Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏଣିକି ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ମୋବାଇଲ୍ ଆପ୍ଲିକେଶନ୍ ମାଧ୍ୟମରେ ହେବ ମନି ଟ୍ରାନ୍ସଫର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଏବଂ ସିଂଗାପୁର ପ୍ରଧାମନ୍ତ୍ରୀ ଲି ସୁନା ଲୁଂଗ ଆଜି ଭିଡିଓ କନଫରେନ୍ସି ଜରିଆରେ ଭାରତର ୟୁପିଆଇ ଏବଂ ସିଂଗାପୁରର ପେ-ନାଁଓ କେନେକ୍ଟିଭିଟିର ଶୁଭାରମ୍ଭ କରିଛନ୍ତି । ଏଣିକି ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ମୋବାଇଲ୍ ଆପ୍ଲିକେଶନ୍ ମାଧ୍ୟମରେ ମନି ଟ୍ରାନ୍ସଫରର…

ପ୍ରଥମ ଦିନରେ ଗୃହରେ ହଟ୍ଟଗୋଳ; କକ୍ଷତ୍ୟାଗ କଲା ବିଜେପି, ପୋଡିୟମ ତଳେ କଂଗ୍ରେସର ଧାରଣା

ଭୁବନେଶ୍ୱର:ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ଅଧିବେଶନ ଆରମ୍ଭରୁ ବିରୋଧୀ କରିଛନ୍ତି ଗୃହରେ ହଟ୍ଟଗୋଳ । ରାଜ୍ୟପାଳଙ୍କ ଅଭିଭାଷଣକୁ ବିଜେପି ପ୍ରତିବାଦ କରି କକ୍ଷତ୍ୟାଗ କରିଥିବାବେଳେ କଂଗ୍ରେସ ପୋଡିୟମ ତଳେ ପ୍ରତିବାଦ ଜଣାଯାଇଛି । ଆଜି ବଜେଟ ଅଧିବେଶ ଆରମ୍ଭ ହେବାକ୍ଷଣି…

ବାଲେଶ୍ୱରରେ ପ୍ରତିଷ୍ଠା ହେବ ଇଏସଆଇସି ହସ୍ପିଟାଲ

ଓଡ଼ିଶା ସମ୍ବାଦ ବ୍ୟୁରୋ : ବାଲେଶ୍ୱରରେ ୧୦୦ ବେଡ ବିଶିଷ୍ଟ ଇଏସଆଇସି ହସ୍ପିଟାଲ ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ ମିଳିଛି। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପିନ୍ଦର ଯାଦବ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ଦେଶର ୭ଟି ରାଜ୍ୟରେ ୭ଟି ଇଏସଆଇସି ହସ୍ପିଟାଲ ପ୍ରତିଷ୍ଠା ହେବ…

ଗୋପାଳର ମାନସିକ ଅସୁସ୍ଥତାକୁ ଗୁରୁତ୍ୱ ଦେଉନଥିଲା ପୋଲିସ: ରିପୋର୍ଟ

ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ତଥା ବହିଷ୍କୃତ ଏଏସଆଇ ଗୋପାଳ ଦାସ ମାନସିକ ରୋଗରେ ଆକ୍ରାନ୍ତ ଥିବାରୁ ଛୁ଼ଟି ଦରଖାସ୍ତ ଦେଇଥିଲା। ଦରଖାସ୍ତ ଆବେଦନ ସମୟରେ ଡାକ୍ତରଙ୍କ ପ୍ରେସକ୍ରିପସନ ବି ଗୁନ୍ଥିଥିଲା। କିନ୍ତୁ ସେତେବେଳର ଝାରସୁଗୁ଼ଡା ଏସପି ଏହାକୁ ଅଣଦେଖା…

ବାବୁସାନଙ୍କ ପତ୍ନୀ ତୃପ୍ତି ଓ ପ୍ରକୃତି ମିଶ୍ର ବିବାଦ; ପୁନଃ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର : ଅଭିନେତା ବାବୁସାନ ମହାନ୍ତିଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ବିବାଦ ମାମଲାରେ ପୁନଃ ତଦନ୍ତ ହେବ। ଦୁଇ ମାସ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ଶ୍ୱଶୁର ଲଳିତ…

ଭଉଣୀ ହତ୍ୟାର ପ୍ରତିଶୋଧ ନେବାକୁ ଅନୁପ ସାଏଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିଲେ କନେଷ୍ଟବଳ!

ଝାରସୁଗୁଡା: ବ୍ରଜରାଜନଗରର ପୂର୍ବତନ ବିଧାୟକ ତଥା କଳ୍ପନା ଦାସ ଓ ତାଙ୍କ ଝିଅ ପ୍ରଭାତୀ ଦାସଙ୍କୁ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ନିକଟରେ ଜାମିନରେ ଖଲାସ ହୋଇଥିବା ଅନୁପ ସାଏଙ୍କୁ ହତ୍ୟା କରିବାକୁ ଯୋଜନା ହୋଇଥିଲା। ନିକଟରେ ଝାରସୁଗୁଡାର ଜଣେ କନେଷ୍ଟବଳ ଅନୁପଙ୍କୁ ହତ୍ୟା…

କମ୍ପିବ ବଜେଟ୍ ଅଧିବେଶନ, ଆସନ୍ତା ୨୪ରେ ଆସିବ ରାଜ୍ୟ ବଜେଟ୍‌

ଭୁବନେଶ୍ୱର :  ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ । ଗୃହରେ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ । ଆଇନଶୃଙ୍ଖଳା, ଚାଷ ଓ ଚାଷୀ ଏବଂ ବେକାରୀ ସମସ୍ୟା ପ୍ରସଙ୍ଗ ଉଠାଇ ବିରୋଧୀ ସରକାରଙ୍କୁ ଘେରିବେ । ସେପଟେ ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ଶାସକ ଦଳ ବି ପ୍ରସ୍ତୁତ ।…

ଦିବ୍ୟଶଙ୍କର ମିଶ୍ର ଦ୍ବିତୀୟ ବିବାହ କରିବେ

ଭବାନୀପାଟଣା: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବିବାଦୀୟ ହୋଇପଡ଼ିଥିବା କଳାହାଣ୍ଡି ଜୁନାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦ୍ବିତୀୟ ବିବାହ କରିବେ। ନିଜ ଦ୍ବିତୀୟ ବିବାହ ବାବଦରେ ଦିବ୍ୟଶଙ୍କର ଗଣମାଧ୍ୟମକୁ ସୁନିଶ୍ଚିତ…

ନବନିଯୁକ୍ତ ଅଧ୍ୟାପକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ସର୍ବଭାରତୀୟ ସ୍ତର ପରୀକ୍ଷା ପାଇଁ ପିଲାଙ୍କୁ ପ୍ରସ୍ତୁତ କର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବ ନିଯୁକ୍ତ ଅଧ୍ୟାପକମାନଙ୍କୁ ଆହ୍ୱାନ କରି କହିଛନ୍ତି, ଛାତ୍ରଛାତ୍ରୀ କିଭଳି ଜାତୀୟ ସ୍ତର ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ ପ୍ରାୟସ କରନ୍ତୁ। ଯୁବ ଗୋଷ୍ଠୀଙ୍କ ଭବିଷ୍ୟତ ଆପଣଙ୍କ ହାତରେ। ନବ ନିଯୁକ୍ତ ଅଧ୍ୟାପକମାନେ ସମସ୍ତେ ଶିକ୍ଷା…

ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନରେ ବସିଛନ୍ତି ଶତାଧିକ ଆୟୁଷ ଡାକ୍ତର

ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବିରେ ରାଜ୍ୟ ସରକାରଙ୍କ ଖାମଖିଆଲି ମନୋଭାବକୁ ବିରୋଧ କରି ଶତାଧିକ ଆୟୁଷ (ଆୟୁର୍ବେଦ) ଡାକ୍ତରମାନେ ସୋମବାର ଭୁବନେଶ୍ୱର ଲୋୟର ପିଏମଜି ଛକରେ ଧାରଣା ଦେଇଛନ୍ତି। ରାଜ୍ୟ ଆରବିଏସ୍କେ ଆୟୁଷ ଡାକ୍ତର ସଙ୍ଘ ବ୍ୟାନରରେ ଏକ ରାଲି କରିଥିଲେ। ଶୋଭାଯାତ୍ରା କରି ଲୋୟର…