Latest Odisha News

BREAKING NEWS

Browsing Category

ଓଡିଶା

Odisha

ବୈତରଣୀ ବ୍ରିଜରେ ବନ୍ଦେ ଭାରତ ରାସ୍ତା ରୋକିଲା କାଳବୈଶାଖୀ

ଯାଜପୁର: କାଳବୈଶାଖୀ ବର୍ଷା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ୍ ଅଧା ବାଟରେ ଅଟକି ରହିଛି । ଯାଜପୁର ଜିଲ୍ଲା ବୈତରଣୀ ରୋଡ୍ ଓ ମଞ୍ଜୁରୀ ରୋଡ୍ ମଧ୍ୟରେ ଅପରାହ୍ଣ ୪ଟା ୩୫ରୁ ଅଟକି ରହିଛି ବନ୍ଦେ ଭାରତ ଏକ୍ସପ୍ରେସ୍ । ପୁରୀରୁ-ହାୱଡ଼ା ଅଭିମୁଖେ ଯାଉଥିବା ବେଳେ କାଳବୈଶାଖୀ ଯୋଗୁ ଗଛ ଭାଙ୍ଗି ତାର…

ଏଏସ୍‌ଓ ମେଧା ତାଲିକା ରଦ୍ଦ ପ୍ରସଙ୍ଗ, ଓପିଏସ୍‌ସିକୁ ନେଇ ବିଜେଡିକୁ ଟାର୍ଗେଟ୍ କଲା ବିଜେପି

ଭୁବନେଶ୍ୱର: ରାଜ୍ୟର ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କ ଭବିଷ୍ୟତ ପାଇଁ ଆଦୌ ଚିନ୍ତିତ ନୁହଁନ୍ତି ବିଜେଡି ସରକାର । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତିକୁ ନେଇ ବହୁ ଦୁର୍ନୀତି ଓ ଅନିୟମିତତା ପଦାକୁ ଆସିଛି । ଅତୀତରେ ଆରଆଇ ଓ ଅମିନ ପରୀକ୍ଷାରେ ଦୁର୍ନୀତି ହୋଇଥିଲା । ରାଜ୍ୟରେ…

ଆଉ ୫ ଦିନ କାଳବୈଶାଖି; ତାପମାତ୍ରାରେ ପରିବର୍ତ୍ତନ ନାହିଁ

ଭୁବନେଶ୍ୱର: ଆହୁରି ୫ ଦିନ ଏପରି ତାତି ଲାଗି ରହିବ । ୫ ଦିନ ଭିତରେ ତାତି କମବାର କୌଣସି ସମ୍ଭାବନା ନାହିଁ । ପଶ୍ଚିମ ଓଡ଼ିଶାରେ ତାତି ବଳବତ୍ତର ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଅପରାହ୍ନରେ   ଚିଲିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ସହ ଘଣ୍ଟା ପ୍ରତି ପବନ…

କେମିତି ବଦଳାଇବେ ୨ ହଜାର ନୋଟ୍, ଏସବିଆଇ ଦେଲା ବଡ଼ ସୂଚନା

ଭୁବନେଶ୍ୱର: ୨ ହଜାର ନୋଟ୍ ପ୍ରତ୍ୟାହାର ନେଇ ଆରବିଆଇର ଘୋଷଣା ପରେ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି । କିଭଳି ୨ ହଜାର ନୋଟକୁ ବଦଳାଇବେ ସେ ନେଇ ଅନେକ ଚିନ୍ତିତ ହୋଇ ପଡ଼ିଥିବା ବେଳେ ଏସବିଆଇ ପକ୍ଷରୁ ଜାରି କରାଯାଇଛି ଗାଇଡଲାଇନ୍ । ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏସବିଆଇ ପକ୍ଷରୁ କୁହାଯାଇଛି,…

ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା

ଭୁବନେଶ୍ୱର: ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା । ଗିରଫ ପରୱାନା ଜାରି କରିିଛି ସିବିଆଇ କୋର୍ଟ ।  କୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ  ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା  ବାରମ୍ବାର ନୋଟିସ ପରେ ବି…

କାଲି ସକାଳେ ନବୀନଙ୍କ କ୍ୟାବିନେଟର ନୂଆ ମନ୍ତ୍ରୀ ନେବେ ଶପଥ

ଭୁବନେଶ୍ୱର: ସୋମବାର ସକାଳେ ରାଜ୍ୟ ମନ୍ତ୍ରିମଣ୍ଡଳର ପୁନର୍ଗଠନ ହେବ । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ସକାଳ ୯ଟା ୫୦ରେ ଶପଥ ନେବେ ନୂଆ ମନ୍ତ୍ରୀ । ଏନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି ନୂଆ ମନ୍ତ୍ରୀ ଶପଥ ନେବାକୁ ଥିବାବେଳେ ରାଜ୍ୟପାଳ ସନ୍ଧ୍ୟାରେ…

ବଢିଲା ଅର୍କେଶଙ୍କ ଅଡୁଆ; ରାଜ ପରିବାରର ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କଲା ଡେରାଡୁନ ପୋଲିସ

ଭୁବନେଶ୍ୱର/ନୂଆଦିଲ୍ଲୀ: ବଢିଲା ଅର୍କେଶଙ୍କ ଅଡୁଆ । ପତ୍ନୀ ଆଦ୍ରିଜାଙ୍କ ଅଭିଯୋଗ କ୍ରମେ ଉତ୍ତରାଖଣ୍ଡ ଡେରାଡୁନ ପୋଲିସ ରୁଜୁ କରିଛି ପାରିବାରିକ ହିଂସା ମାମଲା  ।  ଡେରାଡୁନର ରାଜପୁର ପୋଲିସ ଷ୍ଟେଶନରେ ଅର୍କେଶ ସିଂହଦେଓଙ୍କ ସହ ରାଜ ପରିବାରର ଆଉ ୪ ଜଣଙ୍କ ବିରୋଧରେ ମଧ୍ୟ ପାରିବାରିକ…

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କିରାଣି

ସୋନପୁର: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କିରାଣି । ଲାଞ୍ଚ ନେବାବେଳେ ମାଡି ବସିଥିଲା ଭିଜିଲାନ୍ସ ଟିମ । ଏବେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଏହି ଲାଞ୍ଚୁଆ କିରାଣୀ ହେଲେ  ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣି…

ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ହାୱଡା-ପୁରୀ ସୁପର୍ ଫାଷ୍ଟ ଏକ୍ସପ୍ରେସ; ୧୫ଟି ବଗିକୁ ଛାଡ଼ି ଚାଲିଗଲା ଇଞ୍ଜିନ

ବାଲେଶ୍ୱର: ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ହାୱଡା-ପୁରୀ ସୁପର୍ ଫାଷ୍ଟ ଏକ୍ସପ୍ରେସ। ୧୫ଟି ବଗିକୁ ପଛରେ ଛାଡ଼ି ଗଡ଼ିଗଲା ଇଞ୍ଜିନ୍। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଟ୍ରେନ୍‌ଟି ହାୱଡାରୁ ପୁରୀ ଅଭିମୁଖେ ଆସୁଥିବା ବେଳେ ଓଡିଶା ସୀମା ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲାର ନେକୁରସିନି ଷ୍ଟେସନ…

ପାକିସ୍ତାନରେ ଓଡ଼ିଶା ସିମ୍ କାର୍ଡ ଅପରେଟ୍ ଘଟଣା, ଯାଜପୁରରେ ୨ ଅଟକ

ଭୁବନେଶ୍ୱର: ଓଡ଼ିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣାରେ ମାଷ୍ଟରମାଇଣ୍ଡ ପଠାଣିସାମନ୍ତ ଲେଙ୍କାର ଦୁଇ ସହଯୋଗୀ ଯାଜପୁରରୁ ଉଠାଇ ନେଲା ଏସ୍‌ଟିଏଫ୍‌। ଦେଶଦ୍ରୋହୀ କାର୍ଯ୍ୟ କରିବା ଅଭିଯୋଗରେ ଏସ୍‌ଟିଏଫ୍‌ ସେମାନଙ୍କୁ ଅଟକ ରଖିଛି। ସେମାନଙ୍କ ଠାରୁ ମୋବାଇଲ୍ ଜବତ କରାଯାଇଥିବା ବେଳେ…