Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍ବାସ୍ଥ୍ୟ ମିଶନରେ ସାମିଲ୍ ହେଲା ଆନନ୍ଦପୁର ପୌର ପରିଷଦ ସହରାଂଚଳ

ଭୁବନେଶ୍ବର: କେନ୍ଦୁଝର ଆନନ୍ଦପୁର ପୈାର ପରିଷଦ ଜାତୀୟ ସହରାଂଚଳ ସ୍ବାସ୍ଥ୍ୟ ମିଶନରେ ସାମିଲ। ଜନସାଧାରଣଙ୍କ ସ୍ବାସ୍ଥ୍ୟ ଅବସ୍ଥାର ଦୃତ ବିକାଶ ନିମନ୍ତେ  ରାଜ୍ୟ ସରକାର ଏହି ପୈାର ପରିଷଦକୁ ଏପରି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏକି ବିଜ୍ଞପ୍ତି…

ସରିଲା ମୁକ୍ତେଶ୍ୱର ନୃତ୍ୟ ଉତ୍ସବ : ଓଡ଼ିଶୀ ନୃତ୍ୟରେ ଦୁଲୁକିଲା ମଞ୍ଚ

ଭୁବନେଶ୍ୱର : ଶେଷ ହେଲା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ । ତିନି ଦିନ ଧରି ଚାଲିଥିବା ଏହି ନୃତ୍ୟ ଉତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ଓଡ଼ିଶୀ ନୃତ୍ୟ । ସନ୍ଧ୍ୟାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଗୁରୁ…

ଆସନ୍ତା ୧୯ରୁ ସରକାରୀ ଡାକ୍ତରଖାନାରେ ଦିଆଯିବ କୋଭିଡ୍ ଟିକା

ଭୁବନେଶ୍ୱର: ବିଦେଶରେ କୋଭିଡ୍ ସଂକ୍ରମଣ ବଢ଼ୁଥିବା ବେଳେ ରାଜ୍ୟରେ ଭ୍ୟାକ୍ସିନ୍ ନଥିଲା । ଭ୍ୟାକ୍ସିନ୍ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ରାଜ୍ୟ ସରକାର ଚିଠି ଲେଖି ଅନୁରୋଧ କରିଥିଲେ । ଜାତୀୟ କୋଭିଡ୍-୧୯ ଟିକାକରଣ ଯୋଜନାରେ କେନ୍ଦ୍ର ସରକାର କୋଭିସିଲ୍ଡ ଯୋଗାଇ ଦେବାକୁ…

ଦାବି ମାନିଲେ ସରକାର; ସ୍ଥଗିତ ହେଲା ବସ ଧର୍ମଘଟ

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟବ୍ୟାପୀ ହେବାକୁ ଥିବା ଘରୋଇ ବସ ଧର୍ମଘଟ ସ୍ଥଗିତ ରଖାଯାଇଛି । ଘରୋଇ ବସ ମାଲିକ ସଂଘ ଏହି ସୂଚନା ଦେଇଛି । ୧୦ ଦଫା ଦାବି ନେଇ ଜାନୁଆରୀ ୧୭ ତାରିଖରେ ରାଜ୍ୟବ୍ୟାପୀ ବସ ଧର୍ମଘଟର ଡାକରା ଦେଇଥିଲା ଘରୋଇ ବସମାଲିକ ସଂଘ । ଏହି ଦାବି ନେଇ ସରକାରଙ୍କ…

ବିବାଦୀୟ ମୋଡ ନେଉଛି ବୋଟ ନିଖୋଜ ଘଟଣା; ୧୩ ମତ୍ସ୍ୟଜୀବୀ ୫ ଦିନ ଧରି ସମୁଦ୍ରରେ କ’ଣ କରୁଥିଲେ ?

ପାରାଦ୍ୱୀପ:  ପାରାଦ୍ଵୀପର ଦୁଇଟି ବୋଟ ନିଖୋଜ ହେବା ଘଟଣାକୁ ନେଇ  ବଢିଲା ସସପେନ୍ସ। ଦୁଇଟି ଯାକ ବୋଟ୍ ପାରାଦ୍ଵୀପ ଫେରିଥିଲେ ମଧ୍ୟ ବୋଟ୍ କର୍ମଚାରୀଙ୍କ କଥାରେ ରହୁନାହିଁ ତାଳମେଳ। ଘଟଣାର ତଦନ୍ତ ଏବେ ମତ୍ସ୍ୟ ବିଭାଗ, କୋଷ୍ଟଗାର୍ଡ ଓ ପୋଲିସ ହାତରେ।  ପାରାଦ୍ଵୀପ ମାଛଧରା ବନ୍ଦରରୁ ଦୁଇଟି…

ହର୍ଷ ଉଲ୍ଲାସରେ ଆାରମ୍ଭ ହେଲା ଖଡ଼ିଆଳ ମହୋତ୍ସବ

ନୂଆପଡ଼ା : ହର୍ଷ ଉଲ୍ଲାସରେ ଆାରମ୍ଭ ହେଲା ଖଡ଼ିଆଳ ମହୋତ୍ସବ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଝୁମିଲେ ହଜାର ହଜାର ଦର୍ଶକ । କଳା, ସାହିତ୍ୟ, ସଂସ୍କୃତି ଐତିହ୍ୟ , ପ୍ରାଚୀନ ଲୋକଗୀତ, ଲୋକନୃତ୍ୟ ର ପୁନର୍ଜିବିତ କରିବା ଉଦ୍ଦେଶ୍ୟ ନେଇ ଖଡ଼ିଆଳ ମହୋତ୍ସବ ମହା ସମାରୋହରେ ଉଦଘାଟିତ ହୋଇଯାଇଛି ।…

ମିଳିଲା ବ୍ଲକ ବକ୍ସ; ସାମ୍ନାକୁ ଆସିବ ବିମାନ ଦୁର୍ଘଟଣାର ରହସ୍ୟ

କାଠମାଣ୍ଡୁ: ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଯାଇଥିବା ବିମାନର ବ୍ଲାକ ବକ୍ସ ଉଦ୍ଧାର କରାଯାଇଛି । ଏହି ବିମାନ ଦୁର୍ଘଟଣାରେ ୭୨ ଜଣଙ୍କର ମୃତ୍ୟୁ ଘଟିଥିଲା । ସବୁକିଛି ଠିକଠାକ ଥିବବେଳେ ଅବତରଣର ମୋଟ ୧୦ ମିନିଟ ପୂର୍ବରୁ କେମିତି ଦୁର୍ଘଟଣାଗ୍ରସ୍ତ ହେଲା ଏଇ ବିମାନ? ଏହା ଏ ପର୍ଯ୍ୟନ୍ତ ଜଣା ପଡ଼ି…

ବରୁଣେଶ୍ୱର ମହୋତ୍ସବ ଉଦ୍‌ଘାଟିତ

ଯାଜପୁର : ଯାଜପୁର ବିଂଝାରପୁର ବ୍ଳକ ଅରେଇରେ ବରୁଣେଶ୍ୱର ମହୋତ୍ସବ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯୋଗ ଦେଇ ପଲିଶ୍ରୀ ମେଳାର ଉଦଘାଟନ କରିଥିଲେ। ଜିଲ୍ଲାପରିଷଦ ସଭ୍ୟ ନନ୍ଦ କିଶୋର ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି…

ଫ୍ରୋଜେନ ମଟର ବ୍ୟବସାୟ କରନ୍ତୁ..ପାଆନ୍ତୁ ୫୦ରୁ ୮୦ ପ୍ରତିଶତ ଲାଭ

ଭୁବନେଶ୍ଠର: ଶୀତଦିନେ ବଜାରରେ ଫ୍ରୋଜେନ ମଟରର ବେଶ୍ ଚାହିଦା ରହିଛି । ଏପରି ପରିସ୍ଥିତିରେ ଆପଣ ଏହି ବ୍ୟବସାୟ ଆରମ୍ଭ କରି ବହୁତ ଭଲ ରୋଜଗାର କରିପାରିବେ । ସାଧାରଣତଃ ସମସ୍ତେ ଫ୍ରୋଜନ ମଟର ତରକାରୀ ପସନ୍ଦ କରନ୍ତି । ଘରେ ଘରେ ପ୍ରିୟ ଖାଦ୍ୟ ଭାବରେ ମଟର ବ୍ୟବହୃତ ହେଉଥାଏ ।  ତେଣୁ ବଜାରରେ…

‘ମୁଁ ଚାଲି ଯାଉଛି, କାରଣ ଏହା ବୋଧେ ମୋ ପାଇଁ ଏକମାତ୍ର ରାସ୍ତା..’

ମୁଁ ଚାଲି ଯାଉଛି । କାରଣ ଏହା ବୋଧେ ମୋ ପାଇଁ ଏକମାତ୍ର ରାସ୍ତା.. । ସରି ଦିଦି । ମୁଁ ତତେ ବହୁତ ଭଲ ପାଏ । ମମି ପାପ ତତେ ଲାଗିଲେ । ସେ ମୋତେ ମିଛି କହି ବାହା ହେଲେ । ଶାରୀରିକ, ମାନସିକ, ଆର୍ଥିକ ନିର୍ଯାତନା ଦେଲେ । ମାଡ, ଗାଳି, ଭାଷା ଝଗଡା, ବ୍ଲାକେମଲ..ଆଉ ସହି ପାରୁନି ଦିଦି.. ।…