Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆରଡ଼ି ଆଖଣ୍ଡଳମଣିଙ୍କ ପୀଠରେ ମାନିଲେନି ଶ୍ରାବଣ କଟକଣା

ଭଦ୍ରକ : ଆରଡ଼ି ଆଖଣ୍ଡଳମଣିଙ୍କ ପୀଠରେ ଶ୍ରାବଣଯାତ୍ରା କଟକଣା ଫୁ । ନିୟମକୁ ନମାନି ଜଳାଭିଷେକ କଲେ ଶତାଧିକ ଭକ୍ତ । ମହାମାରୀ କରୋନାର ଭୟାଭୟତାକୁ ଦେଖି ସରକାର ବନ୍ଦ କରିଥିଲେ ଆଖଣ୍ଡମଣୀଙ୍କ ଶ୍ରାବଣୀ ମେଳା । କୌଣସି ଶିବାଳୟରେ କାଉଡ଼ିଆ ଜଳଲାଗି କରିବେ ନାହିଁ ବୋଲି ସମସ୍ତ ମନ୍ଦିର ପ୍ରଶାସନ…

ଏନସିଆରବିର ଚିନ୍ତାଜନକ ରିପୋର୍ଟ, ୨୦୧୭ରୁ ୨୦୧୯ ମଧ୍ୟରେ ଆତ୍ମହତ୍ୟା କରିଛନ୍ତି ୨୪ ହଜାର ପିଲା

ନୂଆଦିଲ୍ଲୀ : ଦେଶରେ ବଢୁଛି ଆତ୍ମହତ୍ୟା । ଖାସକରି ୧୪ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇଛି । ୨୦୧୭ରୁ ୨୦୧୯ ମଧ୍ୟରେ ଦେଶରେ ୨୪ ହଜାରରୁ ଅଧିକ ପିଲା କରିଛନ୍ତି ଆତ୍ମହତ୍ୟା । ଏଭଳି ଏକ ତଥ୍ୟ ପ୍ରକାଶ କରିଛି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା ଏନସିଆରବି ।…

ଅଗଷ୍ଟରୁ ସେପ୍ଟେମ୍ବର ମାସ ମଧ୍ୟରେ ଆସିପାରେ କରୋନାର ତୃତୀୟ ଲହର

ଭୁବନେଶ୍ବର : ରାଜ୍ୟରେ କମୁଛି ସଂକ୍ରମଣ । ମାମଲା ଦିନକୁ ଦିନ ହ୍ରାସ ପାଉଥିବା ବେଳେ, ଏବେ ପୁଣି ଚିନ୍ତା ବଢ଼ାଇଲାଣି ତୃତୀୟ ଲହର । କାରଣ ବିଶେଷଜ୍ଞଙ୍କ କହିବା ଅନୁସାରେ, ଅଗଷ୍ଟରୁ ସେପ୍ଟେମ୍ବର ମାସ ମଧ୍ୟରେ ଆସିପାରେ କରୋନାର ତୃତୀୟ ଲହର । ଚଳିତ ମାସ ଶେଷ ବେଳକୁ ଦେଶରେ ତୃତୀୟ ଲହର…

ଦାଦନ ଖଟୁଛନ୍ତି ବିଦ୍ୟାର୍ଥୀ, ଦାୟି କିଏ ?

ରାୟଗଡା: ବେଶି ପୁରୁଣା ନୁହେଁ, ମାତ୍ର କିଛି ପୂର୍ବରୁ ସାମ୍ନାକୁ ଆସିଥିଲା ଆନ୍ଧ୍ରର ଗୁଣ୍ଟୁର ଚିଙ୍ଗୁଡି ପ୍ରକ୍ରିୟାକରଣ ସଂସ୍ଥାରେ ଅଘଟଣ । ତଥାପି ନିଘୋଡ ନିଦରେ ଶୋଇଛି ଶ୍ରମ ବିଭାଗ । ଆର୍ଥିକ ଅନାଟନ ହେଉ ଅବା ପାଠପଢା ଖର୍ଚ୍ଚ ବହନ କରିବା ପାଇଁ ବୟସ୍କ ଓ ବିଦ୍ୟାର୍ଥୀମାନେ ବାହାର ରାଜ୍ୟକୁ…

କାଲିଠୁ ଭକ୍ତଙ୍କ ଲାଗି ଖୋଲିବ ମା’ ବିରଜାଙ୍କ ମନ୍ଦିର

ଯାଜପୁର: ପ୍ରାୟ ତିନି ମାସର ବ୍ୟବଧାନ ପରେ ଯାଜପୁର ସହରର ମା ବିରଜା ମନ୍ଦିର ଖୋଲିବାକୁ ଯାଉଛି। ଅଗଷ୍ଟ ୩ରୁ ମାଙ୍କ ଦର୍ଶନ କରିପାରିବେ ଭକ୍ତ। ଯାଜପୁର କଲେକ୍ଟର ଚକ୍ରବର୍ତ୍ତୀ ସିଂ ରାଠୋର ସୋମବାର କହିଛନ୍ତି ଯେ "ଭକ୍ତମାନଙ୍କୁ କରୋନା ନିୟମାବଳୀକୁ କଡାକଡି ପାଳନ କରି ମନ୍ଦିର ଭିତରକୁ…

ଫୁଲୁଛି ସୁବର୍ଣ୍ଣରେଖା: ବାଲେଶ୍ୱର ରାଜଘାଟରେ ବିପଦ ସଙ୍କେତ ଟପିଲା ଜଳସ୍ତର

ବାଲେଶ୍ୱର: ଉପରମୁଣ୍ଡରେ ଲଗାଣ ବର୍ଷା ଫଳରେ ଫୁଲୁଛି ସୁବର୍ଣ୍ଣରେଖା । ଜଳସ୍ତର ବୃଦ୍ଧି ପାଇଛି । ଆଜି ବାଲେଶ୍ୱର ଜିଲ୍ଲା ରାଜଘାଟ ନିକଟରେ ସୁବର୍ଣ୍ଣରେଖାର ଜଳସ୍ତର ବିପଦ ସଙ୍କେତ ଟପିଛି । ରାଜଘାଟ ନିକଟରେ ବର୍ତ୍ତମାନ ଜଳସ୍ତର ରହିଛି ୧୦.୫୪ ମିଟର । ଏଠାରେ ବିପଦ ସଙ୍କେତ ରହିଛି ୧୦.୩୬ ମିଟର…

କାଲିଠୁ ଭକ୍ତଙ୍କୁ ଦର୍ଶନ ଦେବେ ମାଆ ସମଲେଶ୍ୱରୀ

ସମ୍ୱଲପୁର: ତିନି ମାସ ପରେ କାଲିଠୁ ଭକ୍ତଙ୍କୁ ଦର୍ଶନ ଦେବେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀ । ସର୍ବସାଧାରଣ ଦର୍ଶ ପାଇଁ ସମଲେଶ୍ୱରୀ ମନ୍ଦିର ଖୋଲିବ । ସମଲେଶ୍ୱରୀ ମନ୍ଦିରରେ ସକାଳ ୬ଟାରୁ ସାଢ଼େ ୧୧ଟା ଓ ଅପରାହ୍ଣ ୩ଟାରୁ ସାଢ଼େ ୭ଟା ଯାଏ ସର୍ବସାଧାରଣ ଦର୍ଶନ ଚାଲିବ । କୌଣସି…

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟମନ୍ଦିର

ପୁରୀ: ଅନଲକ୍ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟମନ୍ଦିର । କରୋନା କଟକଣା ଓ ଗାଇଡଲାଇନ୍ ଅନୁସାରେ ପର୍ଯ୍ୟଟକ କୋଣାର୍କ ବୁଲି ପାରିବେ । ଅନଲାଇନରେ ଟିକେଟ ବ୍ୟବସ୍ଥା ଉପଲବ୍ଧ ହୋଇଛି । ମାସ୍କ ନଥିଲେ ଏଣ୍ଟ୍ରି ଅନୁମତି ନାହିଁ । ପ୍ରବେଶ ପଥରେ ସମସ୍ତଙ୍କର ଥର୍ମାଲ…

ଅଲିମ୍ପିକ୍ସ ୨୦୦ ମିଟର ଦୌଡ଼ରେ ନିରାଶ କଲେ ଦୂତୀ ଚାନ୍ଦ

ଟୋକିଓ: ଅଲିମ୍ପିକ୍ସ ଶହେ ମିଟର ପରେ ଦୁଇ ଶହ ମିଟରରେ ବି ନିରାଶ କଲେ ଓଡ଼ିଶାର ଦୌଡ଼ରାଣୀ ଦୂତୀ ଚାନ୍ଦ । ସେ ୨୦୦ ମିଟର ସେମିଫାଇନାଲକୁ ଯୋଗ୍ୟତା ହାସଲ କରିପାରି ନାହାନ୍ତି । ସେ ନିଜ ହିଟର ସପ୍ତମ ସ୍ଥାନରେ ରହିଥିଲେ । ୨୦୦ ମିଟରରେ ଚତୁର୍ଥ ହିଟରେ ଦୌଡ଼ିଥିଲେ ଦୂତୀ । ୨୦୦ ମିଟର ଅତିକ୍ରମ…

ରାଜ୍ୟରେ ୬୦୦୦ ଡେଇଁଲା କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଜି ମୃତ୍ୟୁସଂଖ୍ୟା ୬ ହଜାର ପାର କରିଛି । ରାଜ୍ୟରୁ ଆଉ ୬୭ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଜନିମତ ମୋଟ୍ ମୃତ୍ୟୁସଂଖ୍ୟା ୬ହଜାର ୩୩କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ୧୫ ଜିଲ୍ଲାରୁ ଚିକିତ୍ସାଧୀ…