Latest Odisha News

BREAKING NEWS

Browsing Category

ଓଡିଶା

Odisha

ହୁତୁହୁତୁ ହୋଇ ଜଳିଲା ଟ୍ରକ, ବର୍ତ୍ତିଗଲେ ଚାଳକ

ରାଜଗାଙ୍ଗପୁର:ରାସ୍ତା ମଝିରେ ହୁତହୁତ ଜଳୁଥିଲା ଟ୍ରକ ।  ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଲାଇଙ୍ଗ ଠାରେ ୧୦ନଂ ରାଜ୍ୟ ରାଜପଥ ଉପରେ ଏକ ଟ୍ରକ ଜଳୁଥିଲା ।    ଦୀର୍ଘ ସମୟ ଧରି ଗାଡିଟି ଜଳୁଥିଲା  । ଫଳରେ ଉକ୍ତ ରାସ୍ତାରେ ଗାଡ଼ି ଯାତାୟାତ ବ୍ୟାହତ ହୋଇଥିଲା। ସୂଚନା ଅନୁଯାୟୀ,  ଆଜି ଲାଇଙ୍ଗ…

ତୁମୁଡ଼ିବନ୍ଧରେ ପୋଲିସ-ନକ୍ସଲ ଗୁଳି ବିନିମୟ 

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧରେ ପୋଲିସ-ନକ୍ସଲ ଗୁଳି ବିନିମୟ  । ତୁମୁଡ଼ିବନ୍ଧ ବୁଢ଼ାନଈ ସଂରକ୍ଷିତ ଜଙ୍ଗଲରେ ଏସ୍‌ଓଜି ଯବାନଙ୍କ ସହ ମୁହାଁମୁହିଁ ହୋଇଛନ୍ତି । ଏସଓଜି ଯବାନଙ୍କ ଆକ୍ରମଣରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଛନ୍ତି । ସୂଚନା ଅନୁସାରେ,  ଗୁଇନ୍ଦା ସୂଚନା ଆଧାରରେ…

ଶୀତଳଷଷ୍ଠୀ ଯାତ୍ରାରୁ ଫେରିବା ବେଳେ ୨ବନ୍ଧୁଙ୍କୁ ଛୁରାମାଡ଼; ଜଣେ ମୃତ, ଜଣେ ଗୁରୁତର

ବଲାଙ୍ଗୀର : ସାମାନ୍ୟ ବଚସାରୁ ଛୁରାମାଡ଼ । ଛୁରାମାଡ଼ରେ ଜଣେ ଯୁବକ ମୃତ ଅନ୍ୟ ଜଣେ ଗୁରୁତର । ବଲାଙ୍ଗୀର ଟାଉନ ଥାନା ଅନ୍ତର୍ଗତ ନୃସିଂହ ମନ୍ଦିର ନିକଟରେ ଛୁରି ଭୁସି ଜଣଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ଗେଟସରୋବରପଡାର ସରୋଜ ପାଣିଗ୍ରାହୀ (୨୫) ଏବଂ ଗୁରୁତର ଜଣକ ‌ହେଲେ…

ରାଜଧାନୀର ବିଚ୍‌ ରାସ୍ତାରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ପୁଣି ରାଜଧାନୀରେ ହତ୍ୟାକାଣ୍ଡ । ବିଚ୍‌ ରାସ୍ତାରେ ଯୁବକଙ୍କୁ ନିର୍ମମ ହତ୍ୟା । ଭୁବନେଶ୍ୱର ଏକ ନମ୍ବର ହାଟରେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ସୁଶାନ୍ତ ନାମକ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଭୁବନେଶ୍ୱର ଏକ ନମ୍ବର…

ପୁଣି ଥରେ ରାଜ୍ୟରେ ହେବ ପୃଥକ ବାଘ ଓ ହାତୀ ଗଣନା; ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବାକୁ ମାସକ ଭିତରେ ଆକ୍ସନପ୍ଲାନ୍

ଭୁବନେଶ୍ୱର: ରାଜ୍ୟ ସରକାର ପୁଣିଥରେ ଅଲଗା ଭାବେ ବାଘ ଓ ହାତୀର ଗଣନା କରିବେ। କାରଣ କେନ୍ଦ୍ର ସରକାର ବାଘ ଓ ହାତୀ ଗଣନା କରୁଥିଲେ ବି ଏହାର ରିପୋର୍ଟ ଠିକ୍ ସମୟରେ ପ୍ରକାଶ ପାଉନି।ଏଣୁ ବନ୍ୟପ୍ରାଣୀଙ୍କ ପ୍ରକୃତ ସଂଖ୍ୟା ବିଷୟରେ ଜାଣିବାରେ ସମସ୍ୟା ହେଉଛି। ତେଣୁ ରାଜ୍ୟ ସରକାର ନିଜତରଫରୁ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଚ୍ଛେଦ କାର୍ଯ୍ୟ ଆରମ୍ଭ; ଭଙ୍ଗା ହେଲା ବଡ଼ ଆଖଡ଼ା ମଠର ପୁରୁଣା ଘର

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମରେ ଆଜିଠାରୁ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ପୁରୀ ବଡ଼ଦାଣ୍ଡକୁ ଲାଗିଥିବା ବଡ଼ ଆଖଡ଼ା ମଠର ପୁରୁଣା ଘରକୁ ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି। ଏହ ପୂର୍ବରୁ ବଡ଼ ଆଖଡ଼ା ମଠର ଅଧିକାଂଶ ଘରକୁ ଭାଙ୍ଗି ଦିଆଯାଇଥିଲା। ବାକି ପୁରୁମା ଯେତକ ପୁରୁଣା ଘର…

ପୋଲିସ ଗାଡ଼ିକୁ ପିଟିଲା ଟ୍ରକ୍ ; ୨ ମୃତ, ୩ ଗୁରୁତର

ବୌଦ୍ଧ : ସକାଳୁ ସକାଳୁ ଅଘଟଣ । କମଳପୁର ଛକ ନିକଟରେ ପୁଲିସ ଗାଡ଼ି ଟ୍ରକ୍ ମୁହାଁମହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଦୁଇଜଣ ହେଲେ ଡ୍ରାଇଭର ପ୍ରଶାନ୍ତ ଓ ହୋମଗାର୍ଡ ଜଗନ୍ନାଥ ମେହେର । ଏବଂ ଆହତମାନେ ହେଲେ …

ଅପହରଣ ଓ ଲାଞ୍ଚ ମାମଲାରେ ମହିଳା ଏସଆଇ ନିଲମ୍ବିତ

ପାରଳାଖେମୁଣ୍ଡି: ଲାଞ୍ଚ ଓ ଅପହରଣ ଅଭିଯୋଗରେ ଜଣେ ମହିଳା ସବ୍-ଇନ୍ସପେକ୍ଟର (ଏସ୍ଆଇ) ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ଏସ୍ଆଇ ଜ୍ୟୋତ୍ସ୍ନା ରାୟ ଆଠ ମାସ ତଳେ ମୋହନା ଥାନାରେ କାର୍ଯ୍ୟରତ ଥିବା ବେଳେ ନୁଦ୍ରୁଜ ଗ୍ରାମର ପ୍ରିତି ମାଝୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ…

ଶିମିଳିପାଳ ଫରେଷ୍ଟଗାର୍ଡ ମୃତ୍ୟୁ ଘଟଣାରେ ଦୁଇ ଗିରଫ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ (ଏସଟିଆର)ରେ ଜଣେ ଫରେଷ୍ଟ ଗାର୍ଡଙ୍କ ଦୁଃଖଦ ମୃତ୍ୟୁ ପରେ ଏହି ଘଟଣାରେ ମଙ୍ଗଳବାର ଦୁଇ ଶିକାରୀଙ୍କୁ ଗିରଫ କରିବା ସହ ୩ ଜଣଙ୍କୁ ଅଟକ ରଖିଛି ପୋଲିସ। ମୋଟ୍ ୧୦ ଜଣ ଏହି ହତ୍ୟାକାଣ୍ଡ ମାମଲାରେ ଜଡ଼ିତ ଥିବା ସୂଚନା ରହିଛି।…

ବିନା ଅନୁମତିରେ ବସ୍ ଚଳାଉଥିଲେ, ଗଣିଲେ ୨୦ ହଜାର ଟଙ୍କା ଜରିମାନା

ଭୁବନେଶ୍ୱର: ଜଣେ ଟ୍ୱିଟର ୟୁଜରଙ୍କ ତତ୍ପରତା ଓ ନିର୍ଣ୍ଣାୟକ ପଦକ୍ଷେପ ଫଳରେ ପୁରୀସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଜଣେ ବସ୍ ମାଲିକଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବା ସହ ବିନା ପରମିଟରେ ଗାଡ଼ି ଚଳାଇବା ପାଇଁ ୨୦ ହଜାର ୫୦୦ ଟଙ୍କା ମୋଟା ଅଙ୍କର ଜରିମାନା ଆଦାୟ କରିଛି। ଜଣେ…