Latest Odisha News

BREAKING NEWS

Browsing Category

ଓଡିଶା

Odisha

ସମ୍ବଲପୁର ଟାର୍‌ କାରଖାନାରେ ଅଗ୍ନିକାଣ୍ଡ

ସମ୍ବଲପୁର: ଶନିବାର ବିଳମ୍ବିତ ରାତିରେ ଜୟନ୍ତପୁରର ଏକ ଟାର୍ କାରଖାନାରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। କିନ୍ତୁ ଅଗ୍ନିକାଣ୍ଡରେ ବିଭିନ୍ନ ସାମଗ୍ରୀ ଏବଂ ଦ୍ରବ୍ୟର ବ୍ୟାପକ କ୍ଷତି ଘଟିଥିବା ସୂଚନା ମିଳିଛି। ନିଆଁ ଲାଗିବା ଯୋଗୁ…

ରାଜ୍ୟରୁ ୩୧୮ ନୂଆ ଆକ୍ରାନ୍ତ ଚିହ୍ନଟ; ୫୮ ଛୁଆ ପଜିଟିଭ

ଭୁବନେଶ୍ବର: ଗତ କାଲିଠାରୁ ଆଜି ରାଜ୍ୟରେ ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୩୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୫୮ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୮୬ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ…

[ଭିଡିଓ] ବାର୍ଦ୍ଧକ୍ୟ ଭତ୍ତା ପାଇଁ ଭାରରେ ବୁହାହେଲେ ୭୬ ବର୍ଷୀୟା ବୃଦ୍ଧା

ରାୟଗଡା: ରାଜ୍ୟର ସମସ୍ତ ଜିଲ୍ଲା ତଥା ଗ୍ରାମାଂଚଳରେ ବିକାଶ ହୋଇଛି ବୋଲି ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ହେଲେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକରୁ ସାମ୍ନାକୁ ଆସିଛି ଭିନ୍ନ ଚିତ୍ର । ରାସ୍ତାଘାଟର ଅବ୍ୟବସ୍ଥା ଯୋଗୁଁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଦୀର୍ଘ ୨ କି.ମି ଭାରରେ ବୁହା ହେଲେ ୭୬…

କଂଗ୍ରେସରୁ ଇସ୍ତଫା ଦେଲେ ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ଶିବାଜୀ ମାଝୀ

କଳାହାଣ୍ଡି : ରାଜ୍ୟରେ ଭାଙ୍ଗୁଛି କଂଗ୍ରେସ । ଇସ୍ତଫା ଦେଉଛନ୍ତି ଗୋଟିଏ ପରେ ଗୋଟିଏ ନେତା । ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ପ୍ରଦୀପ ମାଝୀ ଆଜି ବିଜେଡିରେ ଯୋଗ ଦଇଛନ୍ତି । ଠିକ୍ ଏତିକି ବେଳେ, ହାତ ଛାଡ଼ିଛନ୍ତି ଲାଞ୍ଜିଗଡ଼ ପୂର୍ବତନ ବିଧାୟକ ଶିବାଜୀ ମାଝୀ । ଗତ ୨୦୦୭ ମସିହାରେ…

ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଗାଡି ଆଗରେ କଳା ପତକା ଦେଖାଇ ୩ ଯୁବକ ଅଟକ

ଢେଙ୍କାନାଳ : ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ କଳା ପତାକା ପ୍ରଦର୍ଶନ। ଓଡ଼ିଶା ରାଜ୍ୟ ରାଜସ୍ୱ ଓ ପ୍ରାକୃତିକ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ଆଜି ଅପରାହ୍ନରେ ଢେଙ୍କାନାଳ ଗସ୍ତରେ ଆସିଥିବା ବେଳେ କିଛି ଯୁବକ ତାଙ୍କୁ କଳା ପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଫଳରେ ପୋଲିସ ୩ ଜଣ…

କେନ୍ଦୁଝରରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, କାଲିଠୁ ଜିଲ୍ଲାର ପ୍ରତି ଥାନା ଘେରାଉ ସହ କୋକେଇ ଶୋଭାଯାତ୍ରା କରିବ ବିଜେପି

କେନ୍ଦୁଝର : ରାଜ୍ୟରେ ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି ଆଇନଶୃଙ୍ଖଳା । ଏନେଇ ବିରୋଧୀ ଅଭିଯୋଗ ଆଣିବା ସହ ମମିତା ମେହେର ହତ୍ୟାକାଣ୍ଡ ନେଇ ଗୃହ ରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି ବିଜେପି । ମନ୍ତ୍ରୀ ଯେପର୍ଯ୍ୟନ୍ତ ଇସ୍ତଫା ନଦେଇଛନ୍ତି,…

ଜୋତା ଭିତରେ ଲୁଚିଥିଲା ନାଗ

ଭୁବନେଶ୍ୱର : ଜୋତା ଭତରେ ଲୁଚିଥିଲା ନାଗ ସାପ । ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀରେ ଜୋତା ଭିତରୁ ୨ ଫୁଟ ଲମ୍ବର ନାଗ ସାପକୁ ଉଦ୍ଧାର କରାଯାଇଛି । ରବୀନ୍ଦ୍ର ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କ ଜୋତା ଷ୍ଟାଣ୍ଡ ତଳେ ଏକ ସାପ ପଶିଥିଲା । ପରେ ସାପଟି ଯାଇ ଯୋତା ଭିତରେ ରହିଯାଇଥିଲା ।…

ଜାଗା ବିବାଦ ନେଇ ଆଶାକର୍ମୀଙ୍କୁ ମାଡ଼ ଅଭିଯୋଗ

ଢେଙ୍କାନାଳ: ଘର ଜାଗା ବିବାଦରୁ ନାରକୀୟକାଣ୍ଡ । ଜଣେ ମହିଳାଙ୍କୁ  ମାଡ଼ ମାରିବା ସହ ଜବରଦସ୍ତ ଟେକିନେଇ ଗୋବର ଗଦାରେ ପୋତି ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଏହି ମହିଳା ଜଣଙ୍କ ଜଣେ ଆଶା କର୍ମୀ ହୋଇଥିବା ବେଳେ ସେ ଠାକୁର ପାଳ ଗ୍ରାମର ମେନକା ସ୍ୱାଇଁ । ଆହତ ମେନକା ଏବେ ଢେଙ୍କାନାଳ ମୁଖ୍ୟ…

ରାଜ୍ୟରେ ପ୍ରାୟ ୭୩ ପ୍ରତିଶତ ଲୋକଙ୍କ ଶରୀରରେ ବଢ଼ିଛି ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ବର : ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା । ଆକ୍ରାନ୍ତ ସଂଖ୍ୟା ହାସ ପାଉଥିବା ବେଳେ, ଆଶ୍ବସ୍ତି ହେଉଛନ୍ତି ଲୋକେ । ଏଭଳି ସ୍ଥିତିରେ ରାଜ୍ୟରେ ପ୍ରାୟ ୭୩ ପ୍ରତିଶତ ଲୋକଙ୍କ ଶରୀରରେ ବଢ଼ିଛି ରୋଗ ପ୍ରତିରୋଧକ ଶକ୍ତି । ସ୍ବାସ୍ଥ୍ୟ ବିଭାଗର ପ୍ରଚେଷ୍ଟା ଓ ଲୋକଙ୍କ…

ଉତ୍କଳ ବିଶ୍ବବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସ ଛାତ୍ରଛାତ୍ରୀଙ୍କ ଧାରଣା

ଯାଜପୁର : ଉତ୍କଳ ବିଶ୍ବବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସ ଛାତ୍ରଛାତ୍ରୀଙ୍କ ଧାରଣା । ଯାଜପୁର ଜିଲ୍ଲା ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳ ବିଶ୍ବବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସରେ ଛାତ୍ରଛାତ୍ରୀମାନେ ତାଲା ପକାଇବା ସହ ଧାରଣା ଦେଇଛନ୍ତି । ବାବା ଭୈରବାନନ୍ଦ…