Latest Odisha News

BREAKING NEWS

Browsing Category

ଓଡିଶା

Odisha

କମିଲା ପେଟ୍ରୋଲ ଓ ଡିଜେଲ ଦର ,ଆଜି ମଧ୍ୟରାତ୍ରିରୁ ଲାଗୁ ହେବ ନୂଆ ଦର

ଭୁବନେଶ୍ୱର : ଗାଡି ଚାଳକଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ହ୍ରାସ କରିଥିବା ଦର ଆଜି ମଧ୍ୟ ରାତ୍ରରୁ ଲାଗୁ ହେବାକୁ ଯାଉଛି । ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭ୍ୟାଟ୍ ହ୍ରାସ କରିଥିଲେ ରାଜ୍ୟ ସରକାର। ଗତି କିଛି ଦିନ ହେଲା ଦେଶରେ ଅହେତୁକ ପେଟ୍ରୋଲ ମୂଲ୍ୟ…

ସୟେଦ ମୁସ୍ତାକ ଅଲୀ ଟି୨୦: ୧ରନରେ ହାରିଲା ଓଡିଶା

ଭୁବନେଶ୍ୱର: ସୟେଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟରେ ଆଜି ଓଡିଶା ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ତାମିଲନାଡୁଠାରୁ ମାତ୍ର ୧ ରନରେ ପରାସ୍ତ ହୋଇଛି । ଏଲିଟ ଗ୍ରୁପ ଏର ଏହି ମ୍ୟାଚରେ ତାମିଲନାଡୁ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଉଇକେଟ ହରାଇ ୧୬୫ ରନ କରିଥିଲା । ଅଭିଷେକ ରାଉତ ୨ଟି ଏବଂ…

ଶସ୍ତା ହେବ ଖାଇବା ତେଲ ଦର, ଶୁଳ୍କ ହ୍ରାସ କଲେ କେନ୍ଦ୍ର ସରକାର

ଦିଲ୍ଲୀ : ଖାଉଟିଙ୍କ ପାଇଁ ଖୁସି ଖବର । ଶସ୍ତା ହେବ ଖାଇବା ତେଲ ଦର। ପ୍ରଥମେ ପଟ୍ରୋଲ ଡିଜେଲ ପରେ ଏବେ ଖାଇବା ତେଲର ଦର ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଅହେତୁକ ଦର ବୃଦ୍ଧିକୁ ନେଇ ଖାଉଟି ଚିନ୍ତାରେ ପଡ଼ିଥିବା ବେଳେ ଏବେ କେନ୍ଦ୍ର ସରକାର ତେଲ ଦର ହ୍ରାସ କରିଛନ୍ତି ।ପାମୋଲିନ, ସୋୟାବିନ୍…

ସମ୍ କୋଭିଡ଼୍ ହସ୍ପିଟାଲରେ ୧୧ବର୍ଷୀୟ ବାଳିକାର ସଫଳ ଅସ୍ତ୍ରୋପ୍ରଚାର

ଭୁବନେଶ୍ୱର: କୋଭିଡ଼୍ ସଂକ୍ରମିତ ଜଣେ ୧୧ବର୍ଷୀୟ ବାଳିକାଙ୍କ ସଫଳ ଅସ୍ତ୍ରୋପ୍ରଚାର। ସମ୍ କୋଭିଡ଼ ହସ୍ପିଟାଲରେ ଏହି ଅସ୍ତ୍ରୋପ୍ରଚାର କରାଯାଇଛି। ବାଳିକାଙ୍କ ଆପେଣ୍ଡିସାଇଟିସ୍ ସମସ୍ୟା ଥିଲା। ତାଙ୍କ ଅସ୍ତ୍ରୋପ୍ରଚାର କରିଥିଲେ ସମ୍ ଶିଶୁରୋଗ ଅସ୍ତ୍ରୋପ୍ରଚାର ବିଭାଗର ଡ଼ାକ୍ତର। ବାଳିକା…

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୧୯ : ଜୟଦେବ ପୁରସ୍କାର ପାଇଁ ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର ମନୋନୀତ

ଭୁବନେଶ୍ୱର : ୨୦୧୯ ମସିହା ପାଇଁ ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଘୋଷଣା। କୋଭିଡ୍ ପାଇଁ ହୋଇନଥିଲା ଘୋଷଣା । ଜୟଦେବ ପୁରସ୍କାର ପାଇବେ ପ୍ରଯୋଜକ, ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର। ନୀଳମାଧବ ପଣ୍ଡା ପାଇବେ ମୋହନ ସୁନ୍ଦର ଦେବଗୋସ୍ୱାମୀ ପୁରଷ୍କାର। ଏହା ଛଡା ନୀଳ ମାଧବ ପଣ୍ଡା ଶ୍ରେଷ୍ଠ…

ଗାଁ ମାଟିରେ ପହଁଞ୍ଚିଲା ଭାରତୀୟ ସେନାର ବିଜୟ ଜ୍ୟୋତି

କଟକ : ଗାଁ ମାଟିରେ ପହଁଞ୍ଚିଲା ସେନାର ବିଜୟ ଜ୍ୟୋତି । କଟକ ଜିଲ୍ଲା ବଡମ୍ବା ବ୍ଲକ  ସଙ୍ଖାମେରୀ ଗାଁ ପଞ୍ଚାୟତର କନ୍ତପଡ଼ା ଗାଁରେ ଭାରତୀୟ ସେନାର ବିଜୟ ଜ୍ୟୋତି ପହଁଞ୍ଚିଛି। ୧୯୭୧ ମସିହା ପାକିସ୍ତାନ ବିରୁଦ୍ଧରେ ବିଜୟ ହାସଲ କରିଥିଲା ଭାରତ ।ବିଜୟର ୫୦ ବର୍ଷ ପୁର୍ତ୍ତି ଅବସରରେ ଏହି ମାସ…

ମମିତା ହତ୍ୟାକାଣ୍ଡ ମାମଲା ; ସାମ୍ନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

କଳାହାଣ୍ଡି : ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ପୁଣି ସାମ୍ନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ମହାଲିଙ୍ଗ ଦୋକାନୀ ବିବେକ ଅଗ୍ରୱାଲଙ୍କ ବୟାନ ରେକର୍ଡ କଲା ପୋଲିସ। ମମିତାଙ୍କୁ ହତ୍ୟା କରିବା ପୂର୍ବରୁ ଟାୟାର ମଗାଇଥିଲା ଗୋବିନ୍ଦ। ବିବେକ ଅଗ୍ରୱାଲଙ୍କୁ ଫୋନ୍ କରି ଦୁଇଟି ଟାୟାର…

ପ୍ରଦେଶ ମହିଳା କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତାଙ୍କ ନାଁ ଘୋଷଣା

ଭୁବନେଶ୍ୱର : ପ୍ରଦେଶ ମହିଳା କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଯାଇଛି। ରାଜ୍ୟରେ ମହିଳା କଂଗ୍ରେସକୁ ସୁଦୃଢ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନରେ ଅଖିଳ ଭାରତୀୟ ମହିଳା କଂଗ୍ରେସ କମିଟି ନେତ୍ରୀ ସୁଶ୍ରୀ ନେତା .ଡି ସୌଜା…

ଛାଡ଼ିଲେ ବିଜେପି, ବିଜେଡ଼ିରେ ଯୋଗ ଦେଇପାରନ୍ତି ପୂର୍ବତନ ଚମ୍ପୁଆ ବିଧାୟକ ଧନୁର୍ଜୟ ସିଦୁ

କେନ୍ଦୁଝର: ବିଜେପି ଛାଡ଼ିଲେ ପୂର୍ବତନ ଚମ୍ପୁଆ ବିଧାୟକ ଧନୁର୍ଜୟ ସିଦୁୁ। ଆସନ୍ତା ଦିନରେ ସେ ବିଜେଡ଼ିରେ ଯୋଗଦେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଆଜି ତେନ୍ତଳପଶିଠାରେ ଆୟୋଜିତ ଏକ ବୈଠକରେ ଧନୁର୍ଜୟ ସିଦୁ ବିଜେପି ଛାଡ଼ିବା ନେଇ ଘୋଷଣା କରିଥିଲେ। ୨୦୦୪ ସେ କଂଗ୍ରେସ ପ୍ରାର୍ଥୀ ଭାବେ…

ଆସନ୍ତାକାଲି ବିଜେଡିରେ ଯୋଗଦେବେ ପୂର୍ବତନ କଂଗ୍ରେସ ନେତା ପ୍ରଦୀପ ମାଝୀ

ଭୁବନେଶ୍ୱର: ଆସନ୍ତାକାଲି ବିଜେଡିରେ ଯୋଗଦେବେ ନବରଙ୍ଗପୁର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ। ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେବେ ପ୍ରଦୀପ ମାଝୀ । ପ୍ରାୟ ୧୦ ହଜାର କର୍ମୀ ଓ ସମର୍ଥକଙ୍କ ସହ ସେ ବିଜେଡିରେ ଯୋଗଦେବେ । ଏନେଇ ନବରଙ୍ଗପୁର ଜିଲ୍ଲାରେ ବଡ ଆୟୋଜନ କରାଯାଇଛି ।…