Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାର ବିଭିନ୍ନ ସ୍ଥାନର ଅପଭ୍ରଂଶ ଇଂରାଜୀ ନାମ ବଦଳିବ; ମୂଳ ଓଡ଼ିଆ ନାମର ହେବ ପୁନରୁଦ୍ଧାର…

ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ସ୍ଥାନର ଅପଭ୍ରଂଶ ଇଂରାଜୀ ନାମ ବଦଳିବ । ବ୍ରିଟିଶ୍ ଶାସନ ସମୟରୁ ପ୍ରଚଳିତ ଭୁଲ୍ ବନାନ୍ ସଂଶୋଧନ ହେବ । ମୂଳ ଓଡ଼ିଆ ନାମର ପୁନଃସ୍ଥାପନ ସମ୍ପର୍କରେ ପ୍ରସ୍ତାବ ପଠାଇବା ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ.…

BJD Rajya Sabha Candidate: ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ଦୁଇ ପ୍ରାର୍ଥୀ ଦେଲା ବିଜେଡି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇ ଜଣଙ୍କ ନାଁ ରାଜ୍ୟସଭା ପ୍ରାର୍ଥୀ ଲାଗି ଘୋଷଣା କରିଛନ୍ତି । ସନ୍ତୃପ୍ତ ମିଶ୍ର ଦଳୀୟ ପ୍ରାର୍ଥୀ ଓ ଡାକ୍ତର ଦତ୍ତେଶ୍ବର ହୋତା କମନ୍ କ୍ୟାଣ୍ଡି‌ଡେଟ୍ ହେବେ ବୋଲି ଘୋଷଣା…

Rajya Sabha Elections: କିଏ ହାତେଇବ ୪ର୍ଥ ଆସନ? ଚାଲିଛି ରାଜନୈତିକ କସରତ୍… କିଙ୍ଗ ମେକର ବନିପାରନ୍ତି…

ଭୁବନେଶ୍ଵର: ବାଜିସାରିଛି ରାଜ୍ୟସଭା ନିର୍ବାଚନ ବିଗୁଲ। ଘୋଷଣା ହୋଇଛି ବିଧିବଦ୍ଧ ତାରିଖ।ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ। ଯେଉଁଥିରେ ଓଡ଼ିଶାର ୪ ଆସନ ଖାଲି ରହିଛି। ଯାହାକୁ ନେଇ ଏବେ ଚାଲିଛି କସରତ। ରାଜ୍ୟସଭା ପାଇଁ କିଏ ଦେବ କେତୋଟି ପ୍ରାର୍ଥୀ? ବିଜେଡି କିଣିଥିଲା ୬ଟି ସେଟ୍,…

‘ସାଇବର କବଚ’କୁ ସଫଳତା; ୨ ଝାଡ଼ଖଣ୍ଡୀ ସାଇବର ଠକଙ୍କ ସମେତ ୫ଗିରଫ

ବଡ଼ବିଲ:ଓଡ଼ିଶା ପୋଲିସର ସ୍ପେଶାଲ ଡ୍ରାଇଭ "ସାଇବର କବଚ"ଜାରି ରହିଛି । ଚମ୍ପୁଆ ପୋଲିସ୍ ୫ ଜଣ ସାଇବର ଠକଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କ ନିକଟରୁ ୧୩ଟି ଡେବିଟ୍ କାର୍ଡ, ୨ଟି ପାନ୍ କାର୍ଡ ଓ ୬ଟି ମୋବାଇଲ୍ ଫୋନ୍ ଜବତ କରିଛି । ସେମାନେ ହେଲେ ଝାଡ଼ଖଣ୍ଡ ଚାଇଁବାସା ଥାନା ବଡ଼ବିଲ ଅଞ୍ଚଳର…

Odisha Education: ରାଜ୍ୟରେ ଖୋଲିବ ଆଉ ୩ଟି ନୂତନ ମହାବିଦ୍ୟାଳୟ

ଭୁବନେଶ୍ୱର:ରାଜ୍ୟରେ ଖୋଲିବ ଆଉ ୩ଟି ନୂତନ ମହାବିଦ୍ୟାଳୟ । ବ୍ରହ୍ମପୁରର ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା ଦେଇଛନ୍ତି । ଗୋଟିଏ ମତ୍ସ୍ୟ ବିଜ୍ଞାନ, ଗୋଟିଏ ପ୍ରାଣୀ ସମ୍ପଦ ଓ ଗୋଟିଏ କୃଷି କଲେଜ ଖୋଲା ଯିବ । ସୂଚନାଥାଉକି, ସୋନପୁରରେ ମତ୍ସ୍ୟ ବିଜ୍ଞାନ…

ଗୀତ ଗୋବିନ୍ଦ ସଦନରେ ମନୋଜ ଦାସ ଜୟନ୍ତୀ

ଭୁବନେଶ୍ୱର: ମନୋଜ ଦାସଙ୍କ ଭାଷାରେ, ଭାବରେ, ଚରିତ୍ର ଚିତ୍ରଣରେ ଉତ୍ତୁଙ୍ଗ ପରିପକ୍ୱତା ପରିଲକ୍ଷିତ ହୁଏ। ନିସର୍ତ୍ତ ଭାବରେ ମଣିଷକୁ ସ୍ବାଗତ କରିବା, ମଣିଷର ଅସହାୟତାକୁ, ବିଷାଦକୁ, ଶୋକକୁ ଉପସ୍ଥାପନ କରିବାରେ ସେ ଓସ୍ତାଦ୍ ଥିଲେ। ମନୋଜ ଦାସ ଜଣେ ବିରଳ ଶିଳ୍ପୀ। ଯିଏ ବିଷାଦର ଚମତ୍କାର…

Green Hydrogen Jetty at Paradip: ପାରାଦ୍ୱୀପ ବନ୍ଦରରେ ଗ୍ରୀନ୍ ହାଇଡ୍ରୋଜେନ୍ ଜେଟିକୁ ଅନୁମୋଦନ;ପିଏମଙ୍କୁ…

ଭୁବନେଶ୍ବର:ପାରାଦ୍ୱୀପ ବନ୍ଦରରେ ଏଣିକି ଗ୍ରୀନ୍ ହାଇଡ୍ରୋଜେନ୍ ଓ ଆମୋନିଆ ଭଳି ପରିବେଶ ଅନୁକୂଳ ଜାଳେଣିର କାରବାର ହେବ। ଏଥିପାଇଁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ୭୯୭.୧୭ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ଜେଟି (Jetty) ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି।…

ମାର୍ଚ୍ଚ ୧ରେ ‘କଟକ ଦହିବରା ଆଳୁଦମ ଦିବସ’;ବାଲିଯାତ୍ରା ତଳ ପଡିଆରେ ଉତ୍ସବର ଆୟୋଜନ

କଟକ: ଦହିବରା କେବଳ ଏକ ଖାଦ୍ୟ ନୁହେଁ, ଏହା କଟକିଆଙ୍କର ଆବେଗ ଓ ସାଂସ୍କୃତିକ ପରିଚୟର ଅଂଶ। ଏହି ଲୋକପ୍ରିୟ ଓ ପାରମ୍ପରିକ ଖାଦ୍ୟକୁ ନେଇ ସହରର ଭାବନାକୁ ଆହୁରି ଗାଢ଼ କରିବା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ମାର୍ଚ୍ଚ ୧ ତାରିଖରେ ‘କଟକ ଦହିବରା ଆଳୁଦମ ଦିବସ’ ପାଳନ କରାଯିବ।…

Taking bribe: ପଟ୍ଟା ସଂଶୋଧନ ପାଇଁ ଲାଞ୍ଚ ନେଇ ଫସିଲେ ରାଜସ୍ବ ନିରୀକ୍ଷକ ବାବୁ

କେନ୍ଦ୍ରାପଡ଼ା:ରାଜନଗର ତହସିଲ ଅନ୍ତର୍ଗତ କୋରଡ଼ାଗଡ଼ ସର୍କଲ ରାଜସ୍ବ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ବେହେରା ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି । ଏକ ପଟ୍ଟାକୁ ସଂଶୋଧନ କରାଇଦେବା ପାଇଁ ଶୁକ୍ରବାର ୫ ହଜାର ଟଙ୍କା ନେବା ବେଳେ କଟକ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଛି । ଜଣେ ଜମି ମାଲିକ…

ଏଣିକି ହୋଡିଂ ଲଗାଇଲେ ବିଏମସି ଠାରୁ ନେବାକୁ ହେବ ଅନୁମତି

ଭୁବନେଶ୍ୱର: ଏଣିକି ମନଇଛା ଲଗାଇ ପାରିବେନି ହୋର୍ଡିଂ । ଏଥିପାଇଁ ବିଏମସି ଅଞ୍ଚଳରେ ନେବାକୁ ପଡିବ ଅନୁମତି । ଏଣିକି ପ୍ରତି ହୋର୍ଡିଂର ହେବ ତୃତୀୟ ପକ୍ଷ ଇନ୍ସ୍ୟୁରାନ୍ସ । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଲାଗିଥିବା ହୋର୍ଡିଂଗୁଡ଼ିକୁ ସୁବ୍ୟବସ୍ଥିତ କରାଯାଇଛି । ସ୍ଥାୟୀ ପ୍ରମାଣପତ୍ର…