Latest Odisha News

BREAKING NEWS

Browsing Category

ଓଡିଶା

Odisha

ବୁଲା କୁକୁର କାମୁଡିବାରୁ ପୁରୀ କଣାସରେ ୧୭ ଜଣ ଆହତ

ପୁରୀ : ରାସ୍ତାକଡ଼ରେ ବୁଲୁଥିବା ବୁଲା କୁକୁରଙ୍କ ସମସ୍ୟାର ସମାଧାନ ପାଇଁ ଓଡ଼ିଶା ସରକାର ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେବା ସତ୍ତ୍ୱେ ପୁରୀ ଜିଲ୍ଲାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ଏକ ଆଶ୍ଚର୍ଯ୍ୟଜନକ ଭାବେ ୧୭ ଜଣ ବ୍ୟକ୍ତିକୁ ବୁଲା…

ଦୁଇ ବ୍ରାଉନସୁଗାର ବେପାରୀ ଗିରଫ, ଜବତ ହେଲା ଧଳ ଜହର ସହ ଅନ୍ୟାନ୍ୟ ସାମଗ୍ରୀ

ବ୍ରହ୍ମପୁର: ଦୁଇ କୁଖ୍ୟାତ ନିଶା ବେପାରୀଙ୍କୁ ପୁଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୮ ଗ୍ରାମରୁ ଉର୍ଦ୍ଧ୍ୱ ଓଜନର ବହୁ ପରିମାଣର ବ୍ରାଉନସୁଗାର ଜବତ କରିଛି। ବ୍ରହ୍ମପୁର ଟାଉନ୍ ଥାନା ଅନ୍ତର୍ଗତ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପଡ଼ିଆରେ ସୋମବାର ଏହି ଦୁଇ କୁଖ୍ୟାତ ଗିରଫ ହୋଇଛନ୍ତି।…

ପାତ୍ରପଡ଼ା V2 ସପିଙ୍ଗ ମଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ପାତ୍ରପଡ଼ା V2 ସପିଙ୍ଗ ମଲରେ ଅଗ୍ନିକାଣ୍ଡ । ମାଷ୍ଟରକ୍ୟାଣ୍ଟିନ ନିକଟସ୍ଥ ପେନ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟଣା ପରେ ପାତ୍ରପଡା ସ୍ଥିତ V2 ସପିଙ୍ଗ ମଲରେ ଘଟିଛି ଅଗ୍ନିକାଣ୍ଡ । V2 ସପିଙ୍ଗ ମଲ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟସର୍କିଟରୁ ଘଟିଥିବା…

୪୦ ଟପିଲା ରାଜଧାନୀ ତାପମାତ୍ରା; ୨୪ ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର:ସକାଳୁ ସକାଳୁ ଅସହ୍ୟ ହୋଇଥିଲା ରାଜଧାନୀ ତାପମାତ୍ରା । ସକାଳ ସାଢେ ୧୧ଟା ବେଳକୁ ୩୯ ଡିଗ୍ରୀ ଛୁଇଁଥିଲା ତାତି । ଦିନ ବଢୁଥିଲା  । ତାତି ବି ବଢୁଥିଲା । ଅପରାହ୍ନ ସାଢେ ୨ଟା ବେଳକୁ ତାପମାତ୍ରା ୪୨ ଡିଗ୍ରୀ ଛୁଇଁଥିଲା ପାରଦ ।  ଆଜି ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡା…

କୋରାପୁଟ ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଜୟପୁର: ଅଣ୍ଡା ମାଡ଼ର ଶିକାର ହେଲେ ବିଧାୟକ । କୋରାପୁଟ ବିଧାୟକ ରଘୁରାମ ପୋଡାଲଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ । ଆଜି କୋରାପୁଟ ଜିଲ୍ଲାର ଲମତାପୁଟ ଅଞ୍ଚଳରେ କିଛି କଂଗ୍ରେସ କର୍ମୀ ବିଜେଡି ବିଧାୟକ ରଘୁରାମ ପୋଡାଲଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଥିବା ଅଭିଯୋଗ ହୋଇଛି । ବିଧାୟକ…

 ୟୁପିଏସସି ରେଜଲ୍ଟ: ଆଇଏଏସ ତାଲିକାରେ ଓଡ଼ିଆ ଝିଅ କସ୍ତୁରୀ ପଣ୍ଡା

ଭୁବନେଶ୍ୱର:  ପ୍ରକାଶ ପାଇଛି ୟୁପିଏସସି ରେଜଲ୍ଟ । ଏଥର ପରୀକ୍ଷାରେ ପୁଅମାନଙ୍କ ତୁଳନାରେ ଝିଅମାନେ ଭଲ ପ୍ରଦର୍ଶନ କରୁଛନ୍ତି । ଆଇଏଏସ ତାଲିକାରେ ଟପ୍ପର ତାଲିକାରେ ଝିଅ ଥିବାବେଳେ ୨, ୩ ଓ ୪ର୍ଥ ସ୍ଥାନ ମଧ୍ୟ ଝିଅମାନେ ଛଡ଼ାଇ ନେଇଛନ୍ତି ।  ଆଇଏଏସ ତାଲିକାରେ ୪୨ ତମ ରାଙ୍କରେ ଓଡ଼ିଶାର…

ଏହିସବୁ ସରକାରୀ ସ୍କୁଲରେ ଖୋଲିବ ଏକାଦଶ ଶ୍ରେଣୀ; କଳା ଓ ବିଜ୍ଞାନରେ ନାମ ଲେଖାଇବେ ପିଲା

ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବ। ଏଥି ମଧ୍ଯରୁ ୧୦୦ଟି ବିଦ୍ୟାଳୟରେ କଳା ଓ ୬ଟିରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ। ଏନେଇ   ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ଏ ସମ୍ପର୍କରେ ରାଜ୍ୟ…

ଶୈବପୀଠ ମାନଙ୍କରେ ଗଞ୍ଜେଇ ବ୍ୟବହାର ନିଷେଧ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ବେଧଡକ ଭାବେ ବଢୁଥିବା ଗଞ୍ଜେଇ ଚାଲାଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଏହି କ୍ରମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଗଞ୍ଜେଇ ନିଷେଧ ଉପରେ ଏକ ଚିଠି ଲେଖିଛି। ଶୈବପୀଠ ମାନଙ୍କରେ ଗଞ୍ଜେଇର ବ୍ୟବହାର…

ଚିଲିକା ବ୍ଲକ ଅଧ୍ୟକ୍ଷାଙ୍କ ଠିକାଦାର ସ୍ୱାମୀ ବିଡିଓଙ୍କ ଦସ୍ତଖତ ଜାଲିଆତି କରି ଗିରଫ

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ପୁଲିସ ଚିଲିକା ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ୱାମୀ ଯିଏକି ଜଣେ ଠିକାଦାର ତାଙ୍କ ବିରୋଧରେ ଆଇପିସିର ଧାରା ୪୨୦ରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କ ଦସ୍ତଖତ ଜାଲିଆତି କରି ଠିକାଦାର ୧୫ ଲକ୍ଷ…

ଆଜି ଜଳୁଛି ରାଜଧାନୀ; ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୩୯ ଡିଗ୍ରୀ

ଭୁବନେଶ୍ୱର: ଆଜି ଜଳୁଛି ରାଜଧାନୀ ।  ଆଜି ଦିନ ୧୧ ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୯ଡ଼ିଗ୍ରୀ ଛୁଇଁଛି । ତାପମାତ୍ରା ଆହୁରି ବଢିବାର ସମ୍ଭାବନା ରହିଛି ।  ଆଜି ଦିନର ଆଦ୍ରତା ୩୧%  ରେକର୍ଡ କରାଯାଇଛି ।  ଆଜି ଦିନ ସାଢେ ୧୧ଟା ସୁଦ୍ଧା ୬ ସହରର ତାପମାତ୍ରା ୩୫ ଡିଗ୍ରୀ…