Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର : ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଶୈବପୀଠ

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଶୈବପୀଠ । ସକାଳୁ ସକାଳୁ ଶୈବାଳୟରେ ଲାଗିଛି ଭକ୍ତଙ୍କ ଭିଡ । ଧାଡିରେ ଯାଇ ଶିବଲିଙ୍ଗରେ ଜଳାଭିଶେକ କରୁଛନ୍ତି ଭକ୍ତ । ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ଦେବଦେବ…

ଆଜିଠୁ ମାର୍କେଟ ବିଲ୍ଡିଂ ବନ୍ଦ, ଉଠାଦୋକାନୀଙ୍କ ଉଚ୍ଛେଦ ଦାବିରେ ଧାରଣା ଦେବେ ବ୍ୟବସାୟୀ

ଭୁବନେଶ୍ୱର: ଆଜିଠୁ ମାର୍କେଟ ବିଲ୍ଡିଂ ବନ୍ଦ। ଧାରଣା ଦେବ ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ। ଉଠାଦୋକାନୀ-ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ମଧ୍ୟରେ ଘନେଇଛି ବିବାଦ। ଏନେଇ ସୋମବାରଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମାର୍କେଟ ବିଲ୍ଡିଂ ବନ୍ଦ ରହିବ। ମାର୍କେଟ ବିଲ୍ଡିଂ ପରିସରରେ ଥିବା…

କମିଶନରେଟ୍ ପୋଲିସର ସେଫ୍ ସିଟି ଡ୍ରାଇଭ୍, ବ୍ଲକିଂ ଚେକିଂ ସହ ମଦ୍ୟପ ଖଟିରେ ଚଢଉ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍ ପୋଲିସର ଚାଲିଛି ସେଫ୍ ସିଟି ଡ୍ରାଇଭ୍ ସଙ୍ଗକୁ ମଦ୍ୟପ ଖଟିରେ ଚଢଉ। ବଢାଇଛି ନାଇଟ୍ ପାଟ୍ରୋଲିଂ। ବିଭିନ୍ନ ଛକରେ ଚେକିଂ ଓ ବ୍ଲକିଂ କରାଯାଉଥିବା ବେଳେ ମଦ୍ୟପ ଖଟିମାନଙ୍କରେ ଜୋରଦାର ଚଢଉ କରାଯାଉଛି। ରବିବାର ସନ୍ଧ୍ୟାରେ କ୍ୟାପିଟାଲ,…

ବିଆରଏସ ଛାଡି କଂଗ୍ରେସକୁ ଫେରିବେ ଗିରିଧର ଗମାଙ୍ଗ !

ଭୁବନେଶ୍ୱର: ବିଜେପିରୁ ଇସ୍ତଫା ଦେବା ପରେ ରାଜଧାନୀରୁ ସ୍ବତନ୍ତ୍ର ଚାଟାର୍ଡ ବିମାନରେ ହାଇଦ୍ରାବାଦ ଯାଇ ଭାରତ ରାଷ୍ଟ୍ର ସମିତି (ବିଆରଏସ)ରେ ଯୋଗ ଦେଇଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପୁରୁଖା ରାଜନେତା ଗିରିଧର ଗମାଙ୍ଗ ଏବେ କୁଆଡେ କଂଗ୍ରେସକୁ…

ଦେଶର କେଉଁ ରାଜନୈତିକ ଦଳ ପାଖରେ କେତେ ବିଧାୟକ, ତାଲିକାରେ ବିଜେଡିର ସ୍ଥାନ କେଉଁଠି?

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ ହେବାକୁ ଥିବା ଆଗାମୀ ଲୋକସଭା ନିର୍ବାଚନକୁ ବର୍ଷେରୁ କମ୍ ସମୟ ବାକି ରହିଛି। ଲୋକସଭା ପୂର୍ବରୁ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଏଥିମଧ୍ୟରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା ସମେତ କେତେକ ରାଜ୍ୟରେ ଚଳିତ ବର୍ଷ ଶେଷ ସୁଦ୍ଧା…

ଫାଇଭ ଟି ସଚିବଙ୍କ ଗସ୍ତକୁ ବିରୋଧ କରି ବିଜେପିର ଧାରଣା

ଦେବଗଡ: ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନଙ୍କ ସମ୍ବଲପୁର ଜିଲ୍ଲା ରାଇରଖୋଲ ଓ ଦେବଗଡ଼ ଗସ୍ତକୁ ବିରୋଧ କରି ରବିବାର ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆସନ୍ତା ସାଧାରଣ ନିର୍ବାଚନରେ ଶାସକ ବିଜୁ ଜନତା ଦଳକୁ ଭୋଟ୍ ଦେବା ଲକ୍ଷ୍ୟରେ ପାଣ୍ଡିଆନଙ୍କ ଏହି ଗସ୍ତକୁ ଏକ ରାଜନୈତିକ…

‘ଖୋଲିଦିଅ ଶ୍ରୀମନ୍ଦିର ଚାରି ଦ୍ୱାର’, ସରକାରଙ୍କୁ ଦାବି ଜଣାଇବାକୁ ଆରମ୍ଭ ହେଲା ଦସ୍ତଖତ ଅଭିଯାନ

ପୁରୀ (ସନ୍ତୋଷ କୁମାର ଦାସ) : ଶ୍ରୀମନ୍ଦିର ସମସ୍ତ ଦ୍ଵାର ପୂର୍ବଭଳି ଭକ୍ତଙ୍କ ପାଇଁ ଖୋଲାଯାଉ। ଏହି ଦାବୀ ନେଇ ପୁରୀରେ ଆରମ୍ଭ ହୋଇଛି ଦସ୍ତଖତ ଅଭିଯାନ। ଏକ ଲକ୍ଷ ଦସ୍ତଖତ ସଂଗ୍ରହ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଦାବୀ ପତ୍ର ମାଧ୍ୟମରେ ପଠାଯିବ। ପୂରୀର ସଚେତନ ନାଗରିକ ମଞ୍ଚ ପକ୍ଷରୁ…

କଂଗ୍ରେସରୁ ନିଲମ୍ବିତ ମୋକିମ ଏବଂ ଚିରଞ୍ଜୀବ ଆଗକୁ କରିବେ କ’ଣ?

ଭୁବନେଶ୍ୱର: ଆଗକୁ ବିଧାନସଭା ସହିତ ସାଧାରଣ ନିର୍ବାଚନ। ଟିକେଟ ନେବା ପାଇଁ ରାଜନୈତକ ଦଳର ନେତାଙ୍କ ମଧ୍ୟରେ ଏବେ ଜୋରସୋର ଉଦ୍ୟମ ଆରମ୍ଭ ହୋଇଛି । ତେଣୁ ଦଳ ଡିଆଁ ପର୍ବ ମଧ୍ୟ ଏକ ପ୍ରକାର ଆରମ୍ଭ ହୋଇଛି। ଏପରି ସ୍ଥିତିରେ କଂଗ୍ରେସର ଦୁଇ ବରିଷ୍ଠ ନେତା ମହମ୍ମଦ ମୋକିମ ଏବଂ ଚିରଞ୍ଜୀବ…

କାଲି ଶ୍ରାବଣ ସୋମବାର, ପାଣି ଉଠାଇବା ବେଳେ ଦେବୀରେ ବୁଡ଼ି ୨ କାଉଡ଼ିଆ ନିଖୋଜ

ଜଗତସିଂହପୁର: ଆସନ୍ତାକାଲି ଶ୍ରାବଣ ଦ୍ୱିତୀୟ ସୋମବାର । ଏଥିପାଇଁ ବିଭିନ୍ନ ନଦୀ ପଠା ସହ ଶୈବ ପୀଠ ଚଳଚଞ୍ଚଳ ହୋଇ ଉଠିଛି । ବଡ଼ି ଭୋରରୁ ମହାଦେବଙ୍କ ପାଖରେ ଜଲ ଲାଗି କରିବାକୁ ବିଭିନ୍ନ ନଦୀରୁ ପାଣି ଆଣି ମନ୍ଦିର ଅଭିମୁଖେ ବାହାରୁଛନ୍ତି କାଉଡ଼ିଆ । ଜଗତସିଂହପୁରର ଦେବୀ ନଦୀରେ ବୁଡ଼ମାରି…

ମୁଖ୍ୟ ରାସ୍ତାରୁ ଜବର ଦଖଲ ଉଚ୍ଛେଦ ପାଇଁ ୭ ଦିନ ମହଲତ

ରାୟଗଡ଼ା: ରାୟଗଡ଼ା ସହରର ସୌନ୍ଦର୍ଯ୍ୟକରଣ ପାଇଁ ପୌର ପରିଷଦ ପକ୍ଷରୁ ଆରମ୍ଭ ହୋଇଛି ଜବର ଦଖଲ ଉଚ୍ଛେଦ । ସହରର ମୁଖ୍ୟ ରାସ୍ତାରୁ ଜବର ଦଖଲ ଖାଲି କରିବାକୁ ୭ ଦିନ ତଳେ ତଳେ ପ୍ରଶାସନ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରିଥିଲା । ଆଜି ସହରର ଅଶୋକ ସିନେମା ହଲ୍ ଠାରୁ ଉଚ୍ଛେଦ ପ୍ରକ୍ରିୟା…