Latest Odisha News

BREAKING NEWS

Browsing Category

ଓଡିଶା

Odisha

କ୍ରିକେଟ ଖେଳରୁ ହତ୍ୟା ମାମଲା, ୪ ଅଭିଯୁକ୍ତ ଗିରଫ

କଟକ :  କ୍ରିକେଟ୍ ଖେଳକୁ ନେଇ ଚୌଦ୍ବାରରେ ବିଭତ୍ସ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ପୋଲିସ ସୋମବାର ଗିରଫ କରିଥିବା ଜଣାପଡିଛି । ହତ୍ୟାକାଣ୍ଡ ସମ୍ପର୍କରେ ଏମାନଙ୍କୁ ଚୌଦ୍ବାର ଥାନାରେ ପଚରାଉଚରା ଚାଲିଛି। ଗିରଫ ୪ ଜଣଙ୍କୁ ଆଜି(ସୋମବାର) କୋର୍ଟ ଚାଲାଣ କରାଯିବ । ସୂଚନାଯୋଗ୍ୟ,…

ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ; ବିଭିନ୍ନ ଉଦ୍ୟୋଗୀଙ୍କ ସହ କରିବେ ଆଲୋଚନା

ଭୁବନେଶ୍ବର : ଆଜି ଜାପାନ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୋକିଓରେ ଆୟୋଜିତ ପୁଞ୍ଜି ନିବେଶକ ସମ୍ମିଳନୀରେ ଯୋଗଦେବା ସହ କ୍ୟୁଟୋ ଓ ଓସାକା ଭଳି ମହାନଗରୀ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେବେ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ…

କୋଟିଆରେ ଭଡା ଘରେ ଚାଲିଛି ଆନ୍ଧ୍ର ସ୍କୁଲ

କୋରାପୁଟ: କୋଟିଆରେ ରହୁଥିବା ଲୋକଙ୍କୁ ଆନ୍ଧ୍ର ସରକାର ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଦେଉଥିବାର ନଜିର ରହିଛି। ସରକାରଙ୍କ ଯୋଜନା ଅନୁଯାୟୀ ଯେଉଁ ଅଭିଭାବକ ତାଙ୍କ ପିଲାଙ୍କୁ ସ୍କୁଲରେ ପାଠ ପଢ଼ାଇବେ ତାଙ୍କୁ ବାର୍ଷିକ ୧୫ ହଜାର ଟଙ୍କା ସହିତ ମାଗଣାରେ ବହି, ଖାତା ଓ ସ୍କୁଲ ୟୁନିଫର୍ମ…

ବେଳାଭୂମି ବୁଲିବାକୁ ଡାକି ସାଙ୍ଗର ଯୌନାଙ୍ଗ କାଟିଲା ସାଙ୍ଗ

କେନ୍ଦ୍ରାପଡ଼ା: ସମୁଦ୍ର ବେଳାଭୂମି ବୁଲିଯିବାକୁ ଡିକିନେଲା ସାଙ୍ଗ। ଦୁହେଁ ଖୁବ୍ ବୁଲିଲେ, ମଜାକଲେ। ହେଲେ ହଠାତ୍ ଭୁଜାଲି କାଢ଼ି ସାଙ୍ଗର ଯୌନାଙ୍ଗ କାଟିଦେଲା ସାଙ୍ଗ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ପେଣ୍ଠ ବେଳାଭୂମିରେ ଅଘଟଣ l ରକ୍ତାକ୍ତ ଅବସ୍ଥାରେ ବେଳାଭୂମିରେ…

ଆଜିଠୁ ଆରମ୍ଭ ନୂତନ ଶିକ୍ଷାବର୍ଷ; ୩ ରୁ ୮ ମଧ୍ୟରେ ଛାତ୍ରଛାତ୍ରୀଙ୍କ ନାମଲେଖା

ଭୁବନେଶ୍ବର : ଆଜିଠୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ । ୨୦୨୩-୨୪ ଶିକ୍ଷାବର୍ଷରେ ପୂର୍ଣ୍ଣାଙ୍ଗ ସିଲାବସ୍‌ରେ ପିଲାମାନଙ୍କୁ ଶିକ୍ଷାଦାନ କରାଯିବ। କରୋନା ପୁର୍ବରୁ ଯେଉଁଭଳି ପାଠପଢ଼ା ହେଉଥିଲା ପୁଣିଥରେ ସେଭଳି ଭାବେ ପାଠପଢ଼ାଯିବ । ଏବେ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ…

ଏଫଏମ ମେଡିକାଲ କଲେଜରେ ‘ମୁନା ଭାଇ ଏମବିବିଏସ୍’

ବାଲେଶ୍ୱର: ରିଲ୍ ଲାଇଫରେ ଲୋକପ୍ରିୟ ସାଉଁଟିଥିବା ବଲିଉଡ ଫିଲ୍ମ 'ମୁନା ଭାଇ ଏମବିବିଏସ୍' ଫିଲ୍ମର ପୁନରାବୃତି ରିଅଲ ଲାଇଫରେ! ବାଲେଶ୍ୱର ସ୍ଥିତ ଫକୀର ମୋହନ ମେଡିକାଲ କଲେଜରେ ଜଣେ ନକଲି ଡାକ୍ତର ହଷ୍ଟେଲରେ ଆସି ୨୨ ଦିନ ରହି ଛାତ୍ରଛାତ୍ରୀଙ୍କ ଦ୍ବାରା ଛେଚା ଖାଇବା ପରେ ଏହି ଘଟଣା…

ଜାଲ ସାର୍ଟିଫିକେଟ ମାମଲାରେ କ୍ରାଇମବ୍ରାଞ୍ଚ ଟିମର ତନାଘନା, ହାର୍ଡଡିସ୍କରେ ଲୁଚିଛି ଗୁମର?

ବଲାଙ୍ଗୀର: ଜାଲ୍ ସାର୍ଟିଫିକେଟ ମାମଲାରେ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ କୋଚିଂ ସେଣ୍ଟର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍। ଏହାରି ଭିତରେ ମନୋଜଙ୍କ କୋଚିଂ ସେଣ୍ଟରରୁ ଜବତ ହୋଇଛି କିଛି ୪ଟି କମ୍ପ୍ୟୁଟର ହାର୍ଡଡିସ୍କ। ଏହି ହାର୍ଡଡିସ୍କରେ ଶହ ଶହ…

ସକାଳୁ ସକାଳୁ ଅଗ୍ନିକାଣ୍ଡ, ଜଳିଗଲା ୫୦ରୁ ଅଧିକ ଦୋକାନ

କେନ୍ଦୁଝର: ସକାଳୁ ସକାଳୁ କେନ୍ଦୁଝରର ରାହାସ ନିତିଦିନିଆ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡର ପ୍ରଭାବ ଏତେ ଭୟଙ୍କର ଥିଲା ୫୦ରୁ ଅଧିକ ଦେକାନ ଜଳିଯାଇଛି । ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଦୋକାନ ଗୁଡିକ ଲାଗି ହୋଇ ରହିଥିଲା। ତେଣୁ…

ନକଲି ଡାକ୍ତର ରମେଶ ସ୍ୱାଇଁ ମାମଲାରେ ଇଡି କରିବ ତଦନ୍ତ

ଭୁବନେଶ୍ୱର: ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁ ମାମଲାରେ ଇଡି କରିବ ତଦନ୍ତ। ଯଦିଓ କମିଶନରେଟ ପୋଲିସ ଏହି ମାମଲାରେ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଛି କିନ୍ତୁ ଏହି ମାମଲାରେ ୧୦ କୋଟିରୁ ଅଧିକ ଟଙ୍କାର ଠକେଇ ସାମ୍ନାକୁ ଆସିଛି। ତେଣୁ କମିଶନରେଟ ପୋଲିସକୁ ଇଡି ଏବାବଦରେ ପୂର୍ବରୁ ତଥ୍ୟ…

ସମର୍ଥ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଅଟକ, ସିନ ରିକ୍ରିଏସନ କରାଇଲା ପୋଲିସ

ଝାରସୁଗୁଡ଼ା: ଦଶମ ଶ୍ରେଣୀ ଛାତ୍ର ସମର୍ଥ ଅଗ୍ରଓ୍ୱାଲଙ୍କୁ ପ୍ରଥମେ ଅପହରଣ ପରେ ହତ୍ୟା ଘଟଣାରେ ଝାରସୁଗୁଡ଼ା ପୁଲିସ ରବିବାର ବୁର୍ଲାରୁ ଜଣଙ୍କୁ ଉଠାଇ ନେଇଛି। ଉକ୍ତ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ତେବେ ଝାରସୁଗୁଡ଼ା ପୁଲିସ ଏଯାଏ ଉକ୍ତ ବ୍ୟକ୍ତିଙ୍କ ପରିଚୟ ଓ ତାଙ୍କୁ ଅଟକ…