Latest Odisha News

BREAKING NEWS

Browsing Category

ଓଡିଶା

Odisha

ସଡ଼କ ଦୁର୍ଘଟଣା ହେଲା କାଳ; ଆଖିବୁଜିଲେ ଲୋକପ୍ରିୟ ଯାତ୍ରା କଳାକାର ଗୁରୁ ପୃଷ୍ଟି

ଭଦ୍ରକ: ଯାତ୍ରା ଜଗତ ପାଇଁ ଏକ ଦୁଃଖଦ ଘଟଣା । ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ରବିବାର ସନ୍ଧ୍ୟାରେ ଭଦ୍ରକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ୧୬ ନମ୍ବର ଜାତୀୟ ରାଜପଥର…

ବେଆଇନ ଶ୍ରମିକ ଚାଲାଣ ଅଭିଯୋଗରେ ୨ ଗିରଫ; ଶିଶୁଙ୍କ ସହ…

ବଲାଙ୍ଗୀର: ତୁରେଇକେଲା ପୋଲିସ ଆନ୍ଧ୍ରପ୍ରଦେଶ ଇଟା ଭାଟିକୁ କାମ ପାଇଁ ବେଆଇନ ଭାବେ ପଠାଯାଉଥିବା ୭ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏଥିସହ ୩ ଜଣ ଶିଶୁଙ୍କୁ ବି ଉଦ୍ଧାର କରାଯାଇଛି। ଏହି ଘଟଣାରେ ଶ୍ରମିକ ଚାଲାଣ କରୁଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଶନିବାର ମଧ୍ୟ ରାତ୍ରରେ ଗିରଫ…

ଗହୀରମଥାରୁ ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

କେନ୍ଦ୍ରାପଡା: ବନ ବିଭାଗ ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ଏଥିସହ ୨ଟି ଟ୍ରଲରକୁ ଜବତ କରାଯାଇଛି । ଏହିମାନେ ଅଲିଭରିଡ୍‌ଲେ କଇଁଚ୍ଛଙ୍କ ସୁରକ୍ଷା ପାଇଁ ରହିଥିବା ନିଷିଦ୍ଧାଞ୍ଚଳରେ ମାଛ ମାରୁଥିଲେ । ଗିରଫ ​‌ହୋଇଥିବା ମତ୍ସ୍ୟଜୀବୀମାନେ ବାଲେଶ୍ଵର ଏବଂ…

ଓଡ଼ିଶା, ଛତିଶଗଡ଼ ଏବଂ ଆନ୍ଧ୍ରର ବିକାଶକୁ ତ୍ୱରାନ୍ୱିତ କରିବ ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର

ଭୁବନେଶ୍ବର: ଓଡ଼ିଶା, ଛତିଶଗଡ଼ ଏବଂ ଆନ୍ଧ୍ରର ବିକାଶକୁ ତ୍ୱରାନ୍ୱିତ କରିବ ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ହେଉଥିବା ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର, ଛତିଶଗଡ଼ର ବନାଞ୍ଚଳ, ଓଡ଼ିଶାର ଖଣିଜ ସମୃଦ୍ଧ କ୍ଷେତ୍ର ଏବଂ…

ଦେବଦାସ ଛୋଟରାୟଙ୍କ ‘ଆମ ସମୟର ମଣିଷ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର: ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମେଳା ୨୦୨୫ର ଦ୍ୱିତୀୟ ଦିବସରେ କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟର ଷ୍ଟଲରେ ଉପସ୍ଥାପିତ ସଂଗ୍ରହକୁ ଅନେକ ସାହିତ୍ୟିକ, ଛାତ୍ର ଓ ପୁସ୍ତକପ୍ରେମୀ ଉପଭୋଗ କରିଥିଲେ । ସନ୍ଧ୍ୟା ୫ଟାରେ ଖ୍ୟାତନାମା ଲେଖକ ଦେବଦାସ ଛୋଟରାୟଙ୍କ ପୁସ୍ତକ "ଆମ ସମୟର ମଣିଷ"…

Police SI Exam: ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ବିହାରରୁ ଜଣେ ଗିରଫ

ଭୁବନେଶ୍ବର: ବହୁଚର୍ଚ୍ଚିତ ରାଜ୍ୟ ପୋଲିସ ଏସଆଇ ପରୀକ୍ଷା ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ମିଳିଛି ଅନ୍ତଃରାଜ୍ୟ ଲିଙ୍କ୍‌ । ଏହି ମାମଲାରେ ସିବିଆଇ ବିହାରରୁ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏହି ଅଭିଯୁକ୍ତ ଜଣକ ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର…

ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବ; ୩୦୫୯ ଜଣଙ୍କୁ ଡିଗ୍ରୀ ପ୍ରଦାନ

ଭୁବନେଶ୍ୱର: ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ୧୩ତମ ସମାବର୍ତ୍ତନ ଉତ୍ସବ ଆୟୋଜିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ଯପାଳ ଡ. ହରିବାବୁ କମ୍ଭମପତି ଯୋଗଦେଇ କହିଥିଲେ ଯେ, ନୂତନତାକୁ ଆପଣେଇବା ଓ ବୃହତ୍ତର କଲ୍ୟାଣ ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବାକୁ…

Joranda Mela: ଜାନୁଆରୀ ୩୧ରୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା; ପ୍ରମୁଖ ସ୍ଥାନରେ ଲାଗିବ ସିସିଟିଭି

ଢେଙ୍କାନାଳ:୨୦୨୬ ଜାନୁଆରୀ ୩୧ ତାରିଖଠାରୁ ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଅନୁଷ୍ଠିତ ହେବ । ଜଗତର ମଙ୍ଗଳ ପାଇଁ ମହିମା ସନ୍ନ୍ୟାସୀମାନେ ଝାଡଦ୍ଵୀପ ପ୍ରଜ୍ବଳନ କରିବେ। ସାରା ଭାରତର କୋଣ ଅନୁକୋଣରୁ ମହିମା ସାଧୁ ଓ ଶ୍ରଦ୍ଧାଳୁମାନେ ମହିମାଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଏହି ଯୋରନ୍ଦା…

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍; ସର୍ବସାଧାରଣ ନିମନ୍ତେ ଟ୍ରାଫିକ କଟକଣା ଜାରି

କଟକ: ଆସନ୍ତା ୯ ତାରିଖ ଦିନ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ସେହିପରି ୮ ତାରିଖ ଦିନ ଅଭ୍ୟାସ ମ୍ୟାଚ ହେବାକୁ ଯାଉଅଛି । ଏହି ଦିନ ମ୍ୟାଚ୍ ଓ ଖେଳାଳି ମାନଙ୍କୁ ଦେଖିବା ନିମନ୍ତେ ବାରବାଟୀ ଷ୍ଟାଡିୟମ୍ ଓ ଏହାର…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର; ନନ୍ଦନକାନନରେ ପୁଣି ଆରମ୍ଭ ହେବ ନୌକା ବିହାର

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଥିବା ନୌକା ବିହାର ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ଏବେ ଏହାକୁ ଚଳାଇବା ଦାୟିତ୍ୱ ନନ୍ଦନକାନନ କର୍ତ୍ତୃପକ୍ଷ ନିଜ ହାତକୁ ନେଇଛନ୍ତି । ଦୀର୍ଘ ଦିନ ହେବ ନୌକା ବିହାର ବନ୍ଦ ଥିବାରୁ ପର୍ଯ୍ୟଟକ ନିରାଶ ହୋଇ ଫେରୁଥିଲେ । ହେଲେ ସୁରକ୍ଷିତ ଭାବେ ନୌକା…