Latest Odisha News

BREAKING NEWS

Browsing Category

ଓଡିଶା

Odisha

ଥାନାରେ ରାଜାଘର କଳି: ଟାଉନ ଥାନାର ଦ୍ବାରସ୍ଥ ହେଲେ ଅଦ୍ରିଜା ମଞ୍ଜରୀ ସିଂଦେଓ

ବଲାଙ୍ଗୀର : ବଲାଙ୍ଗୀର ଟାଉନ ଥାନାରେ ରାଜ ପରିବାର ବୋହୂ ଅଦ୍ରିଜା ମଞ୍ଜରୀ । ଅର୍କେଶ ନାରାୟଣ ସିଂଦେଓଙ୍କ ପତ୍ନୀ ହେଉଛନ୍ତି ଅଦ୍ରିଜା ମଞ୍ଜରୀ । ରାଜ ପରିବାରରେ ଘରୋଇ ହିଂସା ମାମଲାରେ ସେ ଥାନାର ଦ୍ବାରସ୍ଥ ହୋଇଛନ୍ତି  । ବଲାଙ୍ଗୀର ପ୍ୟାଲେସ୍ ଆସିବାକୁ ଅଦ୍ରିଜା ପୋଲିସ ସୁରକ୍ଷା…

ଆନ୍ତର୍ଜାତୀୟ ଯୁବ ଦିବସ: ଜାଣନ୍ତୁ କ’ଣ ରହିଛି ଏବର୍ଷର ଥିମ୍…

ଭୁବନେଶ୍ଵର: ଆଜି ଅନ୍ତର୍ଜାତୀୟ ଯୁବ ଦିବସ । ଏହି ଯୁବ ଦିବସ ହେଉଛି ଯୁବକମାନଙ୍କ ପାଇଁ ଉତ୍ସର୍ଗୀକୃତ ଏକ ବିଶେଷ ଦିନ, ଯେଉଁମାନଙ୍କର ଦେଶର ଭବିଷ୍ୟତକୁ ଉନ୍ନତ ତଥା ସୁସ୍ଥ କରିବାର ସାମର୍ଥ୍ୟ ରହିଛି । ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ଏହି ଦିବସ ପାଳନ ହୁଏ । ଏହି ଦିବସ ସରକାର ଓ…

ପୁରୀ ଜିଲ୍ଲାରେ ୪ ମେଗା ପାନୀୟ ଜଳ ପ୍ରକଳ୍ପ: କ୍ୟାବିନେଟରେ ମଂଜୁର ହେଲା ୬୩୯ କୋଟି ୧୬ ଲକ୍ଷ

ପୁରୀ: ଜଳ ଜୀବନ ଯୋଜନାରେ ପୁରୀ ଜିଲ୍ଲାରେ ତିଆରି ହେବ ୪ଟି ମେଗା ପାନୀୟ ଜଳ ପ୍ରକଳ୍ପ | ଏହି ପ୍ରକଳ୍ପ ପାଇଁ ରାଜ୍ୟ କ୍ୟାବିନେଟ ୬୩୯ କୋଟି ୧୬ ଲକ୍ଷ ଟଙ୍କା ମଂଜୁର କରିଛନ୍ତି  । ଏହି ପ୍ରକଳ୍ପକୁ ଗତକାଲି କ୍ୟାବିନେଟରେ ମିଳିଛି ମଞ୍ଜୁରୀ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପୁରୀ…

ଜନ୍ମମାଟିକୁ ଫେରିଲା ସହିଦ ଯବାନଙ୍କ ମରଶରୀର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

ଭୁବନେଶ୍ବର: ଜନ୍ମମାଟିକୁ ଫେରିଲା ସହିଦ ବୀର ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର । କେନ୍ଦୁଝର ଆନନ୍ଦପୁର ସ୍ଥିତ ଜନ୍ମମାଟିରେ ପହଞ୍ଚିଛି  ମରଶରୀର  । ବୀର ଯବାନ ସୁଶାନ୍ତଙ୍କ ଶେଷ ଦର୍ଶନ ପାଇଁ ସାରା କେନ୍ଦୁଝର ମାଟି ଚାହିଁବସିଛି  । ମରଶରୀର ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା…

ଖଣ୍ଡପଡାରେ ମର୍ମନ୍ତୁଦ ସଡକ ଦୁଘର୍ଟଣା: ଜଣେ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଖଣ୍ଡପଡା: ମର୍ମନ୍ତୁଦ ସଡକ ଦୁର୍ଘଟଣା । ହାଇଓ୍ବା ଧକ୍କାରେ ଚାଲିଯାଇଛି  ଜଣେ ଯୁବକଙ୍କର ଜୀବନ । ଏମିତି କିଛି ଘଟଣା ଘଟିଛି ନୟାଗଡ ଜିଲ୍ଲା ଖଣ୍ଡପଡା ଭାପୁର ଛକ ନିକଟରେ । ଖବର ଅନୁଯାୟୀ, ନୟାଗଡ ଭାପୁର ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ବତ୍ତର୍ମାନ ପର୍ଯ୍ୟନ୍ତ ମୃତକଙ୍କ…

ଆଜି ବିଶ୍ୱ ହସ୍ତୀ ଦିବସ, ନନ୍ଦନକାନନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ଵର: ଆଜି ବିଶ୍ୱ ହସ୍ତୀ ଦିବସ। ହାତୀଙ୍କ ପାଇଁ ଦିନଟିଏ । ଏମାନଙ୍କ ସୂରକ୍ଷା ପାଇଁ ସାଧାରଣରେ ଜନସଚେତନତା ସୃଷ୍ଟି କରିବା ପାଇଁ ହସ୍ତୀଦିବସ ପାଳନ ହୋଇଥାଏ । ଐତିହ୍ୟ ପ୍ରାଣୀ ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୨କୁ ହସ୍ତୀ ଦିବସ ଭାବେ ପାଳନ କରାଯାଇ…

ନବୋଦୟ ବିଦ୍ୟାଳୟର ୭୦ ଛାତ୍ରଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ

ସମ୍ବଲପୁର: ନବୋଦୟ ବିଦ୍ୟାଳୟର ୭୦ ଛାତ୍ରଛାତ୍ରୀ ଅସୁସ୍ଥ। ସମ୍ବଲପୁର ଗୋଶାଲାସ୍ଥିତ ନବୋଦୟ ବିଦ୍ୟାଳୟର ପ୍ରାୟ ୭୦ ଜଣ ଛାତ୍ରଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର ରାତିରେ ଛାତ୍ରଛାତ୍ରୀ ରାତ୍ରୀ ଭୋଜନ ଖାଇ ସାରିବା ପରେ ହଠାତ ଜଣକ ପରେ ଜଣେ ଅସୁସ୍ଥ ହୋଇପଡ଼ିଥିଲେ। ପେଟ…

ଏଣିକି ରାସ୍ତାରେ ଗାଈଗୋରୁଙ୍କୁ ଛାଡ଼ିଲେ ଉଠାଇ ନେବ ବିଏମସି

ଭୁବନେଶ୍ୱର: ଏଣିକି ରାସ୍ତାରେ ଗାଈଗୋରୁଙ୍କୁ ଛାଡ଼ିଲେ ଉଠାଇ ନେବ ବିଏମସି। ଗୋରୁ-ଗାଈଙ୍କ ମାଲିକ ନେବାକୁ ଚାହିଁଲେ ନିଆଯିବ ଆଇନଗତ ପଦକ୍ଷେପ। କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ରାସ୍ତାରେ ଗୋରୁ-ଗାଈଙ୍କ ଯୋଗୁଁ ବିଭିନ୍ନ ପ୍ରକାର ସମସ୍ୟା ଉପୁଜୁଥିବାରୁ…

ରାସ୍ତା ସମ୍ପ୍ରସାରଣ ବେଳେ ଭାଙ୍ଗିଦେଲେ ବସା: ନନ୍ଦନକାନନ ଆସିଲେ ୭୫ ଧଳା ବଗ

ଭୁବନେଶ୍ୱର: ରାସ୍ତା ସମ୍ପ୍ରସାରଣ ବେଳେ ଭାଙ୍ଗି ଦେଲେ ଶତାଧିକ ବଗ ବସା। ଫଳରେ ବଗ ଶାବକ ଉଡ଼ି ନପାଡି ତଳେ ପଡ଼ିଗଲେ। ଉଦ୍ଧାର କଲେ ନନ୍ଦନକାନନର ପୂର୍ବତନ ଉପନିର୍ଦ୍ଦେଶକ। ବଡ଼ଗଡ଼ ନିକଟରେ ଏକ ବରଗଛରେ ଶଧାଧିକ ଧଳା ବଗ ବସା କରିଥିଲେ। ଏଠାରେ ରାସ୍ତା ସମ୍ପ୍ରାସରଣ ଲାଗି ଗଛଟିକୁ କାଟି…

ଫିରିଙ୍ଗିଆ ଥାନା ପୋଡି: ଥାନା ଅଧିକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ କହି ବର୍ଷିଲା ବିଜେପି

ଭୁବନେଶ୍ୱର: ବହୁଚର୍ଚ୍ଚିତ ଫିରିଙ୍ଗିଆ ଥାନା ପୋଡି ଘଟଣାର ମୁଖ୍ୟନାୟକ ତଥା ଫିରିଙ୍ଗିଆ ଥାନାଧିକାରୀ ତପନ ନାହାକ ଏବଂ ସଂପୃକ୍ତ ହୋମଗାର୍ଡଙ୍କୁ ଏଯାଏଁ ଗିରଫ କରାଯାଇ ନାହିଁ କାହିଁକି ? ଗଂଜେଇ ଥିବା ପୋଲିସ ଗାଡିକୁ ଜବତ୍ କରାଯାଇ ନାହିଁ କାହିଁକି ? ଗଞ୍ଜେଇ ଚାଲଣରେ ସଂପୃକ୍ତ ପୋଲିସ…