Latest Odisha News

BREAKING NEWS

Browsing Category

ଓଡିଶା

Odisha

ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକ ପକ୍ଷରୁ ୪ ହଜାର ନୂତନ ଶିଳ୍ପକୁ ବିଦ୍ୟୁତ ସଂଯୋଗ

ଭୁବନେଶ୍ୱର: ରାଜ୍ୟରେ ସେବାଯୋଗାଣ ପରଠାରୁ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକ ଏକ ଦୃଢ଼ ୧,୭୦୦ ଏମଭିଏ ବିତରଣ କ୍ଷମତା ସହିତ ପ୍ରାୟ ୪ ହଜାର ନୂତନ ଶିଳ୍ପକୁ ବିଦ୍ୟୁତ ସଂଯୋଗ ପ୍ରଦାନ କରିଛନ୍ତି । ଏହା ଓଡ଼ିଶାର ଶିଳ୍ପ ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ…

Msp For Sand: ଏଣିକି ଶସ୍ତାରେ ମିଳିବ ବାଲି; ପ୍ରଥମଥର ପାଇଁ ଲାଗୁ ହେବ ଏମଏସପି

ଭୁବନେଶ୍ଵର: ଏଥର ସାବାଡ୍ ହେବେ ବାଲି ମାଫିଆ । ଏଣିକି ବେଆଇନ ଭାବେ ବାଲି ଉତ୍ତୋଳନ କରି କେହି ବିକ୍ରି କରିପାରିବେନି । ଲିଜଧାରୀ ଆଉ ମନଇଚ୍ଛା ଦର ବଢାଇ ପାରିବେନି । ବାଲି ପାଇଁ ସରକାର ଏମଏସପି ଲାଗୁ କରିବେ । ସରକାର ନିର୍ଦ୍ଧାରିତ କରିଥିବା ଏମଏସପି ଦରରେ ହିଁ ବିକ୍ରି ହେବ ବାଲି । ଏମଏସପି…

ଓଡ଼ିଶା ରାଜ୍ୟ ଦିବସ ସମାରୋହରେ ଓଡିଶାର ନୃତ୍ୟ ଓ ସଙ୍ଗୀତରେ ବିମୋହିତ ହେଲା ବିଶ୍ଵ

ନୂଆଦିଲ୍ଲୀ: ସମୃଦ୍ଧ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହିତ ସମାନ୍ତରାଳ ଭାବେ ପ୍ରଗତି ଓ ଆଧୁନିକତାକୁ ଆଦରି ନେଇ ସବୁ ବର୍ଗର ଲୋକମାନଙ୍କ ସାମଗ୍ରୀକ ବିକାଶ ପ୍ରତି ସରକାରଙ୍କ ପ୍ରତିବଦ୍ଧ ବୋଲି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢୋକ୍ତି ପ୍ରକାଶ କରିବା ସହିତ ୨୦୩୬ ସୁଦ୍ଧା ବିକଶିତ…

Elephant Death: ଡାକ୍ତରଙ୍କ ଅକ୍ଲାନ୍ତ ଚେଷ୍ଟା ହେଲା ବିଫଳ.. ଆଖି ବୁଜିଲା ମାକେନା ହାତୀ

ଭୁବନେଶ୍ବର: ପଶୁ ଡାକ୍ତରମାନଙ୍କ ଅକ୍ଲାନ୍ତ ଚେଷ୍ଟା ପରେ ଚନ୍ଦକା ଜଙ୍ଗଲରେ ଆଖି ବୁଜିଲା ମାକେନା ହାତୀ । ପ୍ରାଥମିକ ତଦନ୍ତରୁ ଜଣାପଡିଛି, ହାତୀର ପାଟିରେ ଘା’ ହୋଇଥିଲା । ସଂକ୍ରମଣରୁ ସେପ୍ଟିସିମିଆ ହୋଇଥିଲା । ସେପ୍ଟିସିମିଆରେ ମାକେନା ହାତୀର ମୃତ୍ୟୁ ଘଟିଥିବା ଡିଏଫଓ କହିଛନ୍ତି ।…

ଏକାମ୍ର ଓ୍ଵାକ୍ସରେ ଯୋଡ଼ି ହେଲା ଦୁଇ ନୂଆ ଟ୍ରେଲ୍

ଭୁବନେଶ୍ୱର: ଭୁବନେଶ୍ୱରର ଐତିହ୍ୟ, ସାଂସ୍କୃତିକ, ପ୍ରାକୃତିକ, ଆଧ୍ୟାତ୍ମିକତା, କଳା, ପରିବେଶର ହୃଦୟସ୍ପର୍ଶୀ ରୂପକୁ ଜାଣିବା ପାଇଁ ଭୁବନେଶ୍ୱର ମହାନଗର ନିଗମର ମିଳିତ ଆନୁକୁଲ୍ୟରେ ଆରମ୍ଭ ହୋଇଥିବା ‘ଏକାମ୍ର ଓ୍ଵାକ୍ସ’ରେ ଦୁଇ ନୂଆ ଟ୍ରେଲ୍ ସାମିଲ ହୋଇଛି। ‘ଓଡିଆ ଭାଷାର ଗୌରବ ଗାଥା’ ଏବଂ…

କିମ୍‍ସ ଜାତୀୟ ସମ୍ମିଳନୀ ୨୦୨୫; ଡା ଶିବାନନ୍ଦ ମହାନ୍ତିଙ୍କୁ ପ୍ରଥମ ‘ହିରୋ’ ପୁରସ୍କାର

ଭୁବନେଶ୍ୱର: କିମ୍‍ସ ଜାତୀୟ କନକ୍ଲେଭର ଦ୍ୱିତୀୟ ସଂସ୍କରଣ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଚିକିତ୍ସା, ଜନସ୍ୱାସ୍ଥ୍ୟ, ଜୈବଚିକିତ୍ସା ନବସର୍ଜନା, ସ୍ୱାସ୍ଥ୍ୟସେବା ନୀତି ଏବଂ ଚିକିତ୍ସା ଶିକ୍ଷା ଆଦି କ୍ଷେତ୍ରରୁ ଭାରତର ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଓ ବିଶେଷଜ୍ଞ ଯୋଗ…

ବାରହା ମାଂସ ଜବତ, ୪ ଅଭିଯୁକ୍ତ ଗିରଫ

ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ବନଖଣ୍ଡ କୋମନା ରେଞ୍ଜ ଅଞ୍ଚଳରୁ ପୁଣି ବାରାହ ମାଂସ ଜବତ ହୋଇଛି । ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କୋମନା ବନ ବିଭାଗ l ସୂଚନା ଅନୁସାରେ, କୋମନା ରେଞ୍ଜ ବରନ୍ଦାପାଟ ଗାଁର କେଶବ ମାଝୀ ଗୁରୁବାର ସକାଳ ୭ଟା ସମୟରେ ନିଜ ଚାଷ…

ଯାଜପୁରରୁ ସିକନ୍ଦର ଗିରଫ… ବାଂଲାଦେଶୀଙ୍କୁ ରଖିଥିଲା ବସ୍ତିରେ

ଜଗତସିଂହପୁର:ଜଗତସିଂହପୁରରେ ବାଂଲାଦେଶୀ ଅନୁପ୍ରବେଶ ଘଟଣାର ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲମ ଗିରଫ । ବେହରାମପୁର ବସ୍ତିରେ ବାଂଲାଦେଶୀକୁ ରଖାଇଥିଲେ ଅଭିଯୁକ୍ତ ସିକନ୍ଦର ଆଲମ। ବାଂଲାଦେଶୀ ଚିହ୍ନଟ ନେଇ ପୁଲିସର ଚଢ଼ାଉ ପରେ ଫେରାର ହୋଇଯାଇଥିଲା ସିକନ୍ଦର । ଯାଜପୁରରୁ ଗିରଫ କଲା ଜଗତସିଂହପୁର…

‘ହ୍ୟୁାମାନ ସାଗରଙ୍କ ମୃତ୍ୟୁର ତଦନ୍ତ କରାଗଲେ ସମସ୍ତ ସତ୍ୟ ସାମ୍ନାକୁ ଆସିବ’

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ବିବାଦ ବଢିବାରେ ଲାଗିଛି । ହ୍ୟୁମାନଙ୍କ ଇଭେଣ୍ଟ ମ୍ୟାନେଜର ଦୀନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଥାନାରେ ଅଭିଯୋଗ ପରେ ବିବାଦ ତେଜୁଛି । ଉଭୟଙ୍କୁ ଜେରା ପାଇଁ ନିଆଯାଇପାରେ ବୋଲି ଖବର ରହିଛି । ସେପଟେ ପୁଅ…

୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ମାଓଦମନ ସରିବ: ଡିଜିପି

ଭୁବନେଶ୍ବର: ଓଡ଼ିଶାରୁ ମାଓ ନିପାତ ଯୋଜନା ଚାଲିଥିବା ବେଳେ କନ୍ଧମାଳରୁ ଅପରେସନ୍‌ ଆରମ୍ଭ ହେବ। ଏଥିପାଇଁ କନ୍ଧମାଳରେ ଡେରା ପକାଇଛନ୍ତି ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ ବି ଖୁରାନିଆ। ଓଡ଼ିଶା ପୋଲିସ ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ମାଓ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ମୂଳପୋଛ କରିବା…