Latest Odisha News
Browsing Category

ଓଡିଶା

Odisha

‘ଆଜି ରାତି ଗଲେ ପାହି ଜାଳିବ ମୋ ଜୁଇ’…ଚାଞ୍ଚଲ୍ୟ ସୃଷ୍ଟି କରୁଛି ମୃତ ସଞ୍ଜୟଙ୍କ ଶେଷ…

ଭୁବନେଶ୍ୱର: ୧୮ ବର୍ଷୀୟ ଯୁବକଙ୍କ ଦରପୋଡା ମୃତଦେହ ଠାବ ଘଟଣାରେ ନୂଆ ମୋଡ଼। ଇନଷ୍ଟାଗ୍ରାମ ପ୍ରେମରୁ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ପୁଅର ପରିବାର ଲୋକେ। ସୋମବାର ନୟାଗଡ ଜିଲ୍ଲାରେ ରାସ୍ତା କଡ଼ରେ ଥିବା ଏକ ନାଳରେ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଘଟଣା ଏବେ ସାରା ଓଡିଶାରେ ଚାଞ୍ଚଲ୍ୟ…

ବାଲିଅନ୍ତା ହତ୍ୟା ମାମଲାରେ ଆଉ ଜଣେ ଗିରଫ, ୧୨ରେ ପହଞ୍ଚିଲା ଗିରଫଦାରୀ

ଭୁବନେଶ୍ୱର: ବାଲିଅନ୍ତାରେ GRP କନେଷ୍ଟବଳ ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ ଆଉ ଜଣେ ଗିରଫ। ତଦନ୍ତ ଦାୟିତ୍ବ ନେବା ପରେ କ୍ରାଇମବ୍ରାଞ୍ଚ ଜଣଙ୍କୁ ଗିରଫ କରିଛି। ଜଣେ ବ୍ୟକ୍ତିକୁ ଗିରଫ କରିବା ପରେ ୧୨ରେ ପହଞ୍ଚିଲା ଗିରଫଦାରୀ ସଂଖ୍ୟା। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ କ୍ରାଇମବ୍ରାଞ୍ଚ ଟିମ୍…

ଓଡ଼ିଶା ଆସିବେ ନୀତିନ ନବୀନ

ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ନୀତିନ ନବୀନ। ଖୁବ୍‌ଶୀଘ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୧୮ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶା ଆସିବେ। ରାଜ୍ୟ ମୁଖ୍ୟାଳୟରେ ଜିଲ୍ଳାସ୍ତରୀୟ ପ୍ରଶିକ୍ଷଣ…

ଅଭିନବ ଉପାୟରେ ଚାଲିଛି ଚୋରା ଚାଲାଣ, ଡେଲିଭରି ପାର୍ସଲ ଟ୍ରକରୁ ଗଞ୍ଜେଇ ଜବତ

ବାଲେଶ୍ୱର: ଅଭିନବ ଉପାୟରେ ଚାଲିଛି ଚୋରା ଚାଲାଣ। ପୋଲିସକୁ ଯେପରି ସନ୍ଦେହ ନ ହେଉ ସେଥିଲାଗି ଡେଲିଭରି’ କମ୍ପାନୀର ଟ୍ରକ୍ ରେ ଚାଲିଥିଲା ଗଞ୍ଜେଇ ଚାଲାଣ। ପାର୍ସଲ ଟ୍ରକ ହେଲଫର ସିଟ ତଳୁ ମିଳିଲା ପୁଳାପୁଳା ଗଞ୍ଜେଇ। ଦୁର୍ଘଟଣା ପରେ ମିଳିଲା ଗଞ୍ଜେଇ ଚାଲାଣର ତଥ୍ୟ। ବାଲେଶ୍ୱର ସୋର ଥାନା ୧୬…

ଏୟାରପୋର୍ଟ ପାଲଟିଛି କି ଡ୍ରଗ୍ସ ମାଫିଆଙ୍କ ସେଫ୍ କରିଡର? ଜବତ ହେଲା ସାଢ଼େ ୩ କୋଟିର ମାରିଜୁଆନା

ଭୁବନେଶ୍ୱର: ବିମାନବନ୍ଦର ଏବେ ଡ୍ରଗ୍ସ ମାଫିଆଙ୍କ ନୂଆ ଟ୍ରାଞ୍ଜିଟ୍ ରୁଟ୍ ପାଲଟିଛି। ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଧରଣର ନିଶାଦ୍ରବ୍ୟ ଚୋରାଚାଲାଣର ପର୍ଦ୍ଦାଫାଶ ହୋଇଛି। ଏୟାରପୋର୍ଟରୁ ପ୍ରାୟ ସାଢ଼େ ତିନି କୋଟି ଟଙ୍କାର ବିଦେଶୀ ମାରିଜୁଆନା ଜବତ କରିଛି ରାଜସ୍ୱ…

ଝାରସୁଗୁଡ଼ାରେ ଖାକିର ଅସଲ ରୂପ: ଛାତ୍ର ହତ୍ୟାକାରୀଙ୍କୁ କଲା ସିଧା ଏନକାଉଣ୍ଟର

ଝାରସୁଗୁଡ଼ା/ବେଲପାହାଡ଼: ଝାରସୁଗୁଡ଼ା ଜିଲ୍ଲାରେ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ। ଦିନ ଦ୍ୱିପହରରେ ଜଣେ କଲେଜ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଆଜି ସକାଳେ ପୋଲିସ ଏନକାଉଣ୍ଟର କରିଛି। ଗୁଳି ବିନିମୟରେ ଉଭୟ ଅପରାଧୀ ଗୁରୁତର ଆହତ ହୋଇଛନ୍ତି। ଆହତ…

ନୟାଗଡ଼ ଅଜିତ ସାହୁ ବିଭତ୍ସ ହତ୍ୟାକାଣ୍ଡ: ୪ ମୁଖ୍ୟ ଅଭିଯୁକ୍ତ, ରାଡାରରେ ବେଆଇନ ପଥର ମାଫିଆ

ନୟାଗଡ଼ (ଓଡ଼ଗାଁ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରେ ଘଟିଥିବା ଅଜିତ ସାହୁଙ୍କ ବିଭତ୍ସ ହତ୍ୟାକାଣ୍ଡରେ ପୋଲିସକୁ ବଡ଼ ସଫଳତା ମିଳିଛି। ଘଟଣାର ମାତ୍ର ୧୨ ଘଣ୍ଟା ଭିତରେ ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ନୟାଗଡ଼ ପୋଲିସ। କେନ୍ଦ୍ରାଞ୍ଚଳ ଆଇଜି ଡକ୍ଟର ସତ୍ୟଜିତ…

ମୌସୁମୀ ପାଇଁ ପାଗ ଅନୁକୂଳ, ସପ୍ତାହ ଶେଷ ସୁଦ୍ଧା ଛୁଇଁବ ଦକ୍ଷିଣ ବଙ୍ଗୋପସାଗର

ଭୁବନେଶ୍ୱର: ରାଜ୍ୟରେ ଏବେ ଅସମ୍ଭାଳ ତାତି। ପ୍ରବଳ ଖରା ଓ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଲେଣି। ହେଲେ ଏହାରି ଭିତରେ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସିବା ପାଇଁ ଏବେ ବାତାବରଣ ସମ୍ପୂର୍ଣ୍ଣ ଅନୁକୂଳ ହେବାରେ ଲାଗିଛି। ପାଣିପାଗ ବିଭାଗର…

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଉଲ୍ଲେଖନୀୟ ପ୍ରଦର୍ଶନ‌: ଓଡ଼ିଶାକୁ ଜାତୀୟସ୍ତରରେ ସମ୍ମାନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସୱାଇ)ର ସଫଳ କାର୍ଯ୍ୟାନ୍ୱୟନ ଏବଂ ଗ୍ରାମୀଣ ସଂଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ଓଡ଼ିଶାକୁ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି। ମଧ୍ୟପ୍ରଦେଶର ସିହୋରଠାରେ ମେ ୧୦…

ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା: ୯ ଦିନ ହେବ ରତ୍ନଭଣ୍ଡାର ଗଣତି ମଣତି

ପୁରୀ: ୯ ଦିନ ହେବ ରତ୍ନଭଣ୍ଡାର ଗଣତି ମଣତି। ମେ ମାସରେ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାରର ଗଣତି କାର୍ଯ୍ୟକ୍ରମ ନିମନ୍ତେ ୯ ଦିନ ଧାର୍ଯ୍ୟ କରାଯାଇଛି। ୧୧ ତାରିଖ ସୋମବାର ରତ୍ନଭଣ୍ଡାର ଗଣତି ମଣତି କରାଯାଇଥିଲା। ସେହିପରି ୧୨ ତାରିଖ ମଙ୍ଗଳବାର ଗଣତି ମଣତି କରାଯିବ। ଏହା ବ୍ୟତୀତ ଅନ୍ୟ ୭…