Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ମୁଁ ସଭାରେ ଥିଲି.. ମୁଖ୍ୟମନ୍ତ୍ରୀ ଫୋନ କରି କହିଲେ ମନ୍ତ୍ରିମଣ୍ଡଳରେ ସାମିଲ ହେଉଛ..’

ଭୁବନେଶ୍ୱର: ‘ମୁଁ ଗୋଟେ ସଭାରେ ଥିଲି। ମୁଖ୍ୟମନ୍ତ୍ରୀ ମୋତେ ନିଜେ ଫୋନ କରି କହିଥିଲେ ମନ୍ତ୍ରୀମଣ୍ଡଳରେ ସାମିଲ ହେଉଛ। ମୁଁ ଅଭିଭୂତ ହୋଇପଡ଼ିଥିଲି।' ଏମିତି କହି ମନ୍ତ୍ରୀ ହେବା ପରେ ନିଜର ଖୁସି ଜାହରି କରିଛନ୍ତି ଶାରଦା ନାଏକ । ଅବଶ୍ୟ ଗଣମାଧ୍ୟମକୁ ସାକ୍ଷାତ ଦେଇ  ଶାରଦା କହିଛନ୍ତି,…

ହୁତ ହୁତ ଜଳୁଥିଲା ପାଇପ ଗୋଦାମ; ସମଗ୍ର ଅଞ୍ଚଳ ଧୂଆଁମୟ

ସମ୍ବଲପୁର: ସମ୍ବଲପୁରରେ ଭୟାଙ୍କର ଅଗ୍ନିକାଣ୍ଡ । ଜଳୁଛି ପ୍ଲାଷ୍ଟିକ ଗୋଦମ । ବିପୁଳ ମାତ୍ରରେ ଥିବା ପିଭିସି ପାଇପ  ହୁତୁହୁତୁ ହୋଇ ଜଳିଛି । ସମ୍ବଲପୁର ଜିଲ୍ଲା ଗୁଣ୍ଡେରପୁରରେ ଥିବା ପାଇପ ଗୋଦାମ ସୋମବାର ସକାଳ ୯ଟା ୩୦ରେ ହଠାତ୍  ଲାଗି ଯାଇଛି ନିଆଁ  ।  ଚାହୁଁ ଚାହୁଁ ଏହି ନିଆଁ ପୂରା…

ଆଜି ଗଡ଼ିବନି ପୁରୀ –ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର: ଆଜି ଗଡିବନି ପୁରୀ –ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ । ଯାନ୍ତ୍ରିକ ତ୍ରୁଟି ଯୋଗୁ  ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସକୁ ସୋମବାର ବାତିଲ କରାଯାଇଛି । ଗତକାଲି କାଳବୈଶାଖୀ ବର୍ଷା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ୍ ଅଧା ବାଟରେ ଅଟକି ରହିଥିଲା । ଯାଜପୁର ଜିଲ୍ଲା ବୈତରଣୀ ରୋଡ୍…

ତିନି ନୂଆ କ୍ୟାବିନେଟ ମନ୍ତ୍ରୀଙ୍କୁ ମିଳିଲା ବିଭାଗ

ଭୁବନେଶ୍ୱର: ଶପଥ ନେବାର କିଛି ଘଣ୍ଟା ପରେ ନୂଆ ମନ୍ତ୍ରୀଙ୍କୁ ମିଳିଲା ବିଭାଗ  । ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ  ବିଭାଗ ଦାୟିତ୍ବ ।  ସୁଦାମ ମାର୍ଣ୍ଡି ହେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ  ଏବଂ ଶାରଦା ନାୟକଙ୍କୁ ମିଳିଲା ଶ୍ରମ ବିଭାଗ ଦାୟିତ୍ୱ । ଆଜି  ସକାଳ ୯ଟା ୫୦ରେ ତିନି ନୂଆ…

ଆଜିଠୁ ହାଇକୋର୍ଟର ଗ୍ରୀଷ୍ମକାଳୀନ ଅବକାଶ; ଚାଲିବ ଜରୁରୀ କାଳୀନ ମାମଲାର ଶୁଣାଣି

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଲା ହାଇକୋର୍ଟର ଗ୍ରୀଷ୍ମକାଳୀନ ଅବକାଶ  । ଆଜିଠୁ ଅର୍ଥାତ ମେ’ ୨୨ରୁ  ଜୁନ ୨୦ ତାରିଖ ପର୍ଯ୍ୟନ୍ତ ଛୁଟି ରହିବ ଓଡ଼ିଶା ହାଇକୋର୍ଟ ।   ତେବେ ଛୁଟି ମଧ୍ୟରେ ଜରୁରୀ ମାମଲାର ଶୁଣାଣି କରାଯିବ ।  ହାଇକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ ଜରୁରୀ କାଳୀନ ମାମଲାର ଶୁଣାଣି…

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା; ପ୍ରଥମ ଦିନରେ ଖାଦ୍ୟ ଯୋଗାଣ-ସମବାୟ ଓ ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର:ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେଡି ସରକାର ସେତିକି ତତ୍ପର ହୋଇ ଉଠୁଛି । ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ପରେ ଏବେ ମୁଖ୍ୟମନ୍ତ୍ରୀ ବାହାରିଛନ୍ତି ବିଭାଗୀୟ ସମୀକ୍ଷା ପାଇଁ । ଆଜିଠୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ବିଭାଗୀୟ ସମୀକ୍ଷା ମେ’ ୨୨ରୁ ଆରମ୍ଭ…

ପଦ ଓ ଗୋପନୀୟତାର ଶପଥ ନେଲେ ତିନି ନୂଆ ମନ୍ତ୍ରୀ

ଭୁବନେଶ୍ୱର: ସରିଲା କଳ୍ପନା ଜଳ୍ପନା । ସାମ୍ନାକୁ ଆସିଲା ଲନୂଆ ମନ୍ତ୍ରୀଙ୍କ ନାଁ । ଆଜି ଭବ୍ୟ ସମାରୋହ ମଧ୍ୟରେ ଶପଥ ନେଇଛନ୍ତି ତିନି ନୂଆ ମନ୍ତ୍ରୀ । ତିନି ନୂଆ ମନ୍ତ୍ରୀଙ୍କୁ ମିଳିଛି କ୍ୟାବିନେଟ ପାହ୍ୟା । ତେବେ କାହାକୁ କେଉଁ ବିଭାଗ ମିଳିବ ତାହା ଜଣା ପଡିନାହିଁ । ରାଜ୍ୟପାଳ ପ୍ରଫେସର…

ରାଷ୍ଟ୍ରପତିଙ୍କ ଭାଷଣ ବେଳେ ବିଜୁଳି କଟିବା ଘଟଣା: ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦେଲା ବିଜେପି

ବାରିପଦା: ଆଜି ସକାଳୁ ସକାଳୁ ଶୂନ ଶାନ ବାରିପଦା। ଦୋକାନ ବଜାର ବନ୍ଦ। ୧୨ ଘଣ୍ଟା ପାଇଁ ବନ୍ଦ ରହିଛି ମୟୂରଭଞ୍ଜ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଭାଷଣ ଦେବା ବେଳେ ୯ ମିନିଟ୍‌ ପାଇଁ ବିଜୁଳି କଟିବା ଘଟଣାର ପ୍ରତିବାଦରେ ଆଜି…

ଗାଇସିଲେଟ୍ ଥାନା ଅଧିକାରୀ ବୀରବରଙ୍କ ଘରେ ଭିଜିଲାନ୍ସ ଚଢାଉ

ବରଗଡ: ଭିଜିଲାନ୍ସ ଜାଲରେ ଫସିଲେ ଥାନା ବାବୁ। ଘର ଓ ଅଫିସ୍‌ରେ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଇସିଲଟ ଥାନା ଅଧିକାରୀ ବୀରବର ଭଗତ ଭିଜିଲାନ୍ସ ସ୍କାନରରେ ଆସିଛନ୍ତି। ସୋମବାର ସକାଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ାଉ…

ନବୀନ ନିବାସରୁ ଗଲା ଫୋନ୍, ମନ୍ତ୍ରୀ ହେବେ ଆରୁଖଙ୍କ ସହ ସୁଦାମ ଓ ସାରଦା

ଭୁବନେଶ୍ୱର: ନବୀନଙ୍କ ମନ୍ତ୍ରିମଣ୍ଡଳରେ କେଉଁ ୩ ଜଣ ସାମିଲ୍ ହେବେ ? ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ନବୀନ ନିବାସରୁ ୩ ଜଣଙ୍କୁ ମନ୍ତ୍ରୀ ଭାବେ ଶପଥ ଗ୍ରହଣ ପାଇଁ ଫୋନ୍ ଯାଇଛି । ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ବିକ୍ରମ କେଶରୀ ଆରୁଖଙ୍କୁ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପାଇଁ…