Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ଝଡ଼ବର୍ଷା ସହ ବିଜୁଳି ଘଡ଼ଘଡ଼ି ଚେତାବନୀ

ଭୁବନେଶ୍ୱର: ରାଜ୍ୟରେ ଗରମ ଓ ଗୁଳିଗୁଳିରୁ ତ୍ରାହି ମିଳିବାକୁ ଥିବା ବେଳେ ଏବେ କାଳବୈଶାଖୀ ବଡ଼ ବିପତ୍ତି ଆଣିବାକୁ ଯାଉଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଜୁନ୍ ୨୪ ତାରିଖ ପର୍ଯ୍ୟନ୍ତ ସମଗ୍ର ଓଡ଼ିଶାରେ କାଳବୈଶାଖୀର ପ୍ରକୋପ ଜାରି ରହିବ।…

‘ରେଡ୍ ଫ୍ଲାଗ୍’ ଅନ୍ତର୍ଭୁକ୍ତ ହେବ ରାୟଗଡ଼ା ଭିଡ଼ ହିଂସା ଘଟଣା…

ରାୟଗଡା: ରାୟଗଡା ଜିଲ୍ଲା ପୋଲିସ କଲ୍ୟାଣସିଂହପୁରରେ ସମ୍ପ୍ରତି ଘଟିଥିବା ଭିଡ଼ ହିଂସାକି 'ରେଡ୍ ଫ୍ଲାଗ୍' ଅନ୍ତର୍ଭୁକ୍ତ କରିବାକୁ ଯୋଜନା କରୁଛି। ଯେଉଁଠାରେ ଦୁଇଜଣ ଏନଜିଓ ଇଣ୍ଟର୍ନଙ୍କୁ ପିଲା ଚୋର ଭାବି ନିର୍ମମ ଭାବରେ ଆକ୍ରମଣ କରାଯାଇଥିଲା। ରାୟଗଡା ପୋଲିସ ଅଧିକ୍ଷକ ରାଜ ପ୍ରସାଦ…

ରାଉରକେଲା-ଗୁଣପୁର ରାଜାରାଣୀ ଏକ୍ସପ୍ରେସରେ ଶିଶୁପୁତ୍ର ଜନ୍ମ

କଟକ: ରାଉରକେଲା-ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସରେ ରବିବାର ଦିନ ଟ୍ରେନ ଯାତ୍ରା ସମୟରେ କଟକରେ ଜଣେ ଗର୍ଭବତୀ ମହିଳା ଯମଜ ଶିଶୁକୁ ଜନ୍ମ ଦେଇଛନ୍ତି। ସୂଚନା ଅନୁଯାୟୀ, ମହିଳା ଜଣକ କଟକ ରେଳ ଷ୍ଟେସନରେ ପହଞ୍ଚିବା ପରେ ପ୍ରଥମ ଶିଶୁକୁ ଏବଂ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ…

Puri Temple:ଶ୍ରୀମନ୍ଦିରରୁ ଧରାପଡିଲେ ଫେକ୍ ଆର୍ମି ଅଫିସର

ପୁରୀ:ପୁରୀ ଶ୍ରୀମନ୍ଦିରରେ ସୁରକ୍ଷାକୁ ନେଇ ପୁଣି ଉଠିଛି ପ୍ରଶ୍ନ । ଶ୍ରୀମନ୍ଦିର ଭିତରୁ ଫେକ୍ ଆର୍ମି ଧରା ପଡିଛନ୍ତି । ଆର୍ମି ଅଫିସର ପରିଚୟ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରିଛି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ । ଆର୍ମି ୟୁନିଫର୍ମ ସହ କାନ୍ଧରେ ଅଶୋକ…

ନ୍ୟାୟ ମାଗି ନିରାଶ ହେଲେ ଯୁବକ!ଥାନା ଆଗରେ ଜୀବନ ହାରିଲେ

ମୟୂରଭଞ୍ଜ:ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା। ଯୁବକ ଜଣକ ହେଲେ କାମତା ଗାଁର ଦୀପକ କୁମାର ବାରିକ । ବେକରେ ଗାମୁଛା ଲଗାଇ କୁଳିଅଣା ଥାନା ନିକଟରେ ଏକ ପରିତ୍ୟକ୍ତ ଘରୁ ତାଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କରି ପ୍ରଥମେ କୁଳିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟ…

ସକାଳୁ ଦୁଇଟି ସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା; ଚାଲିଗଲା ଜୀବନ

ଭୁବନେଶ୍ବର:ରାଜ୍ୟର ପୃଥକ ପୃଥକ ସ୍ଥାନରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଗଞ୍ଜାମ ଜିଲ୍ଲା ଆସ୍କା ଗୁଣ୍ଠପୋଡ଼ା ଅଞ୍ଚଳରେ ରାସ୍ତା ଅତିକ୍ରମ କରୁଥିବାବେଳେ ଜଣେ ଭିନ୍ନକ୍ଷମ ବୃଦ୍ଧଙ୍କୁ ଏକ ଯାତ୍ରୀବାହୀ ବସ୍‌ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ବୃଦ୍ଧ ଜଣକ ପ୍ରାଣ ହରେଇଛନ୍ତି…

CM Performs Yoga: “ମୋବାଇଲ୍ ଛାଡ଼, ମ୍ୟାଟ୍ ଧର”, ଅନ୍ତର୍ଜାତୀୟ ଯୋଗ ଦିବସରେ ଯୁବପିଢିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ…

ଭୁବନେଶ୍ୱର: ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳୁଛି ବିଶ୍ବ । ସବୁଠି ଜମିଛି ଯୋଗର ଆସର । ଏହି ଅବସରରେ ଯୁବପିଢ଼ି ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଯୋଗାଭ୍ୟାସକୁ ଦୈନନ୍ଦିନ ଜୀବନର ଅଂଶ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଭୁବନେଶ୍ୱରର କଳିଙ୍ଗ…

Compressed Bio-Gas: ଭୁବନେଶ୍ୱରରେ ୧୭୫ କୋଟିର ବାୟୋ-ଗ୍ୟାସ ପ୍ଲାଣ୍ଟ, ଅଳିଆରୁ ବାହାରିବ ସବୁଜ ଇନ୍ଧନ!

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅଳିଆ ଆବର୍ଜନାରୁ ସବୁଜ ଶକ୍ତି ଉତ୍ପାଦନ ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭର୍ଚୁଆଲ ମାଧ୍ୟମରେ ଭୁବନେଶ୍ୱରର ମେହେରପଲ୍ଲୀଠାରେ ନିର୍ମାଣ ହେବାକୁ ଥିବା ୩୦୦ ଟନ୍ କ୍ଷମତା ବିଶିଷ୍ଟ କମ୍ପ୍ରେସଡ୍…

PM-KISAN ସହାୟତା, ଓଡ଼ିଶାର ୩୪ ଲକ୍ଷ ଚାଷୀଙ୍କ ଖାତାକୁ ଆସିଲା ୬୯୨ କୋଟି ଟଙ୍କା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୩ତମ କିସ୍ତି ଅଧୀନରେ ଶନିବାର ଓଡ଼ିଶାର ପ୍ରାୟ ୩୪ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୬୯୨ କୋଟି ଟଙ୍କାରୁ ଅଧିକ ସହାୟତା ରାଶି ପଠାଯାଇଛି। ପଶ୍ଚିମବଙ୍ଗର ତାରକେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ…

RE-NEET UG 2026: କଡା ସୁରକ୍ଷା ମଧ୍ୟରେ ଆଜି ପୁଣି ନିଟ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ, ପଢନ୍ତୁ ଟିକିନିଖି ଅପଡେଟ୍…

ନୂଆଦିଲ୍ଲୀ: ଆଜି ସାରା ଦେଶରେ NEET UG 2026 ପୁନଃପରୀକ୍ଷା ଅନୁଷ୍ଠିତ ହେଉଛି। ପରୀକ୍ଷା ଅପରାହ୍ଣ ୨ଟାରୁ ଆରମ୍ଭ ହେବାକୁ ଥିବା ବେଳେ ସକାଳୁ ସକାଳୁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଭିଡ଼ ଲାଗିଛି। ଆଜି ଅପରାହ୍ନରେ ହେବାକୁ ଥିବା NEET-UG ପୁନଃପରୀକ୍ଷାରେ ଯୋଗଦେବା ପାଇଁ…