Latest Odisha News

BREAKING NEWS

Browsing Category

ଓଡିଶା

Odisha

ମହାନଦୀକୁ ଡେଇଁ ଜୀବନ ହାରିଲେ ମହିଳା

ସମ୍ବଲପୁର: ପୋଲ ଉପରୁ ମହାନଦୀକୁ ଡେଇଁ ଜୀବନ ହାରିଲେ ମହିଳା। ବୁର୍ଲାରେ ଲୋକେ ଅଟକାଇବାକୁ ଉଦ୍ୟମ କରି ହେଲେ ବିଫଳ। ନଦୀରୁ ଉଦ୍ଧାର ହେଲା ମୃତଦେହ। ମୃତକ ମହିଳା ବୁର୍ଲାର ଅଞ୍ଜୁ କୁମ୍ଭାର ବୋଲି ଜଣାପଡିଛି। ତେବେ ମହିଳାଜଣଙ୍କ କାହିଁକି ଜୀବନ ହାରିଲେ ତାହାର କାରଣ ଅସ୍ପଷ୍ଟ ରହିଛି।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ। ପିସିସି ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ ପାଙ୍ଗୀ। ଦଳକୁ ସମୟ ଦେଇ ପାରୁନଥିବାରୁ ଇସ୍ତଫା ଦେଇଥିବା କହିଲେ। ଦଣ୍ଡକାରଣ୍ୟ ପର୍ବତାଞ୍ଚଳ ବିକାଶ ପରିଷଦ ଗଠନ କରି ନେତୃତ୍ବ ନେଉଛନ୍ତି ଜୟରାମ। ଆଜି ତାଙ୍କର…

ବିଧାନସଭାରେ ହଟ୍ଟଗୋଳ; ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: ରାଜ୍ୟରେ ଧାନ ସଂଗ୍ରହରେ ତ୍ରୁଟିପୂର୍ଣ୍ଣ ପରିଚାଳନା ଅଭିଯୋଗରେ ବିରୋଧୀ ଦଳ ଗୃହରେ ହଟ୍ଟଗୋଳ କରିବା ଯୋଗୁଁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାକୁ ମୁଲତବୀ ରଖାଯାଇଛି। ଚଳିତ ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ ଆରମ୍ଭ ହେବା ମାତ୍ରେ ବିଜୁ ଜନତା ଦଳ (ବିଜେଡି) ଏବଂ…

T 20 ବିଶ୍ବକପ କ୍ରିକେଟ ବେଟିଂ ବେଳେ ଚଢ଼ଉ, ୧୫ ଅଟକ

ରାଉରକେଲା: କ୍ରିକେଟ ବେଟିଂ ଚଢ଼ଉ। ସହରର ୨୦ରୁ ଅଧିକ ଅଞ୍ଚଳରେ ଚଢ଼ଉ ଜାରି ରହିଛି। ଏଥିରେ ନିୟୋଜିତ ହୋଇଛନ୍ତି ୨୦ ଇନ୍ସପେକ୍ଟର, ୮ ଡ଼ିଏସପି। ରାଉରକେଲାରେ ଟି-୨୦ ବିଶ୍ବ କପରେ ବେଟିଂ ଅଭିଯୋଗରେ ରେଡ୍ କରୁଛି ପୋଲିସ୍। ୫ଟି ଥାନା ଅଞ୍ଚଳର ୧୦ରୁ ଅଧିକ ସ୍ଥାନରେ ଚାଲିଛି ରେଡ୍। ରାଉରକେଲାର…

Rajya Sabha Elections: ଏହି ଦିନ ହେବ ରାଜ୍ୟସଭା ନିର୍ବାଚନ, ଘୋଷଣା ହେଲା ତାରିଖ… 

ଭୁବନେଶ୍ୱର: ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ରାଜ୍ୟସଭା ନିର୍ବାଚନ ପାଇଁ ଆସନ୍ତା ମାର୍ଚ୍ଚ ୧୬ରେ ମତଦାନ ହେବ। ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି ନିର୍ବାଚନ କମିଶନ। ବିଜ୍ଞପ୍ତି ଅନୁଯାୟୀ, ଫେବୃଆରୀ ୨୬ ତାରିଖରେ…

ସ୍ପ୍ରେ ମାରି ସୁନା ଦୋକାନରୁ ଲୁଟ୍ ଘଟଣା: ଅଭିଯୁକ୍ତ ନାବଳକ ଗିରଫ

ଭୁବନେଶ୍ୱର: ସ୍ପ୍ରେ ମାରି ସୁନା ଦୋକାନରୁ ଲୁଟ୍ ଘଟଣାରେ ଅଭିଯୁକ୍ତ ଗିରଫ। କଳିଙ୍ଗ ବିହାରରୁ ଅଭିଯୁକ୍ତକୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ। ସେ ଜଣେ ନାବାଳକ ହୋଇଥିବା ପୋଲିସର ସୁଚନା ରହିଛି। ଅଭିଯୁକ୍ତର ବୟସ ୧୭ ବର୍ଷ। ସେ ପେଷାଦାର ନୁହେଁ, ପ୍ରଥମ ଥର ଏଭଳି ଅପରାଧ ଘଟାଇଥିବା ପୋଲିସ…

ଜେଲରେ ବିକ୍ରମ ପଣ୍ଡା ଅସୁସ୍ଥ, ପୁଣି ଏମକେସିଜିରେ ଭର୍ତ୍ତି

ବ୍ରହ୍ମପୁର: ପୁଣି ଜେଲରେ ଅସୁସ୍ଥ ହୋଇପଡ଼ିଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ପେଟରେ ଯନ୍ତ୍ରଣା କାରଣରୁ ସେ ଅସୁସ୍ଥ ହୋଇପଡ଼ିଛନ୍ତି। ଜେଲ ତରଫରୁ ତାଙ୍କୁ ଏମକେସିଜି କାଜୁଆଲଟିରେ ଭର୍ତ୍ତି କରାଯାଇଛି। ପେଟ ଓ ଛାତିରେ ଯନ୍ତ୍ରଣା ଯୋଗୁଁ ଜେଲ୍‌ରୁ ଆଣି ତାଙ୍କୁ ଏମକେସିଜିର…

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ…

ଭୁବନେଶ୍ୱର : ଆଜିଠୁ ଯୁକ୍ତ ୨ ପରୀକ୍ଷା। ପ୍ରଥମ ଦିନରେ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନଙ୍କ ମାତୃଭାଷା ପରୀକ୍ଷା ରହିଛି। ଆସନ୍ତାକାଲିଠୁ ଧନ୍ଦାମୂଳକ ଓ ୨୦ ତାରିଖରୁ କଳା ଓ ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)…

ସୁପ୍ରିୟା ପଣ୍ଡାଙ୍କୁ ଦ୍ୱାଦଶ ‘ଜଗଦୀଶ କଥା ସମ୍ମାନ’

ଭୁବନେଶ୍ୱର: ସୁପ୍ରିୟା ପଣ୍ଡାଙ୍କୁ ଦ୍ୱାଦଶ ‘ଜଗଦୀଶ କଥା ସମ୍ମାନ’‘। ଏହା ବ୍ୟତିତ 'ଜଗଦୀଶ ଯୁବ ସମ୍ମାନ’ ପାଇଲେ ଶାନ୍ତନୁ କୁମାର ନାୟକ। ‘ଜଗଦୀଶ ମହାନ୍ତି ଟ୍ରଷ୍ଟ୍‍’ ତରଫରୁ ଆୟୋଜିତ ‘ଜଗଦୀଶ ଜୟନ୍ତୀ’ ଅବସରରେ ଯୋଗଦେଇ ଅତିଥିଗଣ କହିଛନ୍ତି ଯେ ଜଗଦୀଶ ମହାନ୍ତିଙ୍କ ଗପ ପଢ଼ିବା ବେଳେ…

ସ୍ପ୍ରେ ମାରି ସୁନା ଦୋକାନରୁ ଲୁଟିନେଲେ

ଭୁବନେଶ୍ୱର: ଗତ କିଛି ଦିନ ମଧ୍ୟରେ ଭୁବନେଶ୍ୱରରେ ଏକାଧିକ ଲୁଟ୍ ହେଉଥିବା ନେଇ ସୂଚନା ମିଳିଛି । ତେବେ ଏପରି ସମୟରେ କଳିଙ୍ଗ ବିହାର ଅଞ୍ଚଳର ଏକ ଅଳଙ୍କାର ଦୋକାନରୁ ଦିନ ଦ୍ୱିପ୍ରହରରେ ଚୋରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତମାଣ୍ଡୋ ଥାନା ଅଧୀନରେ ଥିବା ଏକ ଅଳଙ୍କାର ଦୋକାନରୁ…