Latest Odisha News

BREAKING NEWS

Browsing Category

ଓଡିଶା

Odisha

ତାତିରୁ ମିଳିବ ତ୍ରାହି: ରାଜ୍ୟରେ ଏପ୍ରିଲ ୨୭ରୁ ସାମୂହିକ ଖରାଛୁଟି, ସ୍କୁଲ ପିଲାଙ୍କୁ ଅନଲାଇନରେ ପଢ଼ାଇବାକୁ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଅସହ୍ୟ ତାତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଜ୍ୟର ସମସ୍ତ ସ୍କୁୁଲରେ ଆଗୁଆ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା…

ଜନଗଣନାକାରୀଙ୍କ ସୁରକ୍ଷା ପାଇଁ ଏସ୍‌ଓପି ଜାରି; ବ୍ୟାଘାତ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ୩ ବର୍ଷ ଜେଲ୍..

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଜନଗଣନାକାରୀଙ୍କ ଉପରେ ଆକ୍ରମଣ ପରେ ସେମାନଙ୍କ ସୁରକ୍ଷା ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏସ୍‌ଓପି ଜାରି ହୋଇଛି । ଜନଗଣନାରେ ବାଧା ସୃଷ୍ଟି କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଭୋଗିବେ ବୋଲି ଏଥିରେ ଉଲ୍ଲେଖ ରହିଛି । ଏହାକୁ…

ସାରା ରାଜ୍ୟକୁ କଲବଲ କରୁଛି ପ୍ରଚଣ୍ଡ ତାତି, ୪୩ ଡିଗ୍ରୀ ଉପରେ ୮ ସହରର ତାପମାତ୍ରା

ଭୁବନେଶ୍ବର: ଓଡ଼ିଶାରେ ତାତିର କର୍ଫ୍ୟୁ। ଆକାଶରୁ ନଆଁ ବର୍ଷା। ପ୍ରଚଣ୍ଡ ଗ୍ରୀଷ୍ମ ଜ୍ୱାଳାରୁ ନିସ୍ତାର ନାହିଁ । ଏବେ ଯେମିତି ଜଳୁଛି ଓଡ଼ିଶା, ଆହୁରି ୧୫ ଦିନ ଜାଳିବ ତାତି ପ୍ରକୋପ। ୪୪ ଡିଗ୍ରୀରେ ଜଳୁଛି ଝାରସୁଗୁଡ଼ା ଓ ତାଳଚେର। ତତଲା ଝାଞ୍ଜିରେ ଦେହମୁଣ୍ଡ ପୋଡ଼ି ଦେବା ଭଳି ମନେ ହେଉଛି।…

ShreeMandir:ଅନୈତିକ କାର୍ଯ୍ୟରେ ଲିପ୍ତ ଶୁଦ୍ଧ ସୁଆର ଓ ଦଇତାପତି ସେବକ ନିଲମ୍ବିତ

ପୁରୀ:ଶ୍ରୀମନ୍ଦିରର ଶୁଦ୍ଧ ସୁଆର ଓ ଦଇତାପତି ସେବକ ଶ୍ରଦ୍ଧାନନ୍ଦ ଦାସ ମହାପାତ୍ରଙ୍କୁ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ପୋଲିସ ଏକ ମାମଲା ରୁଜୁ କରିଛି । ଏହି ଘଟଣା ଶ୍ରୀମନ୍ଦିର ପ୍ରଶାସନଙ୍କ ଦୃଷ୍ଟିକୁ ଆସିବା ପରେ ଆଜି ଶ୍ରୀମନ୍ଦିର ଆଇନ ଅନୁଯାୟୀ ତାଙ୍କୁ ଅନ୍ୟାଦେଶ ପାଇଁ…

ଇଂରାଜୀରେ ବଦଳିବ ସହରର ନାଁ: Cuttack ହେବ ‘Kataka’, Angul ହେବ ‘Anugola’;…

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସହର ଏବଂ ଜିଲ୍ଲାର ଇଂରାଜୀ ବନାନ ବା ସ୍ପେଲିଂ ପରିବର୍ତ୍ତନ କରିବାକୁ ଯାଉଛନ୍ତି ଓଡ଼ିଶା ସରକାର । ଏଣିକି ସହରଗୁଡ଼ିକର ଇଂରାଜୀ ନାମକରଣ ସେମାନଙ୍କର ପ୍ରକୃତ ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ହେବ । ଏହି ପ୍ରସ୍ତାବିତ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ବୁଧବାର…

Fake RTO Challan Scam: ଇ-ଚାଲାଣ ଲିଙ୍କ ଜରିଆରେ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍; ୪ ଗିରଫ

ଭୁବନେଶ୍ୱର: ନକଲି ଆରଟିଓ ଇ-ଚାଲାଣ ଆଳରେ ଠକେଇ କରୁଥିବା ଏକ ବଡ଼ ସାଇବର ରାକେଟର ପର୍ଦ୍ଦାଫାଶ କରିଛି ସାଇବର ପୋଲିସ । ଏହି ଘଟଣାରେ ପାଖାପାଖି ୭ ଲକ୍ଷ ଟଙ୍କା ଠକେଇରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ- ମହମ୍ମଦ ଅବ୍ବାସ, ମୁକେଶ ତୁରୀ,…

ବିନା ଆର୍ଥିକ ବୋଝରେ ରାଜ୍ୟରେ ବଢ଼ିବ ସ୍ୱଚ୍ଛ ଇନ୍ଧନର ବ୍ୟବହାର, ସରକାର ଆଣିଲେ ‘ସିଟି ଗ୍ୟାସ ବିତରଣ…

ଭୁବନେଶ୍ୱର: ରାଜ୍ୟରେ ସ୍ୱଚ୍ଛ ଏବଂ ନିରନ୍ତର ଇନ୍ଧନ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା କ୍ୟାବିନେଟ୍ 'ଓଡ଼ିଶା ସିଟି ଗ୍ୟାସ ବିତରଣ ନୀତି'କୁ ଅନୁମୋଦନ ପ୍ରଦାନ କରିଛନ୍ତି । ସମଗ୍ର ରାଜ୍ୟରେ ପିଏନଜି ଏବଂ ସିଏନଜି ଭିତ୍ତିଭୂମିର ସମ୍ପ୍ରସାରଣକୁ ତ୍ୱରାନ୍ୱିତ କରିବା ସହ…

POCSO Court: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ;ଅଭିଯୁକ୍ତକୁ ୨୦ବର୍ଷ ଜେଲ

ଯାଜପୁର: ଦୁଷ୍କର୍ମ ମାମଲାର ରାୟ ପ୍ରକାଶ କରି ଯାଜପୁରର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ୨୦ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି । ୨୦୨୫ରେ ଜେନାପୁର ଥାନା ଅଞ୍ଚଳର ୧୪ ବର୍ଷ ୧୧ ମାସର ଜଣେ ବାଳିକାକୁ ଅପହରଣ କରି ଅଭିଯୁକ୍ତ ନିଜ ସମ୍ପର୍କୀୟ ଘରେ ଦୁଷ୍କର୍ମ କରିଥିଲା । ଏ ନେଇ ପୀଡିତାଙ୍କ ପରିବାର…

ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ଗଞ୍ଜାମର ଗୋପାଳପୁରରୁ ଅପହରଣ ହୋଇଥିବା ଜମି ବ୍ୟବସାୟୀ ସୁଧୀର ପାତ୍ର (୪୭)ଙ୍କ ମୃତଦେହ ବୁଧବାର ଉଦ୍ଧାର କରାଯାଇଥିଲା। ତେବେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟ ପ୍ରତାପକୁ ପୋଲିସ ଗିରଫ କରିଥିବା ଜଣାପଡିଛି। ଗୋପାଳପୁର ନିକଟ ସତ୍ୟନାରାୟଣପୁର ଗ୍ରାମର ବାସିନ୍ଦା…

କଟକରୁ ୫୦୦ ଏଲପିଜି ସିଲିଣ୍ଡର ଜବତ, ଯାଜପୁରରୁ ୫୭…

କଟକ/ଯାଜପୁର: ଏଲପିଜି ସିଲିଣ୍ଡରର ଅବୈଧ ମହଜୁଦ ଏବଂ କଳାବଜାରୀ ବିରୁଦ୍ଧରେ ରାଜ୍ୟବ୍ୟାପୀ ଜାରି ରହିଥିବା ଅଭିଯାନରେ କଟକର ଏକ ଗୋଦାମରୁ ପ୍ରାୟ ୫୦୦ ଏଲପିଜି ସିଲିଣ୍ଡର ଜବତ ହୋଇଛି। ଗୁପ୍ତ ସୂଚନା ଆଧାରରେ ସଦର ଥାନା ଅନ୍ତର୍ଗତ ଗଙ୍ଗେଶ୍ୱର ଅଞ୍ଚଳରେ ଚଢ଼ାଉ ବେଳେ ବେଆଇନ ଭାବେ ଗଚ୍ଛିତ…