Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାହନଗା ଟ୍ରେନ ଦୁର୍ଘଟଣା ପଛରେ ‘ଅନ୍ତର୍ଘାତୀ’ ଉଦ୍ଦେଶ୍ୟ କଥା କାହିଁକି ଭାବୁଛି ରେଲଓ୍ବେ ବୋର୍ଡ?

ବାଲେଶ୍ୱର: ଶୁକ୍ରବାର ରାତିରେ ବାଲେଶ୍ୱର ବାହାନହାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ରେଳବାଇ ପକ୍ଷରୁ ଅନୁରୋଧ କରାଯାଇଛି। ୨୭୫ ଜଣ ପ୍ରାଣ ହରାଇଥିବା ବେଳେ ହଜାରରେ ଅଧିକ ଆହତ ହୋଇଥିବାରୁ ଏହି ଘଟଣା ପଛରେ "ଅନ୍ତର୍ଘାତୀ" ଉଦ୍ଦେଶ୍ୟ ଥିବା ସନ୍ଦେହ କରାଯାଉଛି।…

ଗଛ ଲଗାଇବା, ପ୍ଲାଷ୍ଟିକ ହଟେଇବା : ବିଶ୍ୱ ପରିବେଶ ଦିବସରେ ଆହ୍ୱାନ

କାମାକ୍ଷନଗର: ସମୟ ବଦଳିବା ସହିତ ଲୋକସଂଖ୍ୟା ଓ ଲୋକଙ୍କ ଆବଶ୍ୟକତା କ୍ରମାଗତ ଭାବେ ବଢିବାରେ ଲାଗିଛି । ଏହାସହିତ ଶିଳ୍ପ,କାରଖାନା,ଯାନବାହାନର ବ୍ୟବହାର କ୍ରମାଗତ ଭାବେ ବୃଦ୍ଧି ପାଇଛି । ଯାହା କ୍ରମଶଃ ପରିବେଶକୁ ପ୍ରଦୂଷିତ କରିବାରେ ଲାଗିଛି । ସବୁଠୁ ମାରାତ୍ମକ କଥା ହେଉଛି, ଏଭଳି…

ଆସନ୍ତାକାଲି କଟକ ଆସିବେ ମମତା ବାନାର୍ଜୀ, ସିବିଆଇ ତଦନ୍ତ ନିର୍ଦ୍ଦେଶକୁ ନେଇ ଉଠାଇଲେ ପ୍ରଶ୍ନ

କୋଲକାତା: ବାହାନଗା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ପରେ ଦ୍ବିତୀୟ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆସନ୍ତାକାଲି କଟକ ଗସ୍ତ କରିବେ ବୋଲି ଆଜି ସେ କୋଲକାତାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ଏହି ଗସ୍ତ ସମୟରେ ଏସସିବି ମେଡିକାଲରେ…

ଶବ ଚିହ୍ନଟରେ ଦ୍ୱନ୍ଦ୍ବ ହେଲେ ଡିଏନଏ ଟେଷ୍ଟ ଉପରେ ଗୁରୁତ୍ୱ, ମର ଶରୀର ରଖିବାକୁ ଆସୁଛି କଣ୍ଟେନର

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ବଜାର ଷ୍ଟେସନରେ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନିଜ ପ୍ରିୟଜନଙ୍କ ସମ୍ପର୍କରେ ସୂଚନା ପାଇବା ପାଇଁ ବିବ୍ରତ ବ୍ୟକ୍ତିମାନେ ଖୋଜାଖୋଜି ଜାରି ରଖିଥିବା ବେଳେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଏକ କଷ୍ଟସାଧ୍ୟ କାର୍ଯ୍ୟ…

ସୋମବାର ରାଜ୍ୟର ୧୩ଟି ସ୍ଥାନରେ ତାପମାତ୍ରା ଟପିଲା ୪୦ ଡିଗ୍ରୀ

ଭୁବନେଶ୍ୱର: ସୋମବାର ରାଜ୍ୟର ୧୩ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ବା ତା'ଠାରୁ ଅଧିକ ରହିଥିବାରୁ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସନ୍ଧ୍ୟାରେ ଜାରି ହୋଇଥିବା ବୁଲେଟିନ୍ ଅନୁଯାୟୀ, ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ…

ବାହାନଗା ଦୁର୍ଘଟଣା: ଦୁଇଟି ଟ୍ରେନର ଲୋକପାଇଲଟ ସୁରକ୍ଷିତ, ପରିବାର ମଣୁଛନ୍ତି ଅସୁରକ୍ଷିତ

ଭୁବନେଶ୍ୱର: ଯେତେୂବେଳେ ଭାଗ୍ୟ ଓ ଭଗବାନ ସାଥ ଦେବେ ସେତେବେଳେ ଚମତ୍କାର ହଁ ହୁଏ। ସେ ଯେତେବଡ ଦୁର୍ଘଟଣା ହେଉ ନା କାହିଁକି ଏଠି ଜିତାପଟ ତାର ହୁଏ ଯାହା ଉପରେ ଭଗବାନଙ୍କ ଆଶୀର୍ବାଦ ଥାଏ। ଏଭଳି କିଛି ଘଟିଛି କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାର ଲୋକପାଇଲଟ ଓ ସହଯୋଗୀ ଲୋକପାଇଲଟଙ୍କ ସହ। ଏତେ…

ବାହାନଗା ସିଗନାଲ ଓ କଣ୍ଟ୍ରୋଲ ରୁମର ଅନୁଧ୍ୟାନ କଲେ ରେଲଓ୍ବେ ସେଫଟି କମିଶନର

ବାହାନଗା : ବାଲେଶ୍ୱର ବାହାନଗାରେ ଘଟିଥିବା ବିଧ୍ବଂସୀ ଟ୍ରେନ୍ ଦୁର୍ଘଟଣାର ୩ ଦିନ ପରେ ଆଜି ସକାଳେ ରେଳ ସୁରକ୍ଷା କମିଶନର ଶୈଳେଶ କୁମାର ପାଠକ ନିରପେକ୍ଷ ତଦନ୍ତର ଅଂଶବିଶେଷ ସ୍ୱରୂପ ସୋମବାର ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଘଟଣାର କାରଣ ଖୋଜିଛନ୍ତି। ବାହାନଗା ଠାରେ ପହଞ୍ଚିବା ପରେ ପାଠକ…

ଦୁର୍ଘଟଣାକୁ ନେଇ ପ୍ରିୟଙ୍କାଙ୍କ ଟାର୍ଗେଟ, ସିଏଜି ଚେତାଇ ଦେଇଥିଲେ ସରକାର କିଛି କଲେନି!

ଭୁବନେଶ୍ୱର: ରେଳ ଦୁର୍ଘଟଣାରେ ଶତାଧିକ ଲୋକଙ୍କ ଜୀବନ ଅକାଳରେ ଚାଲିଗଲା। ଚାରି ଆଡ଼େ ଦୁଃଖ ଆଉ ଶୋକର ଛାୟା। ଏହାକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ଦେଶର ପ୍ରମୁଖ ବିରୋଧୀ ରାଜନୈତିକ ଦଳ ଏ ପ୍ରସଙ୍ଗକୁ ନେଇ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରୁଛନ୍ତି। ଏଭଳି ଏକ ସ୍ପର୍ଶକାତର…

ପୁରୀ ଓଁକାରେଶ୍ୱର ମନ୍ଦିର ନିକଟରେ ଦୁର୍ଘଟଣା, ବସ ଧକ୍କାରେ ଚାଲିଗଲା ତିନି ଜୀବନ

ପୁରୀ: ଭୋଜି ଖାଇ ଫେରିବା ବେଳେ ଅଘଟଣ। ପୁରୀ ଜିଲ୍ଲାର ଓଁକାରେଶ୍ୱର ମନ୍ଦିର ନିକଟରେ ଏକ ବସ୍ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ଗଞ୍ଜାମ ଜିଲ୍ଲାର ଗୋଟିଏ ପରିବାରର ହୋଇଥିବା ବେଳେ ସେମାନେ ଏକ ନିର୍ବନ୍ଧ ଉତ୍ସବରେ ଯୋଗଦେବା ପାଇଁ ପୁରୀ ଆସିଥିଲେ ବୋଲି ଜଣାପଡ଼ିଛି।…

ରେଳ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ପ୍ରତି ମୃତକଙ୍କ ପରିବାରରୁ ଜଣକୁ ଚାକିରି ଦିଅନ୍ତୁ-ଶରତ ପଟ୍ଟନାୟକ

ଭୁବନେଶ୍ୱର:ବାଲେଶ୍ୱର ରେଳ ଦୁର୍ଘଟଣାକୁ ନେଇ ବିଜେପି ସରକାର ଉପରେ ଜୋରଦାର ବର୍ଷିଛି କଂଗ୍ରେସ । ସୋମବାର ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛି ଦଳ । ପିସିସି ସଭାପତି ଶରତ ପଟ୍ଟନାୟକ  ସୁରକ୍ଷା…