Latest Odisha News
Browsing Category

ଓଡିଶା

Odisha

ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ବୈଠକ: ଖୁବଶୀଘ୍ର ପୂରଣ ହେବ ଖାଲି ଥିବା ପଦବୀ

ଭୁବନେଶ୍ୱର: ଲୋକସେବା ଭବନରେ ପୁରୀ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ବୈଠକ। ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଶ୍ରୀମନ୍ଦିର‌ ପ୍ରଶାସନର ବିଭିନ୍ନ ଦିଗ ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ନିମନ୍ତେ ଆର୍ଥିକ…

Cyclone Montha: ବାତ୍ୟା ପ୍ରଭାବରେ ଉପୁଡିଲା ଗଛ, ଅନେକ ଜିଲ୍ଲାରେ ଭୂସ୍ଖଳନ…

ଭୁବନେଶ୍ୱର: ବାତ୍ୟା 'ମୋନ୍ଥା' ଉପକୂଳ ଆଡକୁ ଗତି କରୁଥିବା ବେଳେ ଏହାର ପ୍ରଭାବରେ ମଙ୍ଗଳବାର ଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଯାହା ଫଳରେ ଗଜପତି ଏବଂ ରାୟଗଡ଼ା ଭଳି ଜିଲ୍ଲାରେ ଭୂସ୍ଖଳନ, ଗଛ ଉପୁଡ଼ି ପଡ଼ିବା ଏବଂ ଘର କ୍ଷତିଗ୍ରସ୍ତ ହୋଇଥିବା ନଜର ଆସିଛି। ଗଜପତି…

Weather Update: ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର: ମୋନ୍ଥା କୋପରେ ରାଜ୍ୟରେ ଦୁଇ ଦିନ ଭୀଷଣ ବର୍ଷା। ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବାତ୍ୟା ‘ମୋନ୍ଥା’ର…

Train Canceled: ବାତ୍ୟା ‘ମୋନ୍ଥା’ ପାଇଁ ଟ୍ରେନ୍ ବାତିଲ୍; ହେଲ୍ପ ଲାଇନ୍ ନଂ ଜାରି କଲା ପୂର୍ବତଟ ରେଲୱେ

ଭୁବନେଶ୍ବର: ଭୀଷଣ ବାତ୍ୟାର ରୂପ ନେଇ ସାରିଛି ‘ମୋନ୍ଥା’। ଆଜି ରାତିରେ ସ୍ଥଳଭାଗ ଛୁଇଁବ । ତେବେ ବାତ୍ୟାର ପ୍ରକୋପକୁ ଲକ୍ଷ୍ୟ ରଖି ପୂର୍ବତଟ ରେଲଓ୍ବେ ପକ୍ଷରୁ କିଛି ଟ୍ରେନ୍ ବାତିଲ୍ କରାଯାଇଛି । ପ୍ରାୟ ୪୨ଟି ଟ୍ରେନ୍ ବାତିଲ ହୋଇଛି । ଦୁଇଟି ଟ୍ରେନର ଗତପଥ ପରିବର୍ତ୍ତନ ହୋଇଥିବା ବେଳେ ୫ଟି…

ବେଳାଭୂମିରେ ଲାଇଫଗାର୍ଡଙ୍କୁ ଚପଲରେ ସେକିଲେ ମହିଳା

ପୁରୀ: ପୁରୀ ବେଳାଭୂମିରେ ଲାଇଫ ଗାର୍ଡଙ୍କୁ ପର୍ଯ୍ୟଟକ ଆକ୍ରମଣ କରିଛନ୍ତି । ସମୁଦ୍ର କୂଳ ସେକ୍ଟର ନଂ ୪ରେ ଘଟିଛି ଏଭଳି ଘଟଣା । ସମୁଦ୍ର ସ୍ନାନ ପାଇଁ କଟକଣା ଲଗାଯାଇଥିବା ବେଳେ ଏହାକୁ ବାରଣ କରିବାରୁ ପର୍ଯ୍ୟଟକ ଦମ୍ପତି ଲାଇଫ ଗାର୍ଡଙ୍କୁ ଚପଲରେ କରିଛନ୍ତି ଆକ୍ରମଣ କରିଥିବା ଘଟଣା ସାମ୍ନାକୁ…

ପଞ୍ଚୁକରେ ଶୃଙ୍ଖଳିତ ଦର୍ଶନ ପାଇଁ କେବଳ ସିଂହଦ୍ୱାରରେ ପ୍ରବେଶ କରିବେ ଶ୍ରଦ୍ଧାଳୁ

ପୁରୀ: ଆଗକୁ ଆସୁଛି ପଞ୍ଚୁକ । ଏହି ପାଞ୍ଚ ଦିନ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ପରିଲିକ୍ଷିତ ହେବ । ଏହାକୁ ଦୃଷ୍ଟିରେ ରଖି ଏହି ସମୟରେ ଯେପରି ଶ୍ରଦ୍ଧାଳୁ ମାନେ ଶୃଙ୍ଖଳାର ସହ ଦର୍ଶନ କରିପାରିବେ ଓ ନିର୍ଦ୍ଧାରିତ ସମୟରେ ମହାପ୍ରସାଦ ବାହାରିବ ଓ ଭଲରେ ମହାପ୍ରସାଦ ସେବନ କରିହେବ…

Cyclone Montha: ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ

ଭୁବନେଶ୍ୱର: ଗଜପତି ଜିଲ୍ଲା ପୋତାରା ପଞ୍ଚାୟତର ଏକ ବାତ୍ୟା ଆଶ୍ରୟସ୍ଥଳରେ କାର୍ଯ୍ୟରତ ଜଣେ ଯୋଗାଣ ସହାୟକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ସୁରେନ୍ଦ୍ର ଗମାଙ୍ଗ। ସେ ସୋମବାର ରାତିରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ସୂଚନା ଅନୁଯାୟୀ, ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ସରକାରଙ୍କ…

ଭୟଙ୍କର ହେଉଛି ବାତ୍ୟା ‘ମୋନ୍ଥା’: ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ବେଳାଭୂମିକୁ ଯିବା ନେଇ ଲାଗିଲା…

ପୁରୀ: ବାତ୍ୟା ମୋନ୍ଥାକୁ ନେଇ ହାଇ ଆଲର୍ଟରେ ପୁରୀ ଜିଲ୍ଲା ପ୍ରଶାସନ । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ବେଳାଭୂମିକୁ ଯିବା ନେଇ ଲାଗିଲା କଟକଣା । ବାତ୍ୟା ପ୍ରଭାବ ରେ ଅଶାନ୍ତ ରହିଛି ସମୁଦ୍ର । ଉଚ୍ଚ ଜୁଆର ଯୋଗୁଁ ସମୁଦ୍ର ସ୍ନାନ ନେଇ ରହିଛି ବିପଦ । ବେଳାଭୂମିରେ ଥିବା ପର୍ଯ୍ୟଟକଙ୍କୁ…

Cyclone Montha: ଆସନ୍ତା ୩୧ ଯାଏଁ ପର୍ଯ୍ୟଟକଙ୍କୁ ସମୁଦ୍ର ଓ ପାହାଡିଆ ଅଞ୍ଚଳରେ ଭ୍ରମଣ ପାଇଁ ନିଷେଧ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ବାତ୍ୟା ମୋନ୍ଥାର ମୁକାବିଲା ସମ୍ପର୍କରେ ସମୀକ୍ଷା କରିଛନ୍ତି। ପ୍ରତ୍ୟେକ ବିପର୍ଯ୍ୟୟରେ ଜିରୋ କାଜୁଆଲ୍‌ଟିକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ବାତ୍ୟା ଆନ୍ଧ୍ରପ୍ରଦେଶରେ ଅତିକ୍ରମ କରୁଥିଲେ ମଧ୍ୟ ଓଡିଶାର ବିଭିନ୍ନ…

Brown Sugar Seized: ମଙ୍ଗୁଳି ନିକଟରୁ ୩୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଦୁଇ ଗିରଫ

କଟକ: କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ପୁଣି ସଫଳତା ମିଳିଛି । କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ । ଏହାସହିତ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଜବତ ବ୍ରାଉନ ସୁଗାରର ମୂଲ୍ୟ ୩୧ ଲକ୍ଷ ଟଙ୍କା ହେବ…