Latest Odisha News

BREAKING NEWS

Browsing Category

ଓଡିଶା

Odisha

PMAY-U 2.0:ଦେଶରେ ସୁଲଭ ସହରାଞ୍ଚଳ ଆବାସ ଯୋଜନାରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଓଡ଼ିଶା ଆଜି ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା–ସହରାଞ୍ଚଳ (PMAY-U 2.0)’ ଅଧୀନରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପାଦନରେ ଦେଶର ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି। ସେପ୍ଟେମ୍ବର ୨୦୨୪ରେ PMAY-U 2.0 ର ଶୁଭାରମ୍ଭ ପରଠାରୁ…

ଓଡ଼ିଶା ଉପକୂଳରେ ଭାରତର ପ୍ରଥମ ସ୍ୱଦେଶୀ ଗ୍ଲାଇଡ୍ ଅସ୍ତ୍ର ‘ତାରା’ର ସଫଳ ପରୀକ୍ଷଣ: ଶତ୍ରୁପକ୍ଷକୁ ମାତ୍ ଦେବାକୁ…

ଚାନ୍ଦିପୁର/ଭୁବନେଶ୍ୱର: ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (DRDO) ଏବଂ ଭାରତୀୟ ବାୟୁସେନା (IAF) ମିଳିତ ଭାବେ ଓଡ଼ିଶା ଉପକୂଳରେ ‘ଟାକ୍ଟିକାଲ୍ ଆଡଭାନ୍ସଡ୍ ରେଞ୍ଜ୍ ଅଗମେଣ୍ଟେସନ୍’ ବା ‘ତାରା’ (TARA) ନାମକ ଏକ ସ୍ୱଦେଶୀ ଗ୍ଲାଇଡ୍ ଅସ୍ତ୍ରର ସଫଳ ପରୀକ୍ଷଣ କରିଛନ୍ତି। ଏହା…

ଦେଶରେ ସର୍ବାଧିକ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ଦଣ୍ଡିତ କରିବାରେ ସବୁଠୁ ଆଗରେ ଓଡ଼ିଶା

ଭୁବନେଶ୍ବର: ନ୍ୟାସନାଲ୍‌ କ୍ରାଇମ୍‌ ରେକର୍ଡସ୍‌ ବ୍ୟୁରୋ (ଏନସିଆରବି) କ୍ରାଇମ୍‌ ଇନ୍‌ ଇଣ୍ଡିଆ ୨୦୨୪ ରିପୋର୍ଟ ଅନୁସାରେ ଦେଶରେ ସର୍ବାଧିକ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ଦଣ୍ଡିତ କରିବାରେ ସବୁଠା‌ରୁ ଆଗରେ ରହିଛି ଓଡ଼ିଶାର ଦୁର୍ନୀତି ନିବାରଣ ବିଭାଗ । ରିପୋର୍ଟ ଅନୁସାରେ…

ଅପରାଧୀ ଓ ପୋଲିସକୁ ସୁରକ୍ଷା ଦେବା ପାଇଁ ମହିଳା କମିଶନର ନାଟକ:ବିଜେଡି

ଭୁବନେଶ୍ୱର: ଗତ ଏକ ସପ୍ତାହ ହେଲା ଓଡିଶାର ବିଭିନ୍ନ ସ୍ଥାନରେ ଅପରାଧୀମାନେ ଯେଭଳି ନାରକୀୟ କାଣ୍ଡ ରଚାଉଛନ୍ତି, ଏଥିରୁ ସ୍ପଷ୍ଟ ହେଉଛି ରାଜ୍ୟର ଆଇନ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡି ପଡିଛି ବୋଲି ବିଜେଡି ଅଭିଯୋଗ କରିଛି । ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର…

ଆନ୍ଧ୍ରର ଜବରଦସ୍ତି ଜନଗଣନା;ଓଡ଼ିଶାର ତଥ୍ୟ ଉପରେ ରଙ୍ଗ ବୋଳିଲା

ଗଜପତି: ସୀମାନ୍ତରେ ଆନ୍ଧ୍ରର ଜବରଦସ୍ତି ଜନଗଣନା। ଆନ୍ଧ୍ର ସୀମାନ୍ତରେ ଥିବା ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତ ଅନ୍ତର୍ଗତ ମାଣିକପାଟଣା ଗ୍ରାମରେ ଓଡ଼ିଶା ପ୍ରଶାସନ ପକ୍ଷରୁ ଜନଗଣନା ସର୍ଭେ ହୋଇଥିଲା। ତେବେ ଗତକାଲି ସେଠାରେ ଆନ୍ଧ୍ର ଅଧିକାରୀମାନେ ଜୋର୍‌ ଜବରଦସ୍ତି ସର୍ଭେ କରିଛନ୍ତି ଓ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ପାଣିପାଗ ବିଭାଗ କଣ କହିଲା ବାତ୍ୟା ଆକଳନକୁ ନେଇ?

ଭୁବନେଶ୍ୱର/ନୂଆଦିଲ୍ଲୀ: ବଙ୍ଗୋପସାଗରରେ ପାଣିପାଗରେ ପରିବର୍ତ୍ତନ ଦେଖାଦେଇଛି। ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ (Cyclonic Circulation) ସୃଷ୍ଟି ହୋଇଛି। ଏହି ସିଷ୍ଟମ୍ ବାୟୁମଣ୍ଡଳର ୧.୫…

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଗର୍ଜିଲା ବିଜେଡି: ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ଅଭିଯୋଗ କରି ଆଜି ରାଜଧାନୀରେ ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶହ ଶହ ସଂଖ୍ୟାରେ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ…

ବାଲିଅନ୍ତା ହତ୍ୟାକାଣ୍ଡ: ରାସ୍ତାରୋକ କଲେ ସୌମ୍ୟରଞ୍ଜନଙ୍କ ପରିବାର, ଜିମ୍ ଟଙ୍କାକୁ ନେଇ ପୂର୍ବ ଶତ୍ରୁତାରୁ ହତ୍ୟା…

ବାଲିଅନ୍ତା/ଭୁବନେଶ୍ୱର: ବାଲିଅନ୍ତାରେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯିବା ଘଟଣାରେ ମୃତ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ପରିବାର ଲୋକେ ଏବଂ ଗ୍ରାମବାସୀ ରାସ୍ତାରୋକ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା ରହିଥିବା ସେମାନେ ଅଭିଯୋଗ କରିଛନ୍ତି। ମୃତ…

ଥରହର ହେବ ଶତ୍ରୁ! ଓଡିଶା ମାଟିରେ ସ୍ୱଦେଶୀ ଗ୍ଲାଇଡ୍ ଅସ୍ତ୍ର ‘ତାରା’ର ସଫଳ ପରିକ୍ଷଣ…

ଭୁବନେଶ୍ବର: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଏକ ବଡ଼ ସଫଳତା ହାସଲ କରିଛି । ଓଡ଼ିଶା ଉପକୂଳରେ ସ୍ୱଦେଶୀ ଗ୍ଲାଇଡ ଅସ୍ତ୍ର Tactical Advanced Range Augmentation 'ତାରା'ର ସଫଳ ପରୀକ୍ଷଣ ହୋଇଛି । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ବା ଡିଆରଡିଓଏବଂ ଭାରତୀୟ ବାୟୁସେନା…

“ଯଦି ସ୍ଥାନୀୟ ଲୋକେ ଆସିନଥାନ୍ତେ, ତେବେ ଆମେ ବଞ୍ଚିନଥାନ୍ତୁ”: ବାଲିଅନ୍ତା ଘଟଣାରେ ପୀଡ଼ିତାଙ୍କ ବୟାନ

ବାଲିଅନ୍ତା: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟଣାରେ ଏବେ ପୀଡ଼ିତା ମହିଳାମାନେ ସାମ୍ନାକୁ ଆସି ନିଜର ପ୍ରତିକ୍ରିୟା ରଖିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ସେଦିନ ସ୍ଥାନୀୟ ଲୋକେ ସାହାଯ୍ୟ ପାଇଁ ଆଗେଇ ଆସିନଥାନ୍ତେ, ତେବେ ସେମାନେ ଆଜି ଜୀବିତ…