Latest Odisha News

BREAKING NEWS

Browsing Category

ଓଡିଶା

Odisha

ପାରାଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର : ପାରାଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀସ୍ଥିତ ସରକାରୀ କାର୍ଯ୍ୟାଳୟରେ ପ୍ରମୋଦଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୋକିଓରେ ପ୍ରମୋଦ…

କୋଭିଡ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ନିୟମ ନମାନିଲେ ଲକଡାଉନ୍ ଫେରିବ

ଭୁବନେଶ୍ବର : ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆମେରିକା ଠାରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢିବା ଚିନ୍ତାଜନକ ହୋଇଛି । ତେଣୁ ଏ ପରିସ୍ଥିତିରେ ସମ୍ଭାବ୍ୟ ତୃତୀୟ ଲହର ଠାରୁ ନିରାପଦ ରହିବାକୁ ହେଲେ, କୋଭିଡ ନିୟମକୁ…

ଆଜି ସପ୍ତପୁରୀ ଅମାବାସ୍ୟା

ପୁରୀ: ଆଜି ସପ୍ତପୁରୀ ଅମାବାସ୍ୟା। ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା କୁହାଯାଏ । ଏହି ଅମାବାସ୍ୟା ତିଥିରେ ଶ୍ରୀଜଗନ୍ନାଥଙ୍କ ଠାରେ ସପ୍ତପୁରୀ ଭୋଗ ଲାଗିଥାଏ। ଆଜି ଠାକୁରଙ୍କ ଅବକାଶ ନୀତି ସରିବା ପରେ ଠାକୁରଙ୍କୁ ବେଶ କରାଯାଇଥିଲା । ଗମ୍ଭୀରାର ପାଣି ପେଡ଼ି ଟେରା ବନ୍ଧାଯିବା…

ଛାତ୍ର ଓ ଶିକ୍ଷକ କରୋନା ପଜିଟିଭ୍‌, ବନ୍ଦ ହେଲା ସ୍କୁଲ

ଭୁବନେଶ୍ବର : ଚିନ୍ତା ବଢ଼ାଇଲା ମହାମାରୀ । ଛାତ୍ର ଓ ଶିକ୍ଷକ କରୋନା ପଜିଟିଭ୍‌ ଚିହ୍ନଟ ପରେ ସପ୍ତାହେ ପାଇଁ ବନ୍ଦ ରହିଲା ଢେଙ୍କାନାଳ କାନପୁରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ । ସପ୍ତାହେ ପାଇଁ ସ୍କୁଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ।…

ନୂଆ ଭାରିଆଣ୍ଟ ସୃଷ୍ଟି ନହେଲେ ଦେଶରେ ମାରାତ୍ମକ ହେବନି ତୃତୀୟ ଲହରୀ

ନୂଆଦିଲ୍ଲୀ : କରୋନାକୁ ନେଇ ଲୋକଙ୍କ ମନରେ ଭୟ ଓ ଆତଙ୍କ ଥମିବାର ନାଁ ନେଉନି । ଆକ୍ରାନ୍ତ ସାଙ୍ଗକୁ ମୃତ୍ୟୁ ସଂଖ୍ୟାକୁ ନେଇ ଲୋକଙ୍କ ମନରେ ଏବେ ବି ଭୟ କମିନି । ଏଭଳି ସ୍ଥିତିରେ ବିଶିଷ୍ଟ ଭୂତାଣୁ ବିଜ୍ଞାନୀ କହିଛନ୍ତି, ଯଦି ନୂଆ ଭାରିଆଣ୍ଟ ସୃଷ୍ଟି ନହୁଏ ତେବେ ଦେଶରେ ଦ୍ବିତୀୟ ଲହରୀ ପରି…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ଜଣେ ମୃତ

କୋରାପୁଟ: କେତେ ମାରାତ୍ମକ ପୂର୍ବ ଶତ୍ରୁତା ? କ୍ରୋଧ ଓ ପ୍ରତିଶୋଧ କଣ ସମସ୍ତ ସମସ୍ୟାର ସମାଧାନ । ବୋଧ ହୁଏ ଏହି ଦୁଇଟି ଉକ୍ତିର ଅର୍ଥ କୋରାପୁଟ ଜିଲ୍ଲାର ଘଟୁଆଳ ଗୁଡାର ଲୋକେ ବୁଝିପାରିନଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟୁଆଳଗୁଡାରେ ବାପା ଓ ପୁଅଙ୍କୁ ମରଣାନ୍ତକ ଆକ୍ରମଣ ।…

ପିସିଆର୍ ବାଇକର ଶୁଭାରମ୍ଭ ,ଅପରାଧୀ ହୁସିଆର

ବରଗଡ଼: ପିସିଆର୍ ବାଇକର ଶୁଭାରମ୍ଭ । ବରଗଡ଼ ଆରକ୍ଷୀ ଅଧିକାରୀ ରାହୁଲ ଜେନାଙ୍କ ଦ୍ୱାରା ଆଜି ୪ ଟି ପିସିଆର୍ ବାଇକର ଶୁଭ ଉଦ୍ ଘାଟନ କରାଯାଇଛି । ବରଗଡ଼ରେ ଦିନକୁ ଦିନ ଚୋରି ,ଡକାୟତ,ନିଶା କାରବାର ବଢ଼ୁଛି। ଏସବୁକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି । ଏହି…

ନକଲି ଜର୍ଦ୍ଦା ଜବତ,ଜଣେ ଗିରଫ

ଭଦ୍ରକ: ଧରା ପଡ଼ିଲା ନକଲି ଜର୍ଦ୍ଦା କାରବାର । ଅଟୋରେ ନକଲି ଜର୍ଦ୍ଦା ଯାଉଥିବା ସମୟରେ ଅଟୋ ସହ ଜର୍ଦ୍ଦାକୁ ଜବତ କରିଛି ଭଦ୍ରକ ପୁରୁଣା ବଜାର ପୋଲିସ । ପ୍ରାୟ ଦେଢ କ୍ୱିଣ୍ଟାଲ ନକଲି ଜର୍ଦ୍ଦା ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ସୂଚନା ଅନୁସାରେ…

ପୁଣି ପ୍ରେମରେ ପେସ୍

ଭୁବନେଶ୍ୱର:ଇଣ୍ଡିଆନ୍ ଟେନିସ୍ ଆଇକନ୍ ଲିଆଣ୍ଡର ପେସ୍। ଅଧିକାଂଶ ସମୟ ଚର୍ଚ୍ଚାରେ ରହୁଥିବା ଲିଆଣ୍ଡର ଏବେ ପୁଣି ଏକ ନୂଆ ଚର୍ଚ୍ଚାରେ ରହିଛନ୍ତି। ତା ପୁଣି ପ୍ରେମ ନେଇ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଲିଆଣ୍ଡରଙ୍କ ସହ ବଲିଉଡ଼ ଆକ୍ଟ୍ରେସ କିମ୍ ଶର୍ମାଙ୍କ ଫଟୋ। ତେବେ ପୁଣି ଥରେ ଚର୍ଚ୍ଚାକୁ…

ଲୋକ ବୋହି ନେଲେ ଆଳୁ

ଯାଜପୁର : ଓଲଟିଲା ଆଳୁ ବୋଝେଇ ଟ୍ରକ । ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ଛତିଆ ଠାରେ ଏପରି ଅଘଟଣ ଘଟିଛି। ଆଳୁ ବୋଝେଇ ଟ୍ରକଟି ରାସ୍ତା ଉପରେ ଓଲଟି ପଡ଼ିଛି । ଡ୍ରାଇଭର ଜଣକ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । କଟକ ଅଭିମୁଖେ ଯାଉଥିବା ଏହି ଟ୍ରକଟି ଛତିଆଠାରେ ରାସ୍ତା ଉପରେ ଠିଆ…