Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ୱର ଗଢ଼ିବାରେ ପଞ୍ଜାବୀମାନଙ୍କ ଭୂମିକା ଉପରେ ଆଲୋଚନା

ଭୁବନେଶ୍ୱର: ଭୁବନେଶ୍ୱର ନିର୍ମାଣ ଓ ବିକାଶରେ ପଞ୍ଜାବୀ ସମ୍ପ୍ରଦାୟର ଅବଦାନକୁ ନେଇ ବିଶିଷ୍ଟ ଗବେଷକ ଓ ଐତିହ୍ୟପ୍ରେମୀ ଅନିଲ ଧୀର ଆଜି ସତ୍ୟନଗରସ୍ଥ କାଫେ ୧୬ରେ ଏକ ଆଲୋଚନା କରିଥିଲେ। ବକୁଳ ଫାଉଣ୍ଡେସନ ଓ କାଫେ ୧୬ର ମିଳିତ ଆୟୋଜନରେ ଚାଲିଥିବା “ଏକାମ୍ର ଟକିଜ୍” କାର୍ଯ୍ୟକ୍ରମ ଶୃଙ୍ଖଳାର ଏହା…

Mahanadi Water Dispute:ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଚିନ୍ତନ ବୈଠକ;ଶାସକ ଦଳକୁ ଛାଡି ଯୋଗ ଦେଲେ ସମସ୍ତ…

ଭୁବନେଶ୍ୱର:ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଆଜି ମହାନଦୀରେ ଉପଲବ୍ଧ ଜଳରାଶି ପ୍ରସଙ୍ଗରେ ଏକ ଚିନ୍ତନ ବୈଠଜ ଅନୁଷ୍ଠିତ ହୋଇଯାଇଛି । ଶାସକ ବିଜେପି ଦଳକୁ ଛାଡି ଓଡ଼ିଶାର ସମସ୍ତ ରାଜନୈତିକ ଦଳ ଯଥା ବିଜୁ ଜନତା ଦଳ, କଂଗ୍ରେସ, ସିପିଏମ, ସିପିଆଇ, ଫରୱାର୍ଡ ବ୍ଲକ, ଏସ ୟୁ ସି ଆଇ, ସି ପି ଆଇ ଏମ…

ବିଜେଡି ଛାଡି ବିଜେପିରେ ଯୋଗଦେଲେ ରୁଦ୍ର ନାରାୟଣ ସାମନ୍ତରାୟ

ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ରୁଦ୍ରନାରାୟଣ ସାମନ୍ତରାୟ ବିଜେଡି ଛାଡ଼ି ସମର୍ଥକଙ୍କ ସହ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି ।…

ହାତୀକୁ ମାରି ଫାର୍ମ ହାଉସ୍‌ରେ ପୋତିଥିବା ଅଭିଯୋଗ;ମାଲିକ ସହ ୩ ଅଟକ

ଢେଙ୍କାନାଳ: ହିନ୍ଦୋଳର ଏକ ଫାର୍ମହାଉସ୍‌ ରେ ହାତୀକୁ ମାରି ପୋତିଦେଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ପରେ ବନ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ କରିଛି । ସୂଚନାଥାଉକି, ହିନ୍ଦୋଳ ଏନ୍‌ଏସିର ୧୪ନମ୍ବର ୱାର୍ଡର ଚରଣପୁରଠାରେ କୁବେର ରାଜଙ୍କ ଚାରି ଏକର ଜମିରେ ଫାର୍ମ ହାଉସ୍‌ ରହିଛି। ଏହି…

ପୁଣି ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା

ବାଲ୍ଟିମୋର: ବାଲ୍ଟିମୋରରେ ଥିବା (ଇସ୍କନ୍) ପାରମ୍ପରିକ ଭାବରେ ନିର୍ଦ୍ଧାରିତ କ୍ୟାଲେଣ୍ଡରକୁ ଉଲ୍ଲଂଘନ କରି ମେ ୩୦ ତାରିଖରେ ରଥଯାତ୍ରା ଆୟୋଜନ କରିଛି। ଯାହାକୁ ନେଇ ଲକ୍ଷ ଲକ୍ଷ ଜଗନ୍ନାଥ ଭକ୍ତ ଏବଂ ଓଡ଼ିଆ ପ୍ରବାସୀମାନେ ନିନ୍ଦା କରିଛନ୍ତି। ପ୍ରାଚୀନ ଶାସ୍ତ୍ର ଏବଂ ପୁରୀ ଶ୍ରୀଜଗନ୍ନାଥ…

ହିଟ୍ ଆଣ୍ଡ ରନରେ ବରେନ୍ୟ ରାଉତରାୟଙ୍କୁ ହତ୍ୟା ଘଟଣା; ଅଭିନେତା ସରୋଜ ସ୍ଵସ୍ତିକ ଭରଦ୍ବାଜ ଗିରଫ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଆଚାର୍ଯ୍ୟ ହରିହର କଲେଜ ଛକରେ ବରେନ୍ୟ ରାଉତରାୟଙ୍କୁ ହତ୍ୟାରେ ଓଡ଼ିଆ ଫିଲ୍ମ ହିରୋଙ୍କ ସାମିଲ ଘଟଣାରେ ଏବେ ଆଉ ଏକ ସତ ସାମ୍ନାକୁ ଆସିଛି । ଘଟଣାରେ ଟେଲି ଅଭିନେତା ସରୋଜ ସ୍ଵସ୍ତିକ ଭରଦ୍ବାଜଙ୍କୁ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିଛି ପୋଲିସ ।…

ବ୍ରହ୍ମପୁରରେ ପୁଣି ଏକ ହତ୍ୟା; ଫୁଲ କୁଣ୍ଡରେ ଛେଚି ଯୁବକକୁ ମାରିଦେଲେ !

ବ୍ରହ୍ମପୁର:ପୁଣି ଏକ ହତ୍ୟା ବ୍ରହ୍ମପୁରରେ ହୋଇଛି ।ହିଲପାଟଣା ପିଡବ୍ଲ୍ୟୁଡି ଅଫିସ ଗଳିରେ ଥିବା ଏକ ପରିତ୍ୟକ୍ତ ଘରେ ଅଜଣା ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି । ଫୁଲ କୁଣ୍ଡରେ ଛେଚି ଯୁବକକୁ ହତ୍ୟା କରାଯାଇଛି । ମୃଚଦେହ ପାଖରେ ଗୋଟିଏ ଫୁଲକୁଣ୍ଡ ପଡ଼ିଥିବା ଦେଖିବାକୁ ମିଳିଛି। ଫୁଲ କୁଣ୍ଡରେ…

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣା, ୨ ଗିରଫ, ଜଣେ ଫେରାର

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣା । ଗିରଫ ହେଲେ ଦୁଇ ଅଭିଯୁକ୍ତ । ସେମାନଙ୍କ ମଧ୍ୟରେ ଜଣେ ୧୭ ବର୍ଷୀୟ ନାବାଳକ ରହିଛି । ଆଉ ଜଣେ ଅଭିଯୁକ୍ତ ବର୍ତ୍ତମାନ ଫେରାର ଥିବା ସୂଚନା । ତେବେ ଚଳିତ ମାସ ୧୭ ତାରିଖରେ ବୋଲଗଡ଼ ଗସ୍ତ ସମୟରେ…

କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତିଙ୍କ ପରଲୋକ 

ଭୁବନେଶ୍ଵର: ପୂର୍ବତନ ଖେଳାଳି, ବିଶିଷ୍ଟ କ୍ରୀଡ଼ା ପ୍ରଶାସକ ତଥା କ୍ରୀଡ଼ା ସ୍ତମ୍ଭକାର ଅଶୋକ ମହାନ୍ତିଙ୍କ ଶନିବାର ଦେହାନ୍ତ ହୋଇଛି। ଯିଏକି ଡୁଲୁ ଭାଇ ଭାବେ ଖୁବ୍ ପରିଚିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବେଳେ ଶନିବାର…

ଡ୍ୟୁଟିରେ ଅବହେଳା; ନିଲମ୍ବିତ ହେଲେ ଅବକାରୀ ଇନ୍ସପେକ୍ଟର

ଜଗତସିଂହପୁର: ଡ୍ୟୁଟିରେ ଅବହେଳା କରିବା ପଡିଲା ମହଙ୍ଗା ପଡିଲା । ନିଲମ୍ବିତ ହେଲେ ପାରାଦୀପ ଅବକାରୀ ଇନ୍ସେପେକ୍ଟର ବନ୍ଦନା ପଟ୍ଟନାୟକ । ଜିଲ୍ଲାପାଳଙ୍କ ସୁପାରିଶ ଆଧାରରେ ଅବକାରୀ କମିସନର ଇନ୍ସପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି । ଇନ୍ସପେକ୍ଟରଙ୍କ ବିରୋଧରେ…