Latest Odisha News

BREAKING NEWS

Browsing Category

ଓଡିଶା

Odisha

ହାଓ୍ବଡା ଓ ଭଦ୍ରକ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ରେଳ ଯାତ୍ରୀଙ୍କ ସୁବିଧାଜନକ ଯାତ୍ରା ହାଓ୍ବଡ଼ା ଓ ଭଦ୍ରକ ମଧ୍ୟରେ ଆସନ୍ତାକାଲି ଠାରୁ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍ । ଏନେଇ ନିଷ୍ପତ୍ତି ନେଇଛି ରେଳବାଇ । ୦୮୦୪୩ ହାଓ୍ବଡ଼ା ଓ ଭଦ୍ରକ ସ୍ପେଶାଲ ଆସନ୍ତାକାଲି ଠାରୁ ହାଓ୍ବଡାରୁ ଅପରାହ୍ନ ୩ଟା ୪୦ରେ ଛାଡି ଭଦ୍ରକରେ ରାତି ୧୦ଟା…

ନାଗ ପଞ୍ଚମୀରେ ନାଗ ଦେବତାଙ୍କ ପୂଜା

ରାୟଗଡା : ଆଜି ହେଉଛି ନାଗୁଲ ଚର୍ତୁଥିରେ ନାଗଦେବତାଙ୍କ ପୂଜା । ରାୟଗଡାର ଗଳି କନ୍ଦିରେ ରହିଥିବା ଉଇହୁଙ୍କା ମୂଳରେ ଲୋକଙ୍କ ପ୍ରବଳ ଭିଡ  ଏହି ଦିନ ନାଗ ଦେବତାଙ୍କ ହୁଙ୍କା ନିକଟକୁ ଯାଇ ଫୁଲ,ଚନ୍ଦନ,ଦୀପ ଧୂପ ଦେଇ ପୂଜାର୍ଚନା କରିଥାନ୍ତି । କେବଳ ସେତିକି ନୁହେଁ ନାଗ ଦେବତାଙ୍କୁ  କ୍ଷୀର,…

ବଜାରରେ ବୁଲିଲା ଜଗା

ବାପାଙ୍କ ସହ ବଜାର ବୁଲିଛି ବହୁଚର୍ଚ୍ଚିତ ଯୋଡ଼ା ମୁଣ୍ଡ ଶିଶୁ ଜଗା । ଧିରେ ଧିରେ ସୁସ୍ଥ ହେବା ପରେ ଆଜି ବାପାଙ୍କ ସହ ଫୁଲବାଣୀ ବଜାରରେ ବୁଲିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିବା ପରେ ମାର୍କେଟ ବୁଲିଥିଲା ଜଗା । ଗୋପବନ୍ଧୁ ଛକରୁ ଚାଲି ଚାଲି ବଜାରର ବିଭିନ୍ନ ଛକରେ ଖାଦ୍ୟ ବି ଖାଇଥିଲା…

ଭୁବନେଶ୍ୱର ବିମାନ ବନ୍ଦରରେ ଏରୋବ୍ରିଜ ଉଦଘାଟନ କଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ଏରୋବ୍ରିଜ ଉଦଘାଟନ । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ସାଂସଦ  ଅପରାଜିତା ଷଡଙ୍ଗୀ ଏରୋବ୍ରିଜ ଉଦଘାଟନ କରିଛନ୍ତି । ଆନ୍ତର୍ଜାତୀୟ ବିମାନ ବନ୍ଦରରେ ୫ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୨ ଟି ଏରୋବ୍ରିଜ ନିର୍ମାଣ ହୋଇଛି। ଏହି ବ୍ରିଜ…

ବୋମାମାଡ଼ ପରେ ସାତପଡ଼ା ନାଥପୁର ଗାଁ ପୁରୁଷଶୂନ୍ୟ

ସାତପଡ଼ା: ସିରିଜ୍‌ ବୋମାମାଡ଼ ପରେ ପୁରୁଷଶୂନ୍ୟ ନାଥପୁର ଗାଁ । ପୁରୀ ଜିଲ୍ଲା ବ୍ରହ୍ମଗିରି ନାଥପୁର ଗାଁରେ ସିରିଜ୍‌ ବୋମାମାଡ଼ ଘଟଣା ପରେ ଗାଁ ଏବେ ପୁରୁଷଶୂନ୍ୟ ହୋଇଯାଇଛି । ବର୍ତ୍ତମାନ ସେଠାକାର ସ୍ଥିତି ନିୟନ୍ତ୍ରଣାଧୀନ ହୋଇଛି । ପରିସ୍ଥିତିକୁ ନଜରରେ ରଖି ୫ପ୍ଲାଟୁନ୍‌ ଫୋର୍ସ…

ତେଜିଲା ଦିବ୍ୟଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ, ୧୨ରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ତେଜୁଛି ଆନ୍ଦୋଳନ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ହେଲେ ବିରୋଧୀଙ୍କୁ ଆହୁରି ଖୋରାକ ଯୋଗାଇଛି କଳାହାଣ୍ଡି ଗସ୍ତରେ ଦିବ୍ୟଶଙ୍କରଙ୍କୁ ପାଖରେ ବସାଇ ମୁଖ୍ୟମନ୍ତ୍ରୀ…

ଅଳିଆ ପାଇଁ ୟୁଜର୍ସ ଫି’ ଦେବେ ପୁରୀବାସୀ

ପୁରୀ : ଅଳିଆ ପାଇଁ ୟୁଜର୍ସ ଫି ଦେବେ ପୁରୀବାସୀ ।  ଆସନ୍ତା ୧୦ ତାରିଖରୁ ଫି ଆଦାୟ ନେଇ ନିର୍ଦ୍ଦେଶାନାମା ଜାରି କରିବା ପରେ ସହରବାସୀଙ୍କ ଚିନ୍ତା ବଢିଛି । ୫୦୦ ବର୍ଗ ଫୁଟ ବିଶିଷ୍ଟ ଘର ପାଇଁ ୨୫ ଟଙ୍କା, ୧୨୦୦ ବର୍ଗ ଫୁଟ ଘର ପାଇଁ ୫୦ ଟଙ୍କା, ୩ହଜାର ବର୍ଗ ଫୁଟ ଘର ପାଇଁ ୭୦ ଟଙ୍କା ଓ ୫ହଜାର…

ନୂଆପଡ଼ାରେ ଭର୍ଚ୍ୟୁଆଲରେ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ,୪୮୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ

ନୂଆପଡ଼ା :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡ଼ା ଜିଲ୍ଲାରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି। ଭର୍ଚ୍ୟୁଆଲ୍ ମାଧ୍ୟମରେ ସଦର ମିନି ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ପ୍ରାୟ ୧ଲକ୍ଷ ୭୩ ହଜାର ଲୋକ ଏହି ସୁବିଧା…

ଆସନ୍ତାକାଲି ନବୀନ-ଜଗନମୋହନ ଆଲୋଚନା

ଭୁବନେଶ୍ବର : ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ । ଏହି ଅବସରରେ ଉଭୟଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନ ହେବ । ଦୁଇ…

ଅନ୍ଧାରରେ ଗାଁ.. ..

ଗୋପବନ୍ଧୁନଗର: ଅନ୍ଧାରରେ ରହିଛନ୍ତି ଗାଁର ଲୋକେ । ଦୁଇ ମାସରୁ ଅଧିକ ଦିନ ହେଲା ଡିବିରି ଆଲୁଅ ପାଲଟିଛଇ ଆଶା ଭରସା । ଏହିି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଗୋପବନ୍ଧୁନଗର ବ୍ଲକ ଅନନ୍ତସାହିରେ । ଦୁଇ ମାସ ପୂର୍ବେ ଗାଁକୁ ବିଦ୍ୟୁତ ଯୋଗାଉଥିବା ବିଦ୍ୟୁତ ଟ୍ରାନ୍ସଫର୍ମରଟି…