Latest Odisha News

BREAKING NEWS

Browsing Category

ଓଡିଶା

Odisha

Ratna Bhandar Inventory: ପ୍ରାୟ ଶେଷ ହେବା ଉପରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଇନଭେଣ୍ଟରୀ, ପୂର୍ବ ଗଣତିମଣତି ସଙ୍ଗରେ…

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ରତ୍ନ ଭଣ୍ଡାରର ଚାଲୁଥିବା ଗଣତିମଣତି ପ୍ରକ୍ରିୟା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟରେ ପହଞ୍ଚିଛି, ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ବିସଙ୍ଗତି ଚିହ୍ନଟ ହୋଇନାହିଁ। ପୂର୍ବରୁ ରେକର୍ଡରେ ଯାହା ଯାହା ଥିଲା ଏପର୍ଯ୍ୟନ୍ତ ସଠିକ୍…

ତହସିଲଦାରଙ୍କୁ ହତ୍ୟା ଉଦ୍ୟମ ଘଟଣା, ୭ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲଦାରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ୭ ଜଣଙ୍କୁ ଗିରଫ କରିଛି କୋରେଇ ପୋଲିସ । ଏହାସହ ୫ ଟ୍ରାକ୍ଟର ଏବଂ ୨ଟି ଜେସିବି ମେସିନ ଜବତ କରାଯାଇଛି । ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । ବେଆଇନ…

Heat Wave Alert: ଆଗକୁ ଆହୁରି ସ୍ଥିତି ଅସମ୍ଭାଳ; ୨୨ ଯାଏଁ ଗ୍ରୀଷ୍ମପ୍ରବାହରୁ ତ୍ରାହି ନାହିଁ

ଭୁବନେଶ୍ବର: ପ୍ରବଳ ତାତିରେ ଅସ୍ତବ୍ୟସ୍ତ ଓଡିଶାବାସୀ । ସକାଳ ୯ରୁ ଅସହ୍ୟ ଖରାରେ ସିଝୁଛନ୍ତି ଲୋକେ । ଆଜି ମଧ୍ୟ ରାଜ୍ୟରେ ପ୍ରବଳ ଖରା ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ଆସନ୍ତା ୫ଦିନ ଯାଏ ତାତିରୁ ନାହିଁ ତ୍ରାହି । ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ଗରମ ସହ ହିଟ୍ ୱେଭ ୱାର୍ଣ୍ଣିଂ ଦେଇଛି…

ବଦଳିଲା ରାଜ୍ୟ ଯୋଜନା ବୋର୍ଡ, ମୁଖ୍ୟମନ୍ତ୍ରୀ ରହିବେ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ

ଭୁବନେଶ୍ୱର: ରାଜ୍ୟ ସରକାର ଖୁବ୍ ଶୀଘ୍ର ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର ଟ୍ରାନ୍ସଫର୍ମେଟିଭ୍ ଇନିସିଏଟିଭ୍ସ ବା SITI ଓଡିଶା ପ୍ରତିଷ୍ଠା କରିବେ । ଏହା ରାଜ୍ୟ ସରକାରଙ୍କ ଏକ ଥିଙ୍କ ଟ୍ୟାଙ୍କ ବା ଏକ ଶୀର୍ଷସ୍ତରୀୟ ରଣନୈତିକ ପରାମର୍ଶଦାତା ସଂସ୍ଥା ଭାବେ କାର୍ଯ୍ୟ କରିବ । ସମୃଦ୍ଧ ଓଡ଼ିଶା ୨୦୩୬…

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ; ନୂଆପଡ଼ା ଜିଲ୍ଲାରେ ୩ ଦିନ ସ୍କୁଲ ଛୁଟି ଘୋଷଣା

ନୂଆପଡା: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ନୂଆପଡା ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଜିଲ୍ଲାରେ ୩ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆସନ୍ତା…

କିମ୍ସରେ ସୂକ୍ଷ୍ମ ପ୍ରକ୍ରିୟାରେ ଗଣ୍ଠି ପ୍ରତିରୋପଣ ଓ ଶୀଘ୍ର ଆରୋଗ୍ୟ ପାଇଁ ଉନ୍ନତ CORI ରୋବୋଟିକ୍ ବ୍ୟବସ୍ଥା ଆରମ୍ଭ

ଭୁବନେଶ୍ବର: କିମ୍ସ ଭୁବନେଶ୍ୱରରେ ସୂକ୍ଷ୍ମ ଗଣ୍ଠି ପ୍ରତିରୋପଣ ଅସ୍ତ୍ରୋପଚାର ପାଇଁ ଅତ୍ୟାଧୁନିକ CORI ରୋବୋଟିକ୍ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହା ଦ୍ଵାରା ରୋଗୀ ଯନ୍ତ୍ରଣା ଶୂନ୍ୟ ସହ ଦ୍ରୁତ ଆରୋଗ୍ୟ ଲାଭ କରିଥାଏ । ବିଶେଷ କରି ଗମ୍ଭୀର ଆଣ୍ଠୁ ଗଣ୍ଠି ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ଏହା…

ଦେଶରେ ବଡ଼ ଆତଙ୍କବାଦୀ ଯୋଜନା ପଣ୍ଡ; ଓଡିଶା ସହ ଏହି ରାଜ୍ୟରୁ ୪ ଆତଙ୍କୀ ଗିରଫ

ଭୁବନେଶ୍ୱର: ଦେଶରେ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ପଣ୍ଡ କରାଯାଇଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଏହି ଆତଙ୍କବାଦୀ ଯୋଜନାକୁ ପଣ୍ଡ କରିଦେଇଛି । ମହାରାଷ୍ଟ୍ର, ଓଡ଼ିଶା ଏବଂ ବିହାରରୁ ୪ ଜଣ ଆତଙ୍କୀଙ୍କୁ ଗିରଫ କରାଯାଇଛି । ମହାରାଷ୍ଟ୍ରରୁ ୨ ଜଣ, ଓଡ଼ିଶାରୁ ଜଣେ ଏବଂ ବିହାରରୁ ଜଣଙ୍କୁ…

ବିଭାଗର ନୂଆ ଏସଓପି, ହିଟୱେଭ୍ ଆଶ୍ରୟସ୍ଥଳୀ ନିର୍ମାଣ କରିବେ ସରକାର

ଭୁବନେଶ୍ଵର: ତାତିରେ ଜଳୁଛି ସମଗ୍ର ଓଡିଶା । ୨୨ ତାରିଖ ଯାଏଁ ତାତିରୁ ନିସ୍ତାର ନାହିଁ । ଆଗାମୀ ସପ୍ତାହ ପାଇଁ ଉପକୂଳ ଜିଲ୍ଲା ଭୁବନେଶ୍ୱର, କଟକ, ଭଦ୍ରକ, ବାଲେଶ୍ବର ଓ ପୁରୀରେ ତାପମାତ୍ରା ୩୬ରୁ ୪୦ ଡିଗ୍ରୀ ସେଲସିୟସ ଯାଏଁ ରହିବ । ଉପକୂଳରେ ଅଧିକ ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ଅସହ୍ୟ ହେବ ।…

Bou Buttu Bhuta at INCA 2026: ମୁମ୍ବାଇ ମଞ୍ଚରେ, ଓଡ଼ିଆ ସିନେମାର ଗର୍ଜନ…ଭାବ ବିହ୍ୱଳ ହୋଇପଡ଼ିଲେ…

ମୁମ୍ବାଇ/ଭୁବନେଶ୍ୱର: ଆଗରେ ବସିଥିଲେ ବଲିଉଡ୍ ଟଲିଉଡର ଦିଗଗଜ୍ ଏକାସାଙ୍ଗରେ ୪ ଆୱାର୍ଡ଼ ହାତେଇଲା ଓଡ଼ିଆ ସିନେମା ମାୟାନଗରୀରେ ଓଡ଼ିଆ ସିନେମାର ବଡ଼ ବିଜୟ ସମସ୍ତଙ୍କ ମୁହଁରେ ଥିଲା ଜୟ ଜଗନ୍ନାଥ ନୂଆ ଚମକଦାର ସକାଳ ଦେଖୁଛି ଓଡ଼ିଆ ସିନେମା। ଦମନ ପରେ ପୁଣି ଆଉ ଏକ ସିନେମା…

ଏହି ସବୁ ଜିଲ୍ଲାରେ ଆଜିଠୁ ୫ ଦିନ ଯାଏ ସ୍କୁଲ, କଲେଜ ଛୁଟି

ଭୁବନେଶ୍ବର: ତାତିରେ ଜଳୁଛି ସାରା ରାଜ୍ୟ। ବିଶେଷ କରି ପଶ୍ଚିମ ଉପକୂଳରେ ଭୀଷଣ ଗୁଳୁଗୁଳି ହେଉଛି। ଆକାଶରୁ ନିଆଁ ବର୍ଷୁଛି। କଲବଲ ହେଉଛନ୍ତି ସାଧାରଣ ଲୋକେ। ଅସହ୍ଯ ତାତି ଯୋଗୁଁ ୪ ଜିଲ୍ଲାରେ ସ୍କୁଲ, କଲେଜ ଛୁଟି ଘୋଷଣା ହୋଇଛି। ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାରେ…