Latest Odisha News

BREAKING NEWS

Browsing Category

ଓଡିଶା

Odisha

ନବ ଦାସ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ପାଇଖାନାରୁ କାଗଜ ବାହାର କରି ନୂଆ ତାମସା କରୁଛି କହିଲା ବିଜେପି

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀ ରାଜରାସ୍ତାରେ ଗୁଳି କରି ହତ୍ୟା କରିବା ଘଟଣାରେ ପୋଲିସ ଡିଜିଙ୍କ ବୟାନକୁ ନିନ୍ଦା କରିଛି ରାଜ୍ୟ ବିଜେପି। ଏଥିସହ ରାଜ୍ୟ ସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ନଦେଇ କ୍ରାଇମବ୍ରାଂଚକୁ ତଦନ୍ତ ଭାର…

ବାଲି ମାଫିଆଙ୍କ ବେଆଇନ୍ ଇଟାଭାଟିରେ ବୁଲିଲା ବୁଲଡୋଜର

ବାଲେଶ୍ୱର: ବାଲି ମାଫିଆଙ୍କ ଦ୍ୱାରା ଉପଜିଲ୍ଲାପାଳ ଆକ୍ରମଣର ଶିକାର ହୋଇ ଲହୁଲୁହାଣ ହେବା ପରେ ଆକ୍ସନ ମୋଡରେ ବାଲେଶ୍ୱର ପ୍ରଶାସନ। ଏହି ଆକ୍ରମଣ ଘଟଣାରେ ପୋଲିସ ୧୧ ଜଣଙ୍କୁ ଗିରଫ କରିବା ପରେ ବେଆଇନ୍ ଇଟା ଭାଟିରେ ଚଢାଉ କରି ଇଟାଭାଟିର ଚିମିନି ଭାଙ୍ଗି ଦେଇଛି ପ୍ରଶାସନ। ଜିଲ୍ଲାରେ…

ପାଇପ ଲାଇନ୍ ବିସ୍ଫୋରଣରୁ ଦୁଇ ଶ୍ରମିକଙ୍କ ମୃତ୍ୟୁ, ତିନି ଗୁରୁତର

ନୟାଗଡ: ଶନିବାର ମଧ୍ୟାହ୍ନରେ ପାଇପ୍ ଲାଇନ୍ ବିଛାଇବା ବେଳେ ଦୁର୍ଘଟଣା ଘଟିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ନୟାଗଡ଼ ଇଟାମାଟି ଥାନା ଅନ୍ତର୍ଗତ ସୁନାଲାଟି ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି।ମୃତକମାନେ ହେଲେ ସୋନୁ ଓ ବିଜୟ ଗାଙ୍ଗୁଲି।…

ନବ ଦାସ ହତ୍ୟା ମାମଲା: ଅଭିଯୁକ୍ତର ମାନସିକ ପରୀକ୍ଷା କରୁଛି ସିଏଫଏସଏଲ ଟିମ୍

ଝାରସୁଗୁଡା: ନବକିଶୋର ଦାସଙ୍କୁ ହତ୍ୟା ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ପାଇଥିବା ଅଭିଯୁକ୍ତର ୨୨ ଖଣ୍ଡ କାଗଜ ଖଣ୍ଡକୁ ଶନିବାର ପରୀକ୍ଷା ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଇଛି। ଯାହା ଝାରସୁଗୁଡ଼ା ବିମାନ ବନ୍ଦର ଥାନାରେ ଥିବା ପାଇଖାନା ଟାଙ୍କିରୁ ଜବତ ହୋଇଥି। ଆଉ ଏହି…

ଗହଣା ଦୋକାନରୁ ସୁନା ଅଳଙ୍କାର ନେଇ ଅନଲାଇନରେ ଗେମ୍‌ ଖେଳିଦେଲେ ଆସିଷ୍ଟାଣ୍ଟ ମ୍ୟାନେଜର୍‌

ବ୍ରହ୍ମପୁର: ବ୍ରହ୍ମପୁର ସହର ସାନବଜାର ସ୍ଥିତ ଏକ ଜୁଏଲର୍ସ ସୋ’ରୁମରୁ ୩୩ ଲକ୍ଷ ୩୮ ହଜାର ଟଙ୍କାର ସୁନା ଗହଣା ଗାଏବ ହୋଇଯାଇଛି। ଏହି ସୋ’ରୁମରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ସୀମାଞ୍ଚଳ ପାତ୍ର ଏହି ସୁନା ଅଳଙ୍କାର ନେଇଥିବା ନେଇ ବଡ଼ବଜାର ଥାନାରେ ଅଭିଯୋଗ ହୋଇଛି। ଏହି ସୁନା…

ବ୍ରହ୍ମପୁରରେ ଗୋପାଳ ଓ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ

ବ୍ରହ୍ମପୁର: ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରିଥିବା ପୂର୍ବତନ ଏଏସଆଇ ଗୋପାଳ ଦାସଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ଚାଲିଛି। କ୍ରାଇମବ୍ରାଞ୍ଚ ଟିମ ଏମକେସିଜି ମେଡିକାଲ ପରିସରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାକୁ ଯାଇ ଗୋପାଳ ଓ ତାଙ୍କ ପରିବାର ଲୋକଙ୍କ ନାଁରେ…

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା: ପୁଣି ୪ ଦିନିଆ ରିମାଣ୍ଡରେ ଅଭିଯୁକ୍ତ

ଝାରସୁୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ଗୋପାଳ ଦାସର ୪ ଦିନ  ରିମାଣ୍ଡ ଶେଷ ହେଇଛି । ଆଜି ପୁଣି ତାଙ୍କୁ ରିମାଣ୍ଡରେ ନେବା ପାଇଁ  କ୍ରାଇମବ୍ରାଞ୍ଚ କୋର୍ଟରେ ଆବେଦନ କରିଥିଲା । ଗୋପାଳ ଦାସଙ୍କୁ ଆଉ ୪ ଦିନ ରିମାଣ୍ଡ ନେବା ପାଇଁ  କୋର୍ଟ …

କାୟା ବିସ୍ତାରୁଛି ଧଳାଜହର

ପୁରୀ : କାୟା ବିସ୍ତାରୁଛି ଧଳାଜହର ବ୍ୟବସାୟ । ବ୍ରାଉନସୁଗାର କବଜାରେ ଶ୍ରୀକ୍ଷେତ୍ର ।ପୋଲିସ ହାତରେ ଧରାପଡୁଛି ଗୋଟିଏ ପରେ ଗୋଟିଏ ଗ୍ୟାଙ୍ଗ । ହେଲେ ଅପରାଧର ମୂଳଚେର ପାଖରେ ପହଞ୍ଚିପାରୁନି ପୋଲିସ । ପୁରୀରୁ ଜବତ ହେଲା ୨୫ ଲକ୍ଷ ଟଙ୍କାର ଧଳା ଜହର। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି…

କୋରାପୁଟ ଗସ୍ତରେ ୫ଟି ସଚିବ ଭି.କେ ପଣ୍ଡିଆନ୍

କୋରାପୁଟ: କୋରାପୁଟ ଜିଲା ଗସ୍ତରେ ୫ଟି ସଚିବ ଭି.କେ ପଣ୍ଡିଆନ୍। ଗତ କାଲି ବୈପାରିଗୁଡା ବ୍ଲକର ପ୍ରସିଦ୍ଧ ଶୈବ ପୀଠ ପରିଦର୍ଶନ କରିବା ପରେ ଆଜି ବୋରିଗୁମ୍ମା ବ୍ଲକ ଗସ୍ତ କରଛନ୍ତି। ଦକ୍ଷିଣ ଓଡ଼ିଶାର ସବୁଠାରୁ ପୁରାତନ  ନାରାୟଣପାଟଣା ଜଗନ୍ନାଥ ମନ୍ଦିର ଆସି ସେଠାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ…

ଜୟ ନାରାୟଣଙ୍କ ପ୍ରଶ୍ନ: ଗୁରୁତର ମନ୍ତ୍ରୀଙ୍କୁ ଏୟାର ଲିଫ୍ଟିଂ ବେଳେ ଅକ୍ସିଜେନ, ରକ୍ତ ଦିଆ ଯାଇଥିଲା କି ?

ଭୁବନେଶ୍ୱର: ନବ ଦାସ ହତ୍ୟା ଘଟଣାରେ ପୁଣି ସରକାର ଏବଂ ପୋଲିସ ପ୍ରଶାସନ ଉପରେ ବର୍ଷିଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର । ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀଙ୍କୁ ଗୃହ ବିଭାଗର ଜଣେ ପୋଲିସ ଅଧିକାରୀ ଗୁଳି କରି ହତ୍ୟା କରିବା କିଛି ଛୋଟ କଥା ନୁହେଁ ବୋଲି କହିଛନ୍ତି ବିରୋଧୀ ଦଳ…