Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…

ଭୁବନେଶ୍ବର: ପୁଣି ଆଇଏଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଆାଇଏଏସ ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ…

୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର । ୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଲେ ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ । ୩ ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି ।…

ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ମଙ୍ଗଳବାର ଭୁବନେଶ୍ୱରର ପ୍ରସ୍ତାବିତ 'ନିୟୁ ସିଟି' (ନୂଆ ସହର) ସକାଶେ ଏକ ବ୍ୟାପକ ମାଷ୍ଟରପ୍ଲାନ୍ ପ୍ରସ୍ତୁତି ପାଇଁ ସୁର୍ବାନା ଜୁରୋଙ୍ଗ ସଂସ୍ଥା ସହ ଏକ ଚୁକ୍ତି ସ୍ବାକ୍ଷରିତ କରିଛି । ବିଡିଏ ସଚିବ ମାନସ ରଞ୍ଜନ ପାଢୀ ଓ ସୁର୍ବାନା…

ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ

ନନ୍ଦନକାନନ: ପହିଲାରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସମୟ ନିର୍ଘଣ୍ଟ ବଦଳିବ ବୋଲି ସୂଚନା ଦେଇଛନ୍ତି ନନନ୍ଦନକାନନ କର୍ତ୍ତୃପକ୍ଷ । ପ୍ରତିବର୍ଷ ଭଳି…

ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଦୁଇ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆଜି ମାଓବାଦୀଙ୍କ ଆତ୍ମସମର୍ପଣ ଡେଡଲାଇନର ଶେଷ ଦିନ ଥିବାବେଳେ, ବନ୍ଧୁକ ସହ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଏହି ଦୁଇ ମାଓବାଦୀ । ଏହି ଦୁଇ…

ଓଡିଶାକୁ ଆଉ ନାହିଁ ମାଓ ବିପଦ

ଭୁବନେଶ୍ୱର: ମାଓ ମୁକ୍ତ ହୋଇଛି ଓଡିଶା। ଆଉ ଅଛନ୍ତି ମାତ୍ର ହାତଗଣତି ମାଓବାଦୀ। ଓଡିଶାକୁ ଆଉ ନାହିଁ ମାଓ ବିପଦ। ନକ୍ସଲମୁକ୍ତ ଭାରତ ଅଭିଯାନ ଡେଡଲାଇନର ଶେଷ ଦିନରେ ଆଣ୍ଟିନକ୍ସଲ ଅପରେସନରେ ଡିଜି ଦେଇଛନ୍ତି ବଡ଼ ସୂଚନା। ମାଓ ଦମନ ନେଇ ଟାର୍ଗେଟ୍‌ରେ ସଫଳ ହୋଇଛୁ କହିଲେ ADG ସଞ୍ଜୀବ ପଣ୍ଡା।…

ଯାଜପୁର ପୋଲିସ୍ ଦ୍ୱାରା “ଇ-ମିତ୍ର” ଚାଟ୍‌ବୋଟ୍‌ର ଶୁଭାରମ୍ଭ

ଯାଜପୁର: ଯାଜପୁର ପୋଲିସ ପକ୍ଷରୁ ଆଜି ସରକାରୀ ଚାଟ୍‌ବୋଟ୍ “ଇ-ମିତ୍ର” ଲୋକାର୍ପିତ ହୋଇଛି । ଜନକୈନ୍ଦ୍ରିକ ପୋଲିସ୍ ସେବାକୁ ଅଧିକ ଶକ୍ତିଶାଳୀ କରିବା ଏବଂ ଡିଜିଟାଲ୍ ନବସୃଜନକୁ ଆପଣେଇବା ଦିଗରେ ଏହା ଏକ ପ୍ରଗତିଶୀଳ ପଦକ୍ଷେପ ସ୍ୱରୂପ । ସାର୍ବଜନୀନ ସେବା ପ୍ରଦାନ କ୍ଷେତ୍ରରେ ସହଜ ଉପଲବ୍ଧତା,…

ସେପ୍ଟିକ ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ସମ୍ବଲପୁର: ସେପ୍ଟିକ ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ ଓ ୨ ଗୁରୁତର। ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା କେଶାଇବାହାଲ ଠାରେ ଘଟିଛି ଏହି ଅଭାବନୀୟ ଘଟଣା। ନବନିର୍ମିତ ସେପ୍ଟିକ ଟାଙ୍କିରେ ସେଣ୍ଟ୍ରିଂ ଖୋଲିବା ପାଇଁ ପଶିଥିଲେ ୪ ଜଣ ଶ୍ରମିକ। ଟାଙ୍କି ଭିତରେ ଶ୍ବାସରୁଦ୍ଧ ହୋଇ ୨…

Health Minister Accuses Opposition: ନିଜ ଜିଦରେ ଅଟଳ ବିରୋଧୀ…ବର୍ଷିଲେ ସ୍ୱାସ୍ଥ୍ୟମନ୍ତ୍ରୀ…ଆଜି ବି…

ଭୁବନେଶ୍ୱର: ନିଜ ଜିଦରେ ଅଟଳ ବିରୋଧୀ। ବାଧାପ୍ରାପ୍ତ ହେଉଛି ବିଧାନସଭା କାର୍ଯ୍ୟ। ଆରମ୍ଭରୁ ହିଁ ହଟ୍ଟଗୋଳ। ସମ୍ପ୍ରତି SCB ମେଡିକାଲ କଲେଜ ଏବଂ ହସ୍ପିଟାଲ ଘଟଣା ଉପରେ ବାରମ୍ବାର କାର୍ଯ୍ୟ ବନ୍ଦ କରିବା ଏବଂ ତାଙ୍କ ଇସ୍ତଫା ଦାବି କରିବା ପାଇଁ ସୋମବାର ଦିନ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ…

Odisha Weather Alert: ଆହୁରି ୪ ଦିନ କାଳବୈଶାଖୀ ବର୍ଷା, ୫୦ କିମି/ଘଣ୍ଟା ବେଗରେ ବହିବ ପବନ

ଭୁବନେଶ୍ଵର: ଜାରି ରହିବ କାଳବୈଶାଖୀ ବର୍ଷା। ଘଡଘଡି ବିଜୁଳି ସାଙ୍ଗକୁ ପ୍ରବଳ ପବନ ବହିବ। ଭାରତୀୟ ପାଣିପାଗ ବିଭାଗ ଏନେଇ ଓଡ଼ିଶା ପାଇଁ ସତର୍କତା ଜାରି କରିଛି, ଆଗାମୀ ୪ ଦିନ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ଝଡ଼ବର୍ଷା, ବଜ୍ରପାତ ଏବଂ ଝଡ଼ ପବନ ହେବାର ପୂର୍ବାନୁମାନ କରିଛି ଆଇଏମଡି।…