Latest Odisha News

BREAKING NEWS

Browsing Category

ଓଡିଶା

Odisha

ଟ୍ରେନ ଟ୍ରାଜେଡି: ୧୦୦୯ ରୋଗୀ ଡିସଚାର୍ଜ ହେଲେଣି, ୧୯୮ଙ୍କର ଚାଲିଛି ଚିକିତ୍ସା

ଭୁୂବନେଶ୍ୱର: ବାହନଗା ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କ ସୂଚନା ଅପଡେଟ କଲେ ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣାରେ  ୧୭୦ ମୃତଦେହର ପରିଚୟ ମିଳିଛି । ଏମାନଙ୍କ ମଧ୍ୟରୁ ବାଲେଶ୍ୱରରେ ୮୫ ମୃତଦେହ ଚିହ୍ନଟ ହୋଇଥିଲା । ପରେ ଭୁବନେଶ୍ୱରରେ ଆହୁରି ୮୫ ମୃତଦେହ…

ଇଣ୍ଡିଆ ରାକିଂ ୨୦୨୩: ପ୍ରଥମ ଶହେରେ ଓଡ଼ିଶାର ୪ ଅନୁଷ୍ଠାନ, ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ: ପ୍ରକାଶ ପାଇଛି NIRF-2023(National Institutional Ranking Framework)  ତାଲିକା । ତାଲିକାରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି ମାଡ୍ରସ  ପ୍ରଥମ ସ୍ଥାନରେ ରହିଛି । ଦେଶର ଟପ୍ ଶହେ ତାଲିକାର ଓଡ଼ିଶାର ୪ଟି ଅନୁଷ୍ଠାନ ରହିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ (MoS)…

ଲୁପ ଲାଇନରେ କାହିଁକି ଯାଇଥିଲା କରମଣ୍ଡଳ ? ବୟାନ ଦେଲେ ଲୋକୋ ପାଇଲଟ

ବାଲେଶ୍ୱର:କେମିତି ଘଟିଲା  ବାହାନଗା ରେଳ ଦୁର୍ଘଟଣା ? କାହିଁକି ଘଟିଲା ? ସାମ୍ନାକୁ ଆସିବ ପ୍ରକୃତ ଘଟଣା । ଏବେ ସୁସ୍ଥ ହେଉଛନ୍ତି    ଲୋକୋ ପାଇଲଟ ଗୁଣନିଧି ମହାନ୍ତି ଓ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ହଜାରି ବେହେରା । ସେମାନଙ୍କ ପ୍ରାଥମିକ ବୟାନ ମଧ୍ୟ ରେକର୍ଡ ହୋଇଛି। ତଦନ୍ତ କାରୀ ଟିମ୍‌…

ନୂଆପଡ଼ାରେ ଛତିଶଗଡ ବନ ବିଭାଗର ଚଢଉ; ବାଘ ଛାଲ ଜବତ, ୬ ଅଟକ

ନୂଆପଡା: ଜିଲ୍ଲା ଖଡ଼ିଆଳ ବନ ଖଣ୍ଡ ଅଧୀନ ସୁନାବେଡ଼ା ଅଭୟାରଣ୍ୟ ପାଟଧରା ଅଞ୍ଚଳରେ ଛତିଶଗଡ ବନ ବିଭାଗ ଚଢ଼ାଉ କରିଛି । ଚଢାଉ ବେଳେ ବାଘ ଛାଲ, ନଖ, ଦାନ୍ତ, ବଜ୍ର କାପ୍ତାର କାତି, ଦେଶୀ ବନ୍ଧୁକ, ଫାଶ ଜବତ କରିଛି  ।   ବାଘ ଶିକାର ସନ୍ଦେହରେ ଛଅ ଜଣ ଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି…

ଆହତଙ୍କ ପାଇଁ ବ୍ଲଡ଼ କ୍ୟାମ୍ପର ଆୟୋଜନ କଲେ ଅଭିନେତ୍ରୀ ଏଲିନା

ଭୁବନେଶ୍ୱର: ବାଲେଶ୍ୱର ବାହାନାଗାରେ ଘଟିଯାଇଥିବା ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣାକୁ ନେଇ ସାରା ବିଶ୍ୱ ଦୁଃଖ ପ୍ରକାଶ କରିଛି । ବିଶ୍ୱର ବହୁ ବଡ଼ ବଡ଼ ନେତାଙ୍କଠାରୁ ଆରମ୍ଭ କରି ବଲିଉଡ଼ର ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କ ତ୍ୱରିତ ଆରୋଗ୍ୟ…

ରେଳ ଟ୍ରାକ୍‌ରୁ ମିଳିଲା ପ୍ରେମ କବିତାର ନୋଟ୍ ବୁକ୍‌, ଦୁର୍ଘଟଣା ପାଇଁ ଅଧା ରହିଗଲା ପ୍ରେମ କାହାଣୀ

ଭୁବନେଶ୍ୱର : ମାତ୍ର କେଇ ସେକେଣ୍ଡ ଭିତରେ ଓଲଟି ଗଲା ପୃଥିବୀ । କେହି କିଛି ବୁଝିବା ଆଗରୁ ଶହଶହ ରେଳଯାତ୍ରୀ ପାଲଟିଗଲେ ଶବର ପାହାଡ଼ । ମୃତଦେହକୁ ଉଦ୍ଧାର କରାଯିବା ସହିତ ଟ୍ରେନ ଚଳାଚଳ ସ୍ୱଭାବିକ ହୋଇଥିବା ବେଳେ ଏବେ ଦୁର୍ଘଟଣାସ୍ଥଳରେ ପଡ଼ି ରହିିଛି ଅନେକ ଯାତ୍ରୀଙ୍କ ଜୋତା, ଚପଲ, ବ୍ୟାଗ,…

ସାରା ଓଡ଼ିଶାବାସୀ ସ୍ୱତଃସ୍ପୃତ ଭାବେ ରକ୍ତଦାନ କରିଛନ୍ତି, ରକ୍ତର ଅଭାବ ନାହିଁ -ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଟ୍ରାଜେଡିରେ ପ୍ରାଣ ହରାଇଥିବା ୧୭୦ ମୃତଦେହର ପରିଚୟ ମିଳିଛି । ଉକ୍ତ ମୃତହଦେକୁ ତାଙ୍କ ପରିବାରକୁ ହସ୍ତାନ୍ତର ପାଇଁ ବ୍ୟବସ୍ଥା କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା  କହିଛନ୍ତି, …

କେନ୍ଦ୍ର ସଚିବ ଭାବେ ମନୋନୀତ ହେଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ୱର:କେନ୍ଦ୍ର ସରକାରଙ୍କ କ୍ୟାବିନେଟ ପକ୍ଷରୁ ଶୁକ୍ରବାର ୨୬ ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ସଚିବ ପାହ୍ୟାକୁ ମନୋନୀତ କରାଯାଇଛି । ଏହି ୨୬ ଜଣଙ୍କ ମଧ୍ୟରେ ଅଛନ୍ତି ୧୯୮୮ ବ୍ୟାଚର ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ  ପ୍ରଦୀପ୍ତ କୁମାର ମହାପାତ୍ର । ପ୍ରଦୀପ୍ତ ମହାପାତ୍ର ଏବେ ଜଙ୍ଗଲ…

ପୁଣି ଲାଇନଚ୍ୟୁତ ହେଲା ଟ୍ରେନ; ଓଲଟି ପଡିଲା ୫ ବଗି

ବରଗଡ: ପୁଣି ଲଇନଚ୍ୟୁତ ହେଲା ଟ୍ରେନ । ବାହାନଗା ଭୟଙ୍କର ଦୁର୍ଘଟଣା ପରେ  ବରଗଡରେ ମାଲବାହୀ ଟ୍ରେନ  ଲାଇନଚ୍ୟୁତ । ବରଗଡର ସମ୍ବରଧରା ନିକଟରେ   ଏହାର ୫ ଟି ବଗି ଓଲଟିପଡିଛି । ଡୁଙ୍ଗୁରି ଚୁନପଥର ଖଣିରୁ ସିମେଣ୍ଟ କାରଖାନାକୁ ଯାଉଥିବାବେଳେ ବରଗଡରେ ଲାଇନଚ୍ୟୁତ ହୋଇଯାଇଛି ଏହି ମାଲବାହୀ…

କହିଥିଲେ କାମ କରି ସବୁ ଋଣ ସୁଝିଦେବି.. ସ୍ୱପ୍ନ ଉଜାଡି ଦେଲା ଟ୍ରେନ ଦୁ୍ର୍ଘଟଣା

ନୀଳଗିରି: ଭୟଙ୍କର ଥିଲା ବାହାନଗା ଟ୍ରେନ ଦୁର୍ଘଟଣା  । ଛାତି ଥରାଇ ଦେଇଥିଲା । ନିମିଷକରେ ଚାଲିଗଲା ଶହଶହ ଜୀବନ । ଖାଲି ଜୀବନ ନେଇ ଯାଇନି ଏ ଦୁର୍ଘଟଣା ! ତ ପଛରେ କେତେ ଯେ ଅକୁହା..ଲୁହଭିଜା କାହାଣୀ ଦେଇ ଯାଇଛି ! କିଏ ପୁଅକୁ ହରାଇ କାନ୍ଦୁଛି ତ କିଏ ବାପା-ମା’ଙ୍କୁ ହରାଇ କାନ୍ଦୁଛି । କିଏ…