ଚଳରେ ଏକ ଲେଡିଜ୍ ହଷ୍ଟେଲ ଭିତରେ ପଶି ଜଣେ ବାହାର ରାଜ୍ୟର ଏମବିଏ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ସମ୍ବେଦନଶୀଳ…