Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗ୍ୟାସ ପାଇପ୍ ଲାଇନ ପାଇଁ ଖୋଳାଯାଇଥିବା ଖାଲରେ ପଡ଼ି ବୃଦ୍ଧ ମୃତ

ଢେଙ୍କାନାଳ: ଗ୍ୟାସ୍ ପାଇପ୍ ଲାଇନ୍ ପାଇଁ ମାଟି ଖୋଳାଯାଇଥିଲା । ଖାଲରେ ଥିବା ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କିଙ୍ଗୋଳ ଗାଁ ଦେଇ ଯାଇଥିବା ପାରାଦୀପ-ଅନୁଗୁଳ ଗ୍ୟାସ ପାଇପ ଲାଇନ ଖାଲରେ ଥିବା ପାଣିରେ ବୁଡି ବୃଦ୍ଧଙ୍କର ମୃତ୍ୟୁ ହୋଇଛି ।…

ଆୟୁଷ ଡାକ୍ତରଙ୍କ ପକ୍ଷରୁ ଅସହଯୋଗ ଆନ୍ଦୋଳନ

ବରଗଡ଼: ଗତ ଅକ୍ଟୋବର ୨ତାରିଖରୁ ଆୟୁଷ ଡାକ୍ତରମାନେ ଅସହଯୋଗ ଆନ୍ଦୋଳନ ଜାରି ରଖିଛନ୍ତି। ମାତ୍ର ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଦାବି ପୂରଣ ହୋଇନାହିଁ। ଏହା ଉପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବରଗଡ଼ ସାମ୍ବାଦିକ ସଂଘଠାରେ ଏକ ସାମ୍ବାଦିକ ସମ୍ମିଳନୀ ରାଜ୍ୟ ଆୟୁଷ ଡାକ୍ତରଙ୍କ…

ନକଲି ବନ୍ଧୁକ ଧରି ଚୋରି କରିବାକୁ ଆସିଥିଲେ, କାବୁ କଲେ ଗାଁ ଲୋକ

ମାଲକାନଗିରି: ନକଲି ବନ୍ଧୁକ ଧରି ଚୋରି କରିବାକୁ ଆସିଥିବା ଚୋର ହଟହଟା । ନକଲି ବନ୍ଧୁକଧାରୀ ଚୋରଙ୍କୁ କାବୁ କଲେ ଗ୍ରାମବାସୀ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଥାନା ଅନ୍ତର୍ଗତ ଉଡ଼ପା ଗାଁରେ । ଗତକାଲି ବିଳମ୍ବିତ ରାତିରେ ସୀମାନ୍ତ ଛତିଶଗଡ଼ ରାଜ୍ୟ ନାରାୟଣପୁର ଅଞ୍ଚଳର…

ଭୂତ ନାଁରେ କୋଟିଏ ବୀମା ଟଙ୍କା ଆତ୍ମସାତ, LIC ଏଜେଣ୍ଟ ଗିରଫ

ଭୁବନେଶ୍ୱର: ମୃତ ବ୍ୟକ୍ତିଙ୍କ ନାଁରେ ବୀମା । ୪ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ୨୩ଟି ବୀମା ପଲିସି କରି ୧କୋଟି ୧୮ ଲକ୍ଷ ଟଙ୍କା ଚଳୁ ଅଭିଯୋଗ । ଏହି ମାମଲାରେ ଜଣେ ଏଲଆଇସି ଏଜେଣ୍ଟକୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା । ଖୋର୍ଦ୍ଧା ଏଲଆଇସି କାର୍ୟ୍ୟାଳୟର ଏଜେଣ୍ଟ କବିରାଜ…

ବିନା ଭକ୍ତରେ ଗଡ଼ିଲା ମା’ ବିରଜାଙ୍କ ରଥ

ଯାଜପୁର: କୋରନା କଟକଣା ଭିତରେ ବିନା ଭକ୍ତରେ ଗଡ଼ିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ରଥ । ନବରାତ୍ରି ଅବସରରେ ଆରମ୍ଭ ହୋଇଛି ମା’ ବିରଜାଙ୍କର ନବଦିବସୀୟ ରଥଯାତ୍ରା । ଗତକାଲି ପାରମ୍ପରିକ ରୀତିନୀତି ଅନୁଯାୟୀ ରଥପୂଜା ପରେ ରଥ ପ୍ରତିଷ୍ଠା କରାଯାଇଥିଲା । ଏହାପରେ ମା’ଙ୍କ ଚଳନ୍ତି…

ହଷ୍ଟେଲ ରୁମରୁ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର: ହଷ୍ଟେଲ ରୁମ୍ ଭିତରୁ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ପରିବାର ଲୋକଙ୍କ ଉପସ୍ଥିତିରେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହାପରେ…

ଆଜି ବ୍ରହ୍ମଗିରି ଯିବେ ମୁଖ୍ୟମନ୍ତ୍ରୀ, BSKYରେ ସ୍ମାର୍ଟ କାର୍ଡ ବାଣ୍ଟନର ଶୁଭାରମ୍ଭ କରିବେ

ପୁରୀ: ଆଜିଠୁ ପୁରୀ ଜିଲ୍ଲା ବ୍ରହ୍ମଗିରି ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଏଥିସହ ବ୍ରହ୍ମଗିରି ବିକାଶ ପାଇଁ ପ୍ରାୟ ହଜାରେ କୋଟି ଟଙ୍କାର ବିଭିନ୍ନ…

କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ, ଫାଟୁ ସିନେରୀରେ କଲେ ଚକ୍ଷୁ ଚିକିତ୍ସା ଶିବିର

କୋରାପୁଟ : କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ । ଫାଟୁ ସେନେରୀରେ ଅଞ୍ଚଳରେ ଚକ୍ଷୁ ଚିକିତ୍ସା ଶିବିର କରିଛି ଆନ୍ଧ୍ର । କୋରାପୁଟ ଜିଲ୍ଲା ପ୍ରଶାସନର ତାଗିଦକୁ ଖାତିର କରୁନାହାନ୍ତି ଆନ୍ଧ୍ର ଅଧିକାରୀ । ବାରମ୍ବାର କୋଟିଆର ବିବାଦୀୟ ଗ୍ରାମରେ କାର୍ଯ୍ୟକ୍ରମ ଜାରି ରଖିଛି । ଆଜି କୋଟିଆର…

ନୂଆପଡ଼ା ବନ ବିଭାଗର ଚଢ଼ାଉ, ବାରହା ମାଂସ ସହ ବନ୍ଧୁକ ଓ ଟାଙ୍ଗିଆ ଜବତ, ୪ ଗିରଫ

ନୂଆପଡ଼ା : ଅତର୍କିତ ଚଢ଼ାଉ କରି ବାରହା ମାଂସ ଜବତ କରିଛି ନୂଆପଡ଼ା ବନ ବିଭାଗ । ବାରହା ମାଂସ ସହ ଗୋଟିଏ ସିଙ୍ଗଲ ବାରେଲ ଜିପି ବନ୍ଧୁକ, ରକ୍ତ ଲଗା ଟାଙ୍ଗିଆ ସହ ଏକ ନିକିତି ମଧ୍ୟ ଜବତ ହୋଇଛି । ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ସୂଚନା ଅନୁସାରେ, ସଦର ଥାନା ଠାରୁ ମାତ୍ର ୮…

ମହଙ୍ଗା ପଡ଼ିଲା ଗଞ୍ଜେଇ କାରବାର, ସିଲ୍ ହେଲା ଘର ଓ ଦୋକାନ

ମାଲକାନଗିରି : ମହଙ୍ଗା ପଡ଼ିଲା ଚୋରା ଗଞ୍ଜେଇ କାରବାର । ମାଲକାନଗିରିରେ ଲୁଚି ଛପି ଗଞ୍ଜେଇ ବିକ୍ରି କରୁଥିବା ଲୋକଙ୍କୁ ଲାଗିଛି ଶକ୍ତ ଝଟକା । ଗଞ୍ଜେଇ କାରବାର କରୁଥିବା ଲୋକଙ୍କ ଘର ଦ୍ବାର ଓ ଦୋକାନ ସିଲ୍ କରିଛି ପୋଲିସ । ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ଲାଗି ଏଭଳି ପଦକ୍ଷେପ ନେଇଛି…