Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦିଗପହଣ୍ଡି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଆଉଜଣେ ସରକାରୀ ବାବୁ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କୁ ଏଥର ସ୍କାନରରେ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦିଗପହଣ୍ଡିରେ ତାଙ୍କର ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନ ଏବଂ ବ୍ରହ୍ମପୁର ଘରେ…

ମୁହଁରେ ଲାଗିଛି ଅକ୍ସିଜେନ, ମୁଁ ଆସିଛି କାଳିଆ ତ ଦର୍ଶନ ପାଇଁ…

ପୁରୀ: କାଳିଆର ମହିମା ଅନେକ। ତା ଲୀଳାକୁ ଆକଳନ କରିବା ଅସମ୍ଭବ..। ଯେଉଁଠି ମଣିଷ ବାଟବଣା ହୁଏ, ଏକୁଟିଆ ହୋଇଯାଏ ସେଇଠୁ ଏକା ଭରସା କାଳିଆ ସାଆନ୍ତ। ରଥଯାତ୍ରା ଚାଲିଛି। ଲକ୍ଷ ଲକ୍ଷ ଲୋକ କାହିଁ କେତେ ଦୂରରୁ ଆସି ଦାରୁଦିଅଁଙ୍କ ଦର୍ଶନ କରୁଛନ୍ତି। ଏହାରି ଭିତରେ ଏଭଳି ଏକ ଦୃଶ୍ୟ ଦେଖିବାକୁ…

ଦୁଇଟି ଗୋରୁ ବୋଝେଇ ପିକଅପ୍ ଗାଡି ସହ କାର ଜବତ, ୫ ଗୋରୁ ମାଫିଆ ଅଟକ

ଢେଙ୍କାନାଳ: ଦିନକୁ ଦିନ ବଢିଚାଲିଛି ବେଆଇନ ଭାବରେ ଗୋଚାଲାଣ। ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କାମାକ୍ଷାନଗର-ଢେଙ୍କାନାଳ ମୁଖ୍ୟ ରାସ୍ତାର ଗୋଦରବିଲି ଗାଁ ନିକଟରୁ ୨ଟି ଗୋରୁ ବୋଝେଇ ପିକଅପ୍ ଓ ଗୋଟିଏ କାର ଜବତ କରିଛି ତୁମୁସିଙ୍ଗା ପୋଲିସ। ଏଥିସହିତ ୫ ଜଣ ଗୋରୁ ମାଫିଆକୁ ଅଟକ ରଖିଛି।…

ଶରଧାବାଲିରେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଯଶୋଦାବେନ, କରିଲେ ମହାପ୍ରଭୁଙ୍କ ଦର୍ଶନ

ପୁରୀ:ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ  ଆସିଛନ୍ତି ଯଶୋଦାବେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀ ଯଶୋଦା ବେନ ପୁରୀ ଶରଧାବାଲିରେ  । ସମ୍ପର୍କୀୟଙ୍କ ସହ ଆଜି ଆଡପ ମଣ୍ଡପରେ  ମହାବାହୁଙ୍କ ଦର୍ଶନ କରିଛନ୍ତି । ତାଙ୍କ ସହ  ତାଙ୍କର ଭାଇ ଅଶୋକ ମୋଦି ଓ…

୨୪ ଘଣ୍ଟାରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ଅଳ୍ପ ବର୍ଷିବ

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଉତ୍ତରଓଡିଶାର କିଛି ଜିଲ୍ଲାରେ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ଏନେଇ ବିଭାଗ ପକ୍ଷରୁ…

ପୁଣି ଦୁର୍ଘଟଣା: ଟ୍ୟାଙ୍କର ସହ ଧକ୍କା ହେଲା କାର, ଗୋଟିଏ ପରିବାରର ୩ ମୃତ୍ୟୁ

ପଟାଙ୍ଗୀ: ଗତକାଲି ସକାଳୁ ଖବର ଆସିଥିବା ଗଞ୍ଜାମ ଦିଗପହଣ୍ଡି ସଡ଼କ ଦୁର୍ଘଟଣାର ଦୁଃଖ ମନରୁ ଲିଭି ନଥିବା ବେଳେ ଆଜି ସକାଳୁ କୋରାପୁଟ ଜିଲ୍ଲା ପଟାଙ୍ଗୀ ନିକଟରେ ପୁଣି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ସହ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଗୋଟିଏ ପରିବାର…

ଜୁନ ୩୦ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତ ଦୁଇ ନାମଲେଖା ଆବେଦନ ଅବଧି

ଭୁବନେଶ୍ୱର: ପୁଣି ବଢ଼ିଲା ଯୁକ୍ତ ଦୁଇ ଶ୍ରେଣୀ ପାଇଁ ନାମଲେଖା ଅବଧି। ଆଡ୍‌ମିଶନ ପାଇଁ ଆବେଦନ କରିବା ଜୁନ ୩୦ ଯାଏ ଘୁଞ୍ଚାଇ ଦେଇଛନ୍ତି ରାଜ୍ୟ ସରକାର। ଦ୍ୱିତୀୟ ଥର ପାଇଁ ଆବେଦନ ତାରିଖ ବୃଦ୍ଧି କରାଯାଇଛି । ଏ ନେଇ  ରାଜ୍ୟ ସ୍କୁଲ ଗଣଶିକ୍ଷା ବିଭାଗ ସୂଚନା ଦେଇଛି। ଗତ ଥର ଆବେଦନର ଶେଷ ତାରିଖ…

ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ଶେଷ ଦର୍ଶନ, କାଲି ବାହୁଡିବେ ଶ୍ରୀମନ୍ଦିର

ପୁରୀ: ଆଜି(ମଙ୍ଗଳବାର) ଜନ୍ମବେଦିରେ ମହାପ୍ରଭୁଙ୍କ ଶେଷ ସନ୍ଧ୍ୟା ଦର୍ଶନ ହେବ। ଅପରାହ୍ନ ୫ଟା ଯାଏ ଭକ୍ତ ଶ୍ରୀ ଶ୍ରୀଜୀଉଙ୍କୁ ଦେଖା କରିପାରିବେ। ଏହାପରେ ମହାପ୍ରଭୁ ବାହୁଡ଼ା ଯାତ୍ରାରେ ବାହାରିଯିବେ। ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିବେ। ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ସାରି…

ଯୌନ ଶୋଷଣ ଅଭିଯୋଗ ମାମଲା, ଆଗୁଆ ଜାମିନ୍ ଆବେଦନ କଲେ ସୌରିନ ଭଟ୍ଟ

କଟକ: କଣ୍ଠଶିଳ୍ପୀ ସୌରିନ ଭଟ୍ଟ ବିରୋଧରେ ଯୌନ ଶୋଷଣ ମାମଲା । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ସୌରିନ ଭଟ୍ଟ । ଗିରଫଦାରୀକୁ ଏଡ଼ାଇବାକୁ ଯାଇ ସୌରିନ୍ ଭଟ୍ଟ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି । ଅନ୍ୟପଟେ ସୌରିନ ଭଟ୍ଟଙ୍କୁ କଟକ ମହିଳା ଥାନା ପୋଲିସ ଖୋଜୁଛି । ସୌରିନଙ୍କୁ…

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରରେ ୫ ଦିନିଆ ଶିକ୍ଷକ ଉନ୍ନତିକରଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର, ଓଡ଼ିଶା “ଇମ୍ପାକ୍ଟ ଓରିଏଣ୍ଟେଡ୍ ଏଜୁକେସନ୍” ଉପରେ ୫ଦିନିଆ ଶିକ୍ଷକ ଉନ୍ନତିକରଣ କାର୍ଯ୍ୟକ୍ରମ ଆୟୋଜନ ଆରାଯାଇଛି । ଗବେଷକ ଏବଂ ଶିକ୍ଷାବିତ୍ ଭଳି କ୍ୟାରିୟରରେ ଉତ୍କର୍ଷତା ପାଇବା ପାଇଁ ଶିକ୍ଷା ସହ ଆବଶ୍ୟକକୌଶଳ ବିଷୟରେ ଜଣାଇବା ଏହି…