Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶା ହାଇକୋର୍ଟରେ ବିଚାରପତିଭାବେ ଶପଥ ନେଲେ ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର

କଟକ: ଓଡ଼ିଶା ହାଇକୋର୍ଟର ବିଚାପତିଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର। ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍.ମୁରଲୀଧର ତାଙ୍କୁ ଶପଥ ପାଠ କରାଇଥିଲେ । ହାଇକୋର୍ଟ ନୂଆ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଶପଥ ପାଠ କରାଇଛନ୍ତି। ଏଥିରେ ହାଇକୋର୍ଟର ସମସ୍ତ…

ସ୍କୁଲ ଖୋଲିବା ପରେ ସଚେତନତା ଉପରେ ଗୁରୁତ୍ୱ : ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା

ଭୁବନେଶ୍ୱର :  ରାଜ୍ୟରେ ଖୁବଶୀଘ୍ର ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ । ପିଲାମାନେ ଶ୍ରେଣୀଗୃହରେ ବସି ପିଲାମାନେ ପାଠ ପଢ଼଼ିବାର ସୁବିଧା ପାଇପାରିବେ। ରାଜ୍ୟରେ ସଂକ୍ରମଣ ଭୟ ଥିବାରୁ ଦୀର୍ଘଦିନ ହେଲା ସ୍କୁଲ ବନ୍ଦ ଥିଲା। ହେଲେ ସ୍କୁଲ ଖୋଲିବା ପରେ ସଚେତନତା ଓ ସୁରକ୍ଷା ଉପରେ ଗୁରୁତ୍ୱ ଦେବ…

ତଳମୁହାଁ ହେଉଛି ସଂକ୍ରମଣ, ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଲେ ବିଏମସି ଅତିରିକ୍ତ କମିଶନର

ଭୁବନେଶ୍ୱର : ଧୀରେ ଧୀରେ ତଳମୁହାଁ ହେଉଛି ସଂକ୍ରମଣ । ନଭେମ୍ବରରେ ସଂକ୍ରମଣ  ହ୍ରାସ ପାଇଛି । ଦୀର୍ଘ ଦିନ ପରେ ଖୋର୍ଦ୍ଧା ଜିଲ୍ଲାରେ ଶହେ ତଳକୁ ଖସିଛି ଦୈନିକ ସଂକ୍ରମଣ। ରାଜ୍ୟରେ ୨୦ ଟି ଜିଲ୍ଲାରେ ୧୭୦ ଜଣ ନୂଆ ସଂକ୍ରିମିତ ଚିହ୍ନଟ ହୋଇଥିବା ବେଳେ। ଖୋର୍ଦ୍ଧାରୁ ୬୧ ଜଣ ସଂକ୍ରମିତ ଚିହ୍ନଟ…

ମହାକାଳୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ଚଳଚଞ୍ଚଳ ହୋଇପଡ଼ିଛି। ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ପୂଜା ଗତକାଲିଠାରୁ ଆରମ୍ଭ ହୋଇଯାଇଛି। ଦ୍ୱିତୀୟ ଦିନରେ ମା’ ଆଜି ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମାଆ ଭଦ୍ରକାଳୀ ସବୁଦିନ ଶାନ୍ତ ସ୍ୱରୂପଭାବେ ଦର୍ଶନ…

ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ଆଜି ୧୭୦ ପଜିଟିଭ

ଭୁବନେଶ୍ବର: ଆଜି ରାଜ୍ୟରେ ତଳକୁ ଖସିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୧୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୨୪ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୯୮ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ୭୨ଟି…

ମା’ ଝିଅଙ୍କୁ ଛୁରା ମାଡ଼ ଘଟଣାର ପର୍ଦ୍ଦାଫାଶ, ମାସେ ପୂର୍ବରୁ ଷଡ଼ଯନ୍ତ୍ର ରଚିଥିଲା ଅଭିଯୁକ୍ତ ରୂପେଶ

ଭୁବନେଶ୍ବର : ଭୁବନେଶ୍ବର ଶୈଳଶ୍ରୀବିହାରରେ ମା’ ଝିଅଙ୍କୁ ଛୁରା ମାଡ଼ ଘଟଣାର ପର୍ଦ୍ଦାଫାଶ । ସାମ୍ବାଦିକ ସମ୍ମିଳନୀ କରି ଛୁରାମାଡ଼ ଘଟଣାର ପର୍ଦ୍ଦାଫାଶ କରିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ । ଛୁରାମାଡ଼ ଘଟଣାରେ ରୂପେଶ ସମେତ ଅନ୍ୟ ଜଣଙ୍କୁ ପୋଲିସ ଗିରଫ କରିଛି । ମୋଟାମୋଟି…

ବଜାରରେ ଉପଲବ୍ଧ ହେଲା ଜିଓ ଫୋନ୍ ନେକ୍ସଟ

ଭୁବନେଶ୍ବର : ଆଜିଠୁ ଭାରତୀୟ ବଜାରରେ ଉପଲବ୍ଧ ହେଲା ଶସ୍ତା ଫୋନ୍ । ଜିଓ ଏବଂ ଗୁଗୁଲ ଦ୍ବାରା ମିଳିତ ଭାବରେ ବିକଶିତ ଶସ୍ତା ସ୍ମାର୍ଟ ଫୋନ ଜିଓ ଫୋନ ନେକ୍ସଟ ଆଜିଠୁ ବଜାରରେ ଉପଲବ୍ଧ ହୋଇଛି । ରିଲାଏନ୍ସ ରିଟେଲର ଜିଓମାର୍ଟ ଡିଜିଟାଲ ନେଟଓ୍ବର୍କରେ ଏହି ସ୍ମାର୍ଟ ଫୋନ ଉପଲବ୍ଧ ହେଉଛି ।…

ପୁରୀରେ ଲୋକାର୍ପିତ ହେଲା ସ୍ୱର୍ଗରଥ

ପୁରୀ: ପୁରୀରେ ଆଜି ଲୋକାର୍ପିତ ହେଲା ସ୍ୱର୍ଗରଥ । ସ୍ୱର୍ଗରଥକୁ ଲୋକାର୍ପିତ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ପୁରୀ ପୌରାଞ୍ଚଳ ଓ ପୌରାଞ୍ଚଳ ସୀମାର ୧୦କିଲୋମିଟର ମଧ୍ୟରେ ଏହି ସେବା ଉପଲବ୍ଧ ହେବ। ମୃତଦେହକୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଆଣିବା ନିମନ୍ତେ ଏହା ବାହାକଭାବେ କାର୍ଯ୍ୟ କରିବ।…

LPG ଦର ହ୍ରାସ ନେଇ କେନ୍ଦ୍ର ସରକାରଙ୍କୁ ଆନ୍ଦୋଳନର ଚେତାବନୀ ଦେଲେ ବିଜେଡି

ଭୁବନେଶ୍ୱର : ପେଟ୍ରୋଲ ଡିଜେଲ ଦର ହ୍ରାସ ପରେ ବିଜେଡି ରନ୍ଧନ ଗ୍ୟାସ ଦର ହ୍ରାସ କରିବା ପାଇଁ ଦାବି କରିଛି। ଏଥିପାଇଁ ବିଜେଡି କେନ୍ଦ୍ର ସରକାରଙ୍କୁ ୧୦ ଦିନ ସମୟ ଦେଇଛି । ୧୦ ଦିନ ମଧ୍ୟରେ ଏଲପିଜି ରେଟ୍ ହ୍ରାସ ନକଲେ ଆନ୍ଦୋଳନ କରାଯିବ ବୋଲି ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଚେତାବନୀ…

ବାଣ ଭିଡ଼ୁଥିବାବେଳେ ହାତରେ ଫାଟିଲା ବାଣ, ଯୁବକ ଗୁରୁତର

ଢ଼େଙ୍କାନାଳ: ଦୀପାବଳିରେ ଅଘଟଣ। ହାତରେ ଫାଟିଲା ବାଣ। ଏହିଭଳି ଅଘଟଣ ଘଟିଛି ଢ଼େଙ୍କାନାଳ ଜିଲ୍ଲା ଯୋରନ୍ଦା ଅଞ୍ଚଳରେ। ଆହତ ଯୁବକ ଜଣକ ହେଲେ ଯୋରନ୍ଦା ଅଞ୍ଚଳର ଦିଗନ୍ତ ପ୍ରଧାନ। ସୂଚନା ଅନୁସାରେ, ଆଜି ସକାଳେ ଦିଗନ୍ତ ବାଣ ଭିଡ଼ୁଥିଲେ। ଏହି ସମୟରେ ବାଣ ତାଙ୍କ ହାତରେ ଫାଟିଯାଇଥିଲା। ଏଥିରେ…