Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶା ଛୁଇଁଲା ମୌସୁମୀ: ଦୁଇ ଦିନ ଭିତରେ ଭିଜାଇବ ସାରା ରାଜ୍ୟ

ଭୁବନେଶ୍ୱର:ରାଜ୍ୟକୁ ଅଗ୍ରସର ହେଲା ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ  । ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମାଲକାନଗିରି ଜିଲ୍ଲାର ଅଧିକାଂଶ ଅଞ୍ଚଳ, କୋରାପୁଟ ଏବଂ  ଗଜପତି ଜିଲ୍ଲାର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି  ।  ଆଗାମୀ ଦୁଇଦିନ ମଧ୍ୟରେ ସାରା ଓଡିଶାକୁ ଅଗ୍ରସର ହେବ । ଏଥିପାଇଁ ପାଗ…

ପୂର୍ବତନ ଡିଏସଡବ୍ଲୁଓଙ୍କର ଅସଂଖ୍ୟ କୋଠା, ଜାଗା; ତଥାପି ଭିଜିଲାନ୍ସର ହିସାବ ସରୁନି

ଭୁବନେଶ୍ୱର:  ଭଦ୍ରକର ପୂର୍ବତନ ଡିଏସଡବ୍ଲୁଓ ତଥା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ଘରୁ ମିଳିଛି ଆଖି ଖୋଲିହେଲା ପରି ସମ୍ପତ୍ତି । ଜୟନ୍ତୀଙ୍କ ଏତେ ଘର ଏତେ ସମ୍ପତ୍ତି ଦେଇ ଭିଜିଲାନ୍ସ ଟିମ ବି ଆଶ୍ଚର୍ଯ୍ୟ । ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି…

ପ୍ରବଳ ବର୍ଷାରେ ଭିଜିଲା ଭୁବନେଶ୍ୱର; ତାତିରୁ ମିଳିଲା ଆଶ୍ୱସ୍ତି

ଭୁବନେଶ୍ୱର: ରାଜଧାନୀରେ ଛେଚିଲା ବର୍ଷା । କିଛି ଘଣ୍ଟା ଧରି ପ୍ରବଳ ବର୍ଷିଲା । ସାରା ସହରକୁ ମିଳିଲା ଗରମରୁ ଆଶ୍ୱସ୍ତି । ରାଜ୍ୟରେ ଆରମ୍ଭ ହୋଇ ଯାଇଛି ପ୍ରାକ ମୌସୁମୀ ବର୍ଷା । ରାଜଧାନୀ ଭୁବନେଶ୍ୱର ସମେତ କଟକର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଯାଇଛି । ଏଥିସହିତ ଆଗାମୀ ୩…

ଆମ ହସ୍ପିଟାଲ ଦାବି: ବିକ୍ଷୋଭ କଲେ ଛେଣ୍ଡିପଦାର ୩୦ ଗାଁ ଲୋକେ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଡାକ୍ତରଖାନାକୁ ଆମ ହସ୍ପିଟାଲ ଯୋଜନାରେ ସାମିଲ କରିବା ଦାବିରେ ଆଜି ୩୦ଟି ଗ୍ରାମରୁ ପ୍ରାୟ ୧୦ ହଜାରରୁ ଅଧିକ ପୁରୁଷ ଓ ମହିଳାମାନେ ଏକତ୍ରିତ ହୋଇ ଦେବଗଡ଼ ଛକଠାରୁ ଏକ ବିରାଟ ରାଲିରେ ଆସି ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…

ଭିଜିଲାନ୍ସ ଜାଲରେ ପୂର୍ବତନ ଡିଏସଡବ୍ଲୁଓ; ତିନି ଜିଲ୍ଲାରେ ଥିବା ୧୧ ଘର ଓ କାର୍ଯ୍ୟାଳୟ ଉପରେ ଚଢାଉ

ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ରଖିଥିବା ଅଭିଯୋଗରେ  ଭିଜିଲାନ୍ସ ଜାଲରେ ପଡିଛନ୍ତି  ଭଦ୍ରକର ପୂର୍ବତନ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଜୟନ୍ତୀ ବେହେରା । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ବାଲେଶ୍ୱର ଏବଂ ଭଦ୍ରକର ବିଭିନ୍ନ ସ୍ଥାନରେ ଥିବା ତାଙ୍କ ଘର ଓ…

ଟ୍ରକକୁ ଧକ୍କା ଦେଇ ପୋଲିସ ଭ୍ୟାନ ଚୁରମାର, ଏଏସଆଇଙ୍କ ସମେତ ୪ କର୍ମଚାରୀ ଗୁରୁତର

ବୌଦ୍ଧ:ବୌଦ୍ଧରେ ଭୟଙ୍କର ଦୁର୍ଘଟଣା । ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ପିଟିଲା ପୋଲିସ ଭ୍ୟାନ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ପୋଲିସ ଗାଡିର ସାମ୍ନା ପଟ ଭାଙ୍ଗି ଚୁନା ହୋଇ ଯାଇଛି। ଦୁର୍ଘଟଣାରେ ଏଏସଆଇଙ୍କ ସମେତ ୪ ଗୁରୁତର ହୋଇଛନ୍ତି । ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ…

ଜେଲ ହାଜତରେ କଏଦୀଙ୍କ ମୃତ୍ୟୁ; ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ଢେଙ୍କାନାଳ:ଢେଙ୍କାନାଳ ଜେଲ ହାଜତରେ ଜଣେ ବିଚାରାଧୀନ କଏଦୀଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ କଏଦୀ ଜଣକ  ହେଉଛନ୍ତି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବେଶଳିଆ ଗାଁର ଅଥାନି ବେହୁରି (40) । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ପୋଲିସ ତାଙ୍କୁ ପିଟି ପିଟି ମାରି ଦେଇଥିବା…

ଶରଧାବାଲିରେ ତିନି ଠାକୁର; ଆଜି କରିବେ ଆଡ଼ପ ବିଜେ

ପୁରୀ:ଶରଧା ବାଲିରେ ଛିଡା ହୋଇଛି ତିନି ରଥ । ରଥ ଉପରେ ମହାବାହୁଙ୍କୁ ମନଭରି ଦେଖୁଛନ୍ତି ଭକ୍ତ । ଗୁଣ୍ଡିଚା ମନ୍ଦିରରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ । ଏଥର  ରଥଯାତ୍ରା ବେଳେ ଅନେକ ବିଭ୍ରାଟ ଦେଖା ଦେଇଥିଲା । ରଥଯାତ୍ରା ଦିନ ଅଧାବାଟରେ ଅଟକି ରହିଥିଲା ନନ୍ଦିଘୋଷ ଓ ଦର୍ବଦଳନ । ପରଦିନ…

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ମାମଲା, ରାଜ୍ୟ ସରକାରଙ୍କ ସତ୍ୟପାଠକୁ ଅଗ୍ରାହ୍ୟ କଲେ ହାଇକୋର୍ଟ

କଟକ: ରାଜ୍ୟର ବିଭିନ୍ନ ମେଡିକାଲରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ହୋଇଥିବା ରୁଜୁ ମାମଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦାଖଲ ସତ୍ୟପାଠ ଉପରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ବୁଧବାର ରାଜ୍ୟ ସରକାରଙ୍କ ସତ୍ୟପାଠକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ। ସ୍ପଷ୍ଟ ଯୋଜନା ସହ…