Latest Odisha News

ଭୁବନେଶ୍ୱର ବିମାନ ବନ୍ଦରରେ ଏରୋବ୍ରିଜ ଉଦଘାଟନ କଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ଏରୋବ୍ରିଜ ଉଦଘାଟନ । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ସାଂସଦ  ଅପରାଜିତା ଷଡଙ୍ଗୀ ଏରୋବ୍ରିଜ ଉଦଘାଟନ କରିଛନ୍ତି । ଆନ୍ତର୍ଜାତୀୟ ବିମାନ ବନ୍ଦରରେ ୫ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୨ ଟି ଏରୋବ୍ରିଜ ନିର୍ମାଣ ହୋଇଛି।

ଏହି ବ୍ରିଜ ହେବା ଦ୍ୱାରା ଯାତ୍ରୀ ମାନଙ୍କ ସମୟ ବଞ୍ଚିବା ସହ ଯାତ୍ରୀମାନଙ୍କ ଉଭୟ ସୁରକ୍ଷା ଓ ଗମନା ଗମନ ସହଜ ହେବ। ଫଳରେ ଏହି ବ୍ରିଜ ତିଆରି ହୋଇଛି । ଏହି କାର୍ଯ୍ୟକ୍ରମରେ ବିମାନ ବନ୍ଦର ନିର୍ଦ୍ଦେଶକ , ଶ୍ରୀ ବେଉରିଆ ,ସମସ୍ତ ବିମାନ ବନ୍ଦର କର୍ତ୍ତୃପକ୍ଷ ଏବଂ ନେତୃବୁନ୍ଦ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.