Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟର ସବୁ ସହରାଞ୍ଚଳରେ ୨୪ରୁ ସପ୍ତାହନ୍ତ ସଟଡାଉନ୍ ଘୋଷଣା

ଭୁବନେଶ୍ୱର: ଦେଶ ଓ ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ିଥିବା ବେଳେ ରାଜ୍ୟ ସରକାର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ରାଜ୍ୟରେ ୯ ହଜାରରୁ ଅଧିକ କୋଭିଡ୍ ବେଡ୍ ରହିଛି । ବିଭିନ୍ନ ରାଜ୍ୟରେ କୋଭିଡର ଦ୍ୱିତୀୟ ପ୍ରବାହରେ ପାଖାପାଖି ୩୦ରୁ ୪୦ ପ୍ରତିଶତ ଶିଶୁ ସଂକ୍ରମିତ ହେଉଛନ୍ତି ।…

ରୁକୁଣା ରଥ ଯାତ୍ରା ପାଇଁ ଟ୍ରାଫିକ୍ କଟକଣା ଜାରି

ଭୁବନେଶ୍ୱର: ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସୋମବାର ଦିନ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ଜନସାଧାରଣଙ୍କ ସୁବିଧା ତଥା ନିରାପତ୍ତା ପାଇଁ ରୁକୁଣା ରଥଯାତ୍ରାରେ ପ୍ରତିବନ୍ଧକ ଲଗାଯିବ ବୋଲି ଟ୍ୱିଟ କରି ସୂଚନା ଦିଆଯାଇଛି। ଜାଣନ୍ତୁ, କ'ଣ…

ରାଜ୍ୟକୁ ଫେରିଲା ତାତି, ୪୦ ଡିଗ୍ରୀ ଉପରେ ୯ ସହର

ଭୁବନେଶ୍ବର : ରାଜ୍ୟକୁ ଫେରିଲା ତାତି । ଗ୍ରୀଷ୍ମ ପ୍ରବାହ ସହ ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୯ ସହର । ତେବେ ୪୧ ଡିଗ୍ରୀ ତାପମାତ୍ରା ସହ ମାଲକାନଗିରି ଓ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।…

ଭୁବନେଶ୍ୱରରେ ସବୁ ରେକର୍ଡ ଭାଙ୍ଗିଲା କରୋନା, ୩୮୬ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଆଜି ୪ ହଜାର ୪୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୫୮୭ଟି ମାମଲା ଆସିଥିଲା । ସେଥିରୁ ବିଏମସି ବା ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୪୬୮ ଜଣ ସଂକ୍ରମିତ ଥିବା ବିଏମସି…

ପିପିଲିରେ ନିର୍ବାଚନ ରାଲି କରିବନି ବିଜେଡି, ନବୀନ କଲେ ଅପିଲ୍

ଭୁବନେଶ୍ୱର: ପିପିଲି ଉପ ନିର୍ବାଚନ ଲାଗି ବିଧିବଦ୍ଧ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୭ ଦିନ ମଧ୍ୟରେ ଅର୍ଥାତ୍ ୨୬ ତାରିଖ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ତା’ପରେ ପ୍ରାର୍ଥିପତ୍ର ଯାଞ୍ଚ ଓ ପ୍ରତ୍ୟାହାର ୨୯ ତାରିଖରେ ସରିବ । ମେ’୧୩ରେ ପିପିଲି ବିଧାନସଭା…

ଆଜି ବଡ଼ ନିଷ୍ପତ୍ତି ନେବେ ସରକାର, ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ ଏସଆରସି

ଭୁବନେଶ୍ବର: ରାଜ୍ୟରେ କରୋନା ଟେନସନ ବଢାଇଲାଣି । ସରକାରଙ୍କୁ ଚିନ୍ତାରେ ପକାଇଛି ମହାମାରୀ । ସଂକ୍ରମଣରେ ବ୍ରେକ ଲଗାଇବାକୁ ସନ୍ଧ୍ୟା ୭ଟାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି  ରାଜ୍ୟ ସରକାର । ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଏନେଇ ସୂଚନା ଦେବେ । ସଂକ୍ରମଣକୁ…

ରାଜ୍ୟରେ ଆଜି ୪ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା 

ଭୁବନେଶ୍ବର: ରାଜ୍ୟରେ କାୟା ମେଲାଇଛି କରୋନା । ଦ୍ରୁତ ଗତିରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । କରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କ ମଧ୍ୟରୁ…

କୋଭିଡ୍‌ ନିୟମ ଉଲ୍ଲଂଘନ; ରାଜଧାନୀର ଏକ ଘରୋଇ କୋଚିଂ ସେଣ୍ଟର ସିଲ୍‌

ଭୁବନେଶ୍ୱର: କୋଭିଡ୍‌ ଗାଇଡଲାଇନ୍‌ ଉଲ୍ଲଂଘନ କରିବା ନେଇ ବିଏମସି ସୋମବାର ସହରର ଏକ ଘରୋଇ କୋଚିଂ ସେଣ୍ଟରକୁ ସିଲ୍ କରିଛି। ସୂଚନାନୁସାରେ, ବିଏମସି ଆଇଆରସି ଭିଲେଜରେ ଥିବା ଶ୍ରୀ ବିନାୟକ ଘରୋଇ କୋଚିଂ ସେଣ୍ଟରକୁ ସିଲ୍‌ କରିଛି। କରୋନା ଉତ୍ତେଜନା ମଧ୍ୟରେ ଓଡ଼ିଶା ସରକାର ସୋମବାର…

ସ୍ୱରେଜ୍ ଲାଇନରେ ଶ୍ରମିକ ମୃତ୍ୟୁ ଘଟଣାର ହାଇକୋର୍ଟରେ ଶୁଣାଣି

କଟକ: ସ୍ୱରେଜ୍ ଲାଇନରେ ଶ୍ରମିକ ମୃତ୍ୟୁ ମାମଲା । ଆଜି ହାଇକୋର୍ଟରେ ମାମଲାର ଶୁଣାଣି ହୋଇଛି । ମାମଲାର ଶୁଣାଣି କରି କୋର୍ଟ କଟକ ଓ ଖୋର୍ଦ୍ଧା ଜିଲ୍ଳାପାଳ, CMC & BMC କମିଶନରଙ୍କୁ ରିପୋର୍ଟ୍ ତଲବ କରିଛନ୍ତି । ସତ୍ୟପାଠ ଜରିଆରେ ରିପୋର୍ଟ୍ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି…

ଆଦିବାସୀ ନେତା ବ୍ରଜ କିଶୋର ସିଂଭୋଇଙ୍କ ପରଲୋକ

ବଲାଙ୍ଗୀର: ଆଦିବାସୀ ନେତା ବ୍ରଜ କିଶୋର ସିଂଭୋଇଙ୍କର ରବିବାର ଦିନ ବଲାଙ୍ଗୀରର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ରବିବାର ସକାଳେ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରିବା ପରେ ସିଂଭୋଇଙ୍କୁ ଭୀମଭୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।…