Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜଙ୍ଗଲରେ ନିଆଁ । ହୁତୁହୁତୁ ହୋଇ ଜଳୁଛି ଶହ ଶହ ଏକର ଜଙ୍ଗଲ

ଢେଙ୍କାନାଳ: ଜଙ୍ଗଲରେ ନିଆଁ । ହୁତୁହୁତୁ ହୋଇ ଜଳୁଛି ଶହ ଶହ ଏକର ଜଙ୍ଗଲ। ଖରାଦିନ ନହେଉଣୁ ଜଙ୍ଗଲରେ ଏବେଠୁ ଲାଗିଲାଣି ନିଆଁ । ଗୋଟିଏ ସ୍ଥାନରେ ନିଆଁ ଲାଗି ତାହା ଧୀରେ ଧୀରେ ସମଗ୍ର ଜଙ୍ଗଲରେ ବ୍ୟାପିବାରେ ଲାଗିଲାଣି । ଏମିତି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ…

ଓଡ଼ିଆ ଫିଲ୍ମକୁ ବିଶ୍ୱରେ ମିଳିଲା ସ୍ୱତନ୍ତ୍ର ପରିଚୟ : ବାବୁସାନ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଓ ଲୋକାଦୃତ ଓଡ଼ିଆ ଫିଲ୍ମ ‘ଦମନ' ହିନ୍ଦୀ ଭାଷାରେ ମୁକ୍ତିଲାଭ ପରେ ଆଜି ଅପରାହ୍ନରେ ଓଡ଼ିଶା ଫେରିଛନ୍ତି ପୁରା ଦମନ ଫିଲ୍ମର ଟିମ୍ । ଅଭିନେତା ବାବୁଶାନ ଓ ଦମନ ଟିମ୍‌କୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସମ୍ୱର୍ଦ୍ଧନା ଦିଆଯାଇଛି ।…

ଅଧିକାରୀଙ୍କ ଅବହେଳା ଯୋଗୁଁ NMMS ପରୀକ୍ଷାରୁ ବଞ୍ଚିତ ହେଲେ ମେଧାବୀ ଛାତ୍ରୀ

କାମାକ୍ଷାନଗର : ଜାତୀୟ ସ୍ତରରେ ଆୟୋଜିତ ହେବାକୁ ଥିବା NMMS ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି ଜଣେ ମେଧାବୀ ଛାତ୍ରୀ  । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ସରାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ଶର୍ମିଷ୍ଠା ସୁପ୍ରାଜ ଭୂୟାଁ । ଚଳିତ ବର୍ଷ ଫେବୃଆରୀ…

ମିଳିଛି ପଟ୍ଟା ହେଲେ ହଜିଯାଇଛି ଜମି

ସୁବର୍ଣ୍ଣପୁର : ବିସ୍ଥାପିତଙ୍କ ଜମି ଚିହ୍ନଟ ହେଉନଥିବା ଅଭିଯୋଗ । ୨୦୧୩ରେ ବିସ୍ତଥାପିତଙ୍କୁ ମିଳିଥିଲା ପଟ୍ଟା  । ହେଲେ ଆଜିଯାଏଁ ଚିହ୍ନଟ ହୋଇନି ଜମି  । ତେଣୁ ଆଜି କହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଗାଁ ଲୋକେ  । ସରକାର ଗରିବ, ବିସ୍ଥାପିତ ଓ ଭୂମିହୀନ…

ପାଇଖାନା ଟାଙ୍କି କାଗଜ ପରେ ଏବେ ଡାଏରୀରୁ ହତ୍ୟା ସୁରାକ ଖୋଜିବ କ୍ରାଇମବ୍ରାଞ୍ଚ

ଝାରସୁଗୁଡା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା ଦିନକୁ ଦିନ ଅଡୁଆ ସୁତା ପରି ଗୁଡେଇ ହୋଇଯାଉଛି । ଯେତେ ଫିଟାଇଲେ ସେତେ ଗଣ୍ଠି ବାହାରୁଛି । ଦିନକୁ ଦିନ ସାମ୍ନାକୁ ଆସୁଛି ଚମକାଇ ଦେବା ପରି ଘଟଣା । ଅଭିଯୁକ୍ତ ଗୋପାଳ ଅଳ୍ପ ଅଳ୍ପ କହୁଛନ୍ତି ।  ତାଙ୍କର ଗୋଟିଏ ଗୋଟିଏ…

ବିଧାୟକଙ୍କୁ ଘାରିଲା PSO ଭୟ : ଜୟ ନାରାୟଣଙ୍କ ପରେ ସୌମ୍ୟ ଉଠାଇଲେ ପ୍ରଶ୍ନ

ଭୁବନେଶ୍ୱର: କ୍ଷମତାରେ ଥିବା ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ  ନବ ଦାସଙ୍କୁ ASI ଗୁଳି କରି ହତ୍ୟା କରାଯିବା ଘଟଣା  ନେଇ ସାରା ରାଜ୍ୟରେ ଖାଲି ଚର୍ଚ୍ଚା ନୁହେଁ ଭୟର ବାତାବରଣ ସୃଷ୍ଟି କରିଛି । ବିଶେଷ କରି ଏହି ଘଟଣା ବିଧାୟକମାନଙ୍କ ମନରେ ଛନକା ଭରି ଦେଇଛି । ଜଣେ ଜନ ପ୍ରତିନିଧିଙ୍କର…

ପାଳିତ ହେଉଛି ବିଶ୍ୱ କର୍କଟ ଦିବସ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ କର୍କଟ ଦିବସ । କେବଳ ରାଜ୍ୟ ନୁହେଁ ସାରା ଦେଶରେ ମାରାତ୍ମକ ରୋଗ ସାଜିଛି କର୍କଟ । ହୃଦ୍‌ରୋଗ ଓ ଦୁର୍ଘଟଣା ପରେ ଏବେ ପ୍ରମୁଖ ରୋଗ ଭାବେ ଉଭା ହୋଇଛି କର୍କଟ ରୋଗ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ବିଶ୍ୱରେ ସର୍ବାଧିକ ପ୍ରତି ୬ ଜଣରେ ଜଣେ କ୍ୟାନସରରେ…

ଭଦ୍ରକରେ ମାତିଲେ ଲୁଟେରା, ଗାଡ଼ି ଡିକି ଭାଙ୍ଗି ନେଇଗଲେ ଟଙ୍କା ଓ ସୁନା ଗହଣା

ଭଦ୍ରକ: ଭଦ୍ରକ ଜିଲ୍ଲାରେ ମାତିଲେ ଚୋର। ଦୋକାନ ବଜାର ସହ ଗାଡ଼ି ଡିକି ଭାଙ୍ଗି ଲୁଟି ନେଉଛନ୍ତି ଟଙ୍କା ଓ ଗହଣା। ଭଦ୍ରକ ଟାଉନ ଥାନା ଅଧିନ ଚରମ୍ପା ସ୍ଥିତ ଏସ୍‌ବିଆଇ ଏଟିଏମ୍‌ ସମ୍ମୁଖରୁ ଏଭଳି ଲୁଟ ହୋଇଛି। ଚୋର ବାଇକ ଡିକି ଭାଙ୍ଗି ନଗଦ ଟଙ୍କା ସହ ୩୯ ଗ୍ରାମ ଓଜନର ସୁନା ଅଳଙ୍କାର ଚୋରି କରି…

ଚଢ଼ିଗଲା ବାଲି ବୋଝେଇ ହାଇୱା; ପୂର୍ବତନ କଂଗ୍ରେସ ବିଧାୟକଙ୍କ ମୃତ୍ୟୁ

ଯାଜପୁର: ସଡ଼କ ଦୁର୍ଘଟଣାରେ କଂଗ୍ରେସର ପୂର୍ବତନ ବିଧାୟକଙ୍କ ପରଲୋକ। ବାଇକ୍‌ରେ ଯାଉଥିବା ବେଳେ ଧକ୍କା ଦେଲା ବାଲି ବୋଝେଇ ହାଇୱା। ଯାଜପୁର ଜିଲ୍ଲା କଂଗ୍ରେସର ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସ ବାଇକ୍‌ରେ ଯାଉଥିବା ବେଳେ  ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ତାଙ୍କ ଉପରେ ଚଢ଼ିଯାଇଥିଲା। ସଦର…

ଆଜିଠୁ ଆରମ୍ଭ ଯୋରନ୍ଦା ମେଳା, ଚଳଚଞ୍ଚଳ ଢେଙ୍କାନାଳ

ଢେଙ୍କାନାଳ : ମହିମା ଧର୍ମ ପ୍ରଚାରକ ପ୍ରଭୁ ମହିମା ଅଲେଖଙ୍କ ଦେହତ୍ୟାଗ ଦିବସକୁ ବଡ଼ ଉତ୍ସାହ ସହକାରେ ପାଳନ କରାଯାଏ । ଯାହା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ନାଁରେ ପରିଚିତ । ଆଜିଠୁ ଆରମ୍ଭ ହୋଇଛି ବିଶ୍ବପ୍ରସିଦ୍ଧ ଯୋରନ୍ଦା ଯାତ୍ରା । ଦୁଇବର୍ଷ ଧରି କୋଭିଡ୍ କଟକଣା ଯୋଗୁଁ ଯୋରନ୍ଦା…