Latest Odisha News

BREAKING NEWS

Browsing Category

ଓଡିଶା

Odisha

୭୦୦ ଲୋକଙ୍କୁ ଗୋଟିଏ ନଳକୂପ, ଅଚଳକୁ ସଜାଡ଼ୁନି ପ୍ରଶାସନ

ଜୟପୁର: ଖରା ଆରମ୍ଭ ହେଲାଣି ହେଲେ ପ୍ରଶାସନର ନିଘା ନାହିଁ । ମାସ ମାସ ଧରି ନଳକୂପ ଅଚଳ ହୋଇ ପଡ଼ିଥିଲେ ବି ମରାମତି ହେଉନି । ଫଳରେ ଲୋକେ କିଲୋ କିଲୋ ମିଟର ଚାଲି ଚାଲି ଯାଇ କୂଅ ଓ ପୋଖରି ପାଣି ପିଉଛନ୍ତି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ଗ୍ରୀଷ୍ମ ଆରମ୍ଭରୁ ଦେଖା ଦେଇଛି ଜଳକଷ୍ଟ ।…

ଡ୍ରାଇଭର ମହାସଂଘ ନିଷ୍ପତ୍ତି: ସରକାର ଘୋଷଣା ନ କଲା ଯାଏ ଆନ୍ଦୋଳନ ଜାରି ରହିବ

ଭୁବନେଶ୍ୱର: ଡ୍ରାଇଭର ମହାସଂଘର ତୃତୀୟ ଦିନରେ ପହଞ୍ଚିଛି । ଆଜି ଡ୍ରାଇଭର ମହାସଂଘ ଆନ୍ଦୋଳନରୁ ଓହରିବ ବୋଲି ଆଶା କରାଯାଉଥିଲା।   ଗତକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ମହାସଂଘର ଏକ ବୈଠକ ବସିଥିଲା ।  ସରକାର ତିନି ମାସରେ ଦାବି ଗୁଡ଼ିକର ସମାଧାନ ପାଇଁ ପ୍ରତିଶ୍ରୁତ…

ନିଷ୍ପତ୍ତିରୁ ଓହରିଲେ ଘରୋଇ ବସ ମାଲିକ ସଂଘ; ସ୍ୱାଭାବିକ ହେଲା ବସ ଚଳାଚଳ

ଭୁବନେଶ୍ୱର: ନିଷ୍ପତ୍ତିରୁ ଓହରିଛନ୍ତି ଘରୋଇ ବସ ମାଲିକ ସଂଘ । ଫଳରେ ରାଜ୍ୟରେ ବସ ଚଳାଚଳ ସ୍ୱାଭାବିକ ହୋଇଛି । ବସ ଚଳାଚଳ ବନ୍ଦ କରିବେ ନାହିଁ ବୋଲି ଘରୋଇ ବସ୍ ମାଲିକ ସଂଘ  ସୂଚନା ଦେବା ପରେ ଏକ ବଡ ସମସ୍ୟା ଟଳି ଯାଇଛି । ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ…

ଶିଶୁପାଳଗଡ଼ ଓ ପାରାଭାଡ଼ି ଐତିହ୍ୟର ସୁରକ୍ଷା ଲାଗି କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ସଂରକ୍ଷିତ ସ୍ଥାନ ଖୋର୍ଦ୍ଧା ଜିଲ୍ଲାର ଶିଶୁପାଳଗଡ଼ରେ ବ୍ୟାପକ ଖନନ ଓ ନିର୍ମାଣ କାର୍ଯ୍ୟ ଚାଲିଛି ।  ସୁରକ୍ଷା ଦୃଷ୍ଟିରୁ ଏହାକୁ ବନ୍ଦ କରିବା  ଦରକାର । ଏଥିପାଇଁ ପଦକ୍ଷେପ ନେବା ଲାଗି ଏଏସଆଇ ଓ ରାଜ୍ୟ ସରକାରଙ୍କୁ…

ଗାଁ ପୋଖରୀରେ ସାଙ୍ଗ ହୋଇ ଗାଧୋଉଥିଲେ, ସାଙ୍ଗ ହୋଇ ଚାଲିଗଲେ ଦୁଇ ନାବାଳକ

ନୂଆପଡ଼ା: ସାଙ୍ଗ ହୋଇ ଗାଁ ପୋଖରୀକୁ ଯାଇଥିଲେ ଦୁଇ ସାଙ୍ଗ । ଯେମିତି ସାଙ୍ଗ ହୋଇ ଯାଇଥିଲେ ସେମିତି ସାଙ୍ଗ ହୋଇ ଚାଲିଗଲେ ସବୁଦିନ ପାଇଁ  ।  ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଚଉଁରା ଗାଁରୁ ଆସିଛି ଏପରି ଦୁଃଖଦ ଖବର । ଗାଁର ଝରନି ପୋଖରୀକୁ ଗାଧୋଇବାକୁ ଯାଇ ଦୁଇ ନାବାଳକଙ୍କର ମୃତ୍ୟୁ…

କୋଣାର୍କ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ଓ ମରାମତି ମାମଲାର ଶୁଣାଣି ଘୁଞ୍ଚିଲା

କଟକ: କୋଣାର୍କ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ଓ ମରାମତି ମାମଲାର ଶୁଣାଣି ଘୁଞ୍ଚିଲା। ହାଇକୋର୍ଟ ମାମଲାର ଶୁଣାଣିକୁ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଗୁରୁବାର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି…

ନଭେମ୍ବର ସୁଦ୍ଧା ୯ ମାଓପ୍ରବଣ ଜିଲ୍ଲାକୁ 4G ସେବା

ଭୁବନେଶ୍ୱର: ରାଜ୍ୟର ମାଓପ୍ରବଣ ଜିଲ୍ଲାରେ ଚଳିତ ବର୍ଷ ଶେଷ ସୁଦ୍ଧା 4G ସେବା ଯୋଗାଇ ଦିଆଯିବ। ନେଭେମ୍ବର ମାସ ଶେଷ ସୁଦ୍ଧା ୯ଟି ମାଓପ୍ରବଣ ଜିଲ୍ଲାକୁ 4G ସେବା ଯୋଗାଇ ଦିଆଯିବ ବୋଲି ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି।…

ଘର ଆଗରେ ଲେଖା ହୋଇଛି ଟ୍ରଷ୍ଟ, ଭିତରେ କିନ୍ତୁ ଚାଲିଥିଲା ସେକ୍ସରାକେଟ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ନାଗେଶ୍ୱର ଟାଙ୍ଗୀ ଅଞ୍ଚଳରୁ ଏକ ସେକ୍ସ ରାକେଟ ଠାବ ହୋଇଛି। ଘର ଆଗାରେ ସାଇବାବା ଟ୍ରଷ୍ଟ ଲେଖାହୋଇଥିଲା। କିନ୍ତୁ ଗୁରୁବାର ସଂଧ୍ୟାରେ ଲିଙ୍ଗରାଜ ପୋଲିସ ଘର ଭିତରେ ଅତର୍କିକ ଚଢାଉ କରିବା ପରେ ସେକ୍ସ ରାକେଟ ଧରାପଡ଼ିଛି। ଏହି ମାମଲାରେ ପୋଲିସ ୩ ଜଣଙ୍କୁ…

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଅପହରଣ ଉଦ୍ୟମ, ବ୍ଲେଡରେ ଆକ୍ରମଣ ସତ୍ତ୍ବେ ଖସିଆସିଲେ

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଅପହରଣ ଉଦ୍ୟମ ବେଳେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ ହୋଇଛି।ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପହରଣର ଶିକାର ଛାତ୍ରୀ ସ୍ଥାନୀୟ ଅଞ୍ଚଳର ମାଛ ବ୍ୟବସାୟୀ ପଦ୍ମନାଭ ସେଠୀଙ୍କ…