Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଢୁଛି ଶୀତ; ୧୫ ଡିଗ୍ରୀ ତଳେ ରାଜ୍ୟର ୬ ସହର

ଭୁବନେଶ୍ୱର: ରାଜ୍ୟରେ ୬ ସହର ୧୫ ଡିଗ୍ରୀ ତଳେ ରହିଛି। ବୁଧବାର କ୍ରମାଗତ ଚତୁର୍ଥ ଦିନ ପାଇଁ ୧୧ ଡିଗ୍ରୀ ସେଲସିୟସ ସହ ଡାରିଙ୍ଗବାଡି ସବୁଠାରୁ ଥଣ୍ଡା ସହର ବୋଲି ଆଇଏମଡି କହିଛି। ରାଜ୍ୟର ଅନ୍ୟ ପାଞ୍ଚଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଛି। ସେଗୁଡ଼ିକ…

ପୋଲିସର ଗୁଇନ୍ଦା ଯବାନଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ପୁଣି ତାତିଲେ ମାଓବାଦୀ। ପୋଲିସର ଗୁଇନ୍ଦା ଯବାନଙ୍କୁ ହତ୍ୟା କଲେ ମାଓବାଦୀ। ମାଲକାନଗିରି ସୀମାନ୍ତ ଦାନ୍ତେୱାଡ଼ା ଜିଲ୍ଲା ଟେଟମ ଗ୍ରାମରେ ଘଟିଛି ଏହି ଅଘଟଣ। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଟେଟମ ଗାଁରେ ୧୦ରୁ ୧୫ଜଣ ଶସସ୍ତ୍ର ମାଓବାଦୀ ଉମେଶ ମାରକାମ ନାମକ ଜଣେ…

ଆଜି ରାଜ୍ୟରୁ ୩୮୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତ କାଲିଠାରୁ ଆଜି ରାଜ୍ୟରେ ସାମାନ୍ୟ ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୩୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୭୫ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୨୩ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା…

ଆଦିବାସୀଙ୍କ ସେବାରେ ସମର୍ପିତା ପଦ୍ମଶ୍ରୀ ଶାନ୍ତି ଦେବୀ

ଗୁଣପୁର: ଆଦିବାସୀଙ୍କ ସେବାରେ ସମର୍ପିତା ଶାନ୍ତି ଦେବୀଙ୍କୁ ପଦ୍ମଶ୍ରୀ ସମ୍ମାନ । ବିଶିଷ୍ଟ ସମାଜସେବୀ, ଗାନ୍ଧୀବାଦୀ ନେତ୍ରୀ, ସେବା ସମାଜର ପ୍ରତିଷ୍ଠାତା ଶାନ୍ତି ଦେବୀ । ଦୀର୍ଘ ୭ ଦଶନ୍ଧି ଧରି ଅବିଭକ୍ତ କୋରାପୁଟରେ ସମାଜସେବା, ଭୂଦାନ ଓ ସତ୍ୟାଗ୍ରହ ଆନ୍ଦୋଳନ କ୍ଷେତ୍ରରେ ଶାନ୍ତି…

ନବୀନ-ଜଗନ ଆଲୋଚନା ଶେଷ, ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା

ଭୁବନେଶ୍ୱର : ନବୀନ-ଜଗନ ଆଲୋଚନା ଶେଷ ହୋଇଛି । ଲୋକସେବା ଭବନରେ ଉଭୟ ଓଡ଼ିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଜଳ ସମ୍ପଦ, ସୀମା ବିବାଦ, ଶକ୍ତି ସହ ନକ୍ସଲ ପ୍ରସଙ୍ଗରେ ଆଲୋଚନା ହୋଇ ମାତ୍ର କେଇ ମିନିଟ୍ ମଧ୍ୟରେ ଏହି ଆଲୋଚନା…

ପୁଣି ଆସିଲା କି ବାର୍ଡ ଫ୍ଲୁ ?

କିଛି ଦିନ ହେଲା ମରିପଡ଼ୁଛନ୍ତି କାଉ। ଆଜି ପୁଣି ଗୁଡାଏ କାଉ ମରିପଡିଛନ୍ତି । କାଉ ମଡ଼କ ଦେଖି ଆତଙ୍କିତ ହୋଇପଡ଼ିଛନ୍ତି ଲୋକେ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ବେଗୁନିଆ ବ୍ଲକର ରାଉତପଡ଼ା ପୋତଳାଙ୍ଗ ଗାଁରେ । ତେବେ ଏଭଳି କାଉ ମଡ଼କର କାରଣ ବାର୍ଡ ଫ୍ଲୁ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି ।…

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ସୁପରଭାଇଜର

କେନ୍ଦୁଝର : ଭିଜାଲାନ୍ସ ଜାଲରେ ଲାଞ୍ଚୁଆ ସୁପରଭାଇଜର। ଲାଞ୍ଚ ନେବା ବେଳେ କେନ୍ଦୁଝର ସଦର ତହସିଲ ରାଜସ୍ୱ ସୁପରଭାଇଜର ଗିରଫ ହୋଇଛନ୍ତି ।ସୁପରଭାଇଜର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଭିଜିଲାନ୍ସ ହାତରେ ଗିରଫ ହୋଇଥିଲେ । ଜଣେ ବ୍ୟକ୍ତିଙ୍କ ଠାରୁ ମ୍ୟୁଟେସନ କେସର ଫିଲଡ…

[ଭିଡ଼ିଓ] ଚିକିତ୍ସା ପାଇଁ ସହାୟତାକୁ ଅପେକ୍ଷା …

ଯାଜପୁର : ଦିବ୍ୟାଙ୍ଗ ମାନଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା । ହେଲେ କିଛି ସ୍ଥାନରେ ଏଥିରୁ ବଂଚିତ ରହୁଛନ୍ତି ବହୁ ଲୋକ । ଏମିତି କିଛି ଦୃଶ୍ୟ ଦେଖିବାକ ମିଳିଛି ଯାଜପୁର ମଧୁସୂଦନପୁର ଗାଁରେ । ମଧୁସୂଦନପୁର ପଞ୍ଚାୟତର ବାବୁଲା ମଲ୍ଲିକ ଦୀର୍ଘଦିନ ଧରି ଶଯ୍ୟାଶାୟୀ ହୋଇ ଦିନ କାଟୁଛନ୍ତି ।…

[ଭିଡ଼ିଓ] ଓଡ଼ିଶାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ

ଭୁବନେଶ୍ୱର: ଓଡ଼ିଶାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ । ଭୁବନେଶ୍ୱର ବିମାନବନ୍ଦରରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ବିମାନବନ୍ଦରରୁ ସିଧା ରାଜ୍ୟ ଅତିଥି ଭବନ ପରେ ଲୋକସେବା ଭବନ ପହଞ୍ଚିଛନ୍ତି ଆନ୍ଧ୍ରପ୍ରଦେଶ…

[ଭିଡିଓ] ମଡ୍ ବାଥ୍‌କୁ ନେଇ କ’ଣ କହିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର: ଚର୍ଚ୍ଚାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଖାସ ମାଟି ସ୍ନାନ ବା ମଡ୍ ବାଥ୍‌କୁ ନେଇ ସାଧାରଣ ଜନତାଙ୍କ ପାଖରେ ବାଣ୍ଟିଛନ୍ତି ନିଜ ଅନୁଭୂତି । ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିବା ସହ ସେ ମାଟି ସ୍ନାନର ଉପକାରିତା ବଖାଣିଛନ୍ତି । ବାଚସ୍ପତିଙ୍କ ଅନୁଯାୟୀ ବରଗଛ…