Latest Odisha News

BREAKING NEWS

Browsing Category

ଓଡିଶା

Odisha

ପରିବହନ ବିଭାଗର କଡ଼ା ପଦକ୍ଷେପ; ସ୍କ୍ରିନିଂ ଟେଷ୍ଟ ପାସ୍‌ କଲେ ‘ଆମ ବସ୍‌’ ଚଳାଇପାରିବେ ଡ୍ରାଇଭର

ଭୁବନେଶ୍ବର: 'ଆମ ବସ୍‌’ ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗର କଡ଼ା ପଦକ୍ଷେପ। ଏନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଯାହା ପରେ ପରିବହନ ସଚିବ ଉଷା ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଏଣିକି ଡ୍ରାଇଭରଙ୍କର ଥାର୍ଡ ପାର୍ଟି ସ୍କ୍ରିନିଂ ଟେଷ୍ଟ କରାଯିବ।…

ପଥର ଖଣିରେ ବିସ୍ଫୋରଣ ଘଟଣା, ୨ ମୃତଦେହ ଉଦ୍ଧାର

ଢେଙ୍କାନାଳ: ଢେଙ୍କାନାଳରେ ଏକ ବେଆଇନ ପଥର ଖଣିରେ ବିସ୍ଫୋରଣ ଯୋଗୁଁ ପଥର ଧସି ପଡ଼ିଥିଲା। ଯାହା ଫଳରେ ପ୍ରାୟ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ଅଧିକାରୀମାନେ କହିଛନ୍ତି ଯେ ଶନିବାର ରାତିରେ ମୋଟଙ୍ଗା ଥାନା ଅଧୀନସ୍ଥ ଗୋପାଳପୁର ଗ୍ରାମ ନିକଟରେ ଥିବା ପଥର ଖଣିରୁ ପଥର ଖନନରେ କିଛି…

Government’s innovative steps: ପ୍ରଦୂଷଣ ରୋକିବା ପାଇଁ ପୁରୀ ସ୍ୱର୍ଗଦ୍ୱାରରେ ଗୋବର ଘଷିିରେ କରାଯିବ…

ଭୁବନେଶ୍ବର: ପ୍ରଦୂଷଣ ରୋକିବାକୁ ସରକାରଙ୍କ ଅଭିନବ ପଦକ୍ଷେପ । ଶବଦାହରେ ବ୍ୟବହାର ହେବ ଗୋବର ପ୍ରସ୍ତୁତ ଜାଳେଣୀ । ଫଲରେ ପ୍ରଦୂଷଣ ରୋକାଯାଇ ପାରିବ । ଗୋବରରେ ପ୍ରସ୍ତୁତ କାଠକୁ ବହୁଳ ଭାବେ ବ୍ୟବହାର କରିବାକୁ ସରକାର ଯୋଜନା କରୁଛନ୍ତି। ଶବଦାହ ପାଇଁ ଗୋବର ବ୍ୟବହାର କରାଯାଉଛି। ନୂଆପଡା,…

“ବନ୍ଦେ ମାତରମ୍” ଗାଇବା ସହ “ଆତ୍ମ ନିର୍ଭର ଭାରତ ସ୍ବଦେଶୀ ସଂକଳ୍ପ” ପାଠ କରିବେ…

ଭୁବନେଶ୍ୱର: "ବନ୍ଦେ ମାତରମ୍‌ର"ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଜାନୁଆରୀ ୧୨ ତାରିଖରେ (ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳନ ଅବସରରେ) ଛାତ୍ରଛାତ୍ରୀମାନେ ସାମୂହିକ ଭାବେ "ବନ୍ଦେ ମାତରମ୍" ଗାନ କରିବେ । ଏଥିସହ ସମସ୍ତ…

Kansa in Puri: ପୁରୀରେ ବରଗଡ଼ ଧନୁଯାତ୍ରା କଂସ; ମହୋଦଧିରେ ବୁଡ଼ ପକାଇ କ୍ଷମା ପ୍ରାର୍ଥନା କଲେ

ପୁରୀ: ପାପର ପ୍ରାୟଶ୍ଚିତ ପାଇଁ ପୁରୀରେ ବରଗଡ଼ ଧନୁଯାତ୍ରା କଂସ । ପୁରୀରେ ପହଞ୍ଚିଛନ୍ତି  କଂସ ଚରିତ୍ରରେ ଅଭିନୟ କରିଥିବା ସୁଶୀଲ ମେହେର। ଏହାପରେ ମହୋଦଧିରେ ବୁଡ଼ ପକାଇ କ୍ଷମା ପ୍ରାର୍ଥନା କରିଛନ୍ତି କଂସ ମହାରାଜ । ପଇତା ବିସର୍ଜନ ସହ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି ।…

Ama Bus Accident: ‘ଆମ ବସ’କୁ ଧୂପଦୀପ ଦେଇ କଲେ ପୂଜା ଅର୍ଚ୍ଚନା, ସାଷ୍ଟାଂଗ ପ୍ରଣିପାତ କରି କହିଲେ,…

ଭୁବନେଶ୍ୱର: ଦିନକୁ ଦିନ ଆମ ବସ ଦୁର୍ଘଟଣା ବଢ଼ିବାରେ ଲାଗିଛି। ବସ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚଲା, ଆଉ ମନମାନି ଯୋଗୁଁ ନିରୀହ ଲୋକଙ୍କ ଜୀବନ ଯାଉଛି। ଯାହାକୁ ନେଇ ଅସନ୍ତୋଷ ବଢ଼ିଥିବା ବେଳେ, ଏବେ ଏକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଆମ ବସକୁ ପୂଜା ଅର୍ଚ୍ଚନା କରିବା ସହ, ଆଉ…

Ama Bus: ଏବେଠୁ ନିୟମିତ ତାଲିମ ନେବେ ଆମ-ବସ୍ ଚାଳକ, ସ୍ବତନ୍ତ୍ର ସ୍କ୍ବାର୍ଡ଼ ଗଠନ ପାଇଁ ନିର୍ଦେଶ .

ଭୁବନେଶ୍ବର: ବାରମ୍ବାର ରାଜଧାନୀରେ ଘଟୁଛି ସମାନ ଘଟଣା । ସରକାର ଲୋକଙ୍କ ସେବା ପାଇଁ ଚଲାଉଥିବା ଆମ ବସ୍ ସେବା କମ୍ ଜୀବନ ଅଧିକ ନେଲାଣି । ଯେତେ ପ୍ରଚାର ପ୍ରସାର ପରେ ବି ସୁଧୁରୁନାହାନ୍ତି ବସ ଚାଳକ । ମନଇଚ୍ଛା ବସ୍ ଚଲାଇବା ଫଳରେ ଗଲାଣି କେତେ ନିରୀହଙ୍କ ଜୀବନ ।  ଏତେ ସବୁ ପରେ ସରକାରଙ୍କ…

ଘନ କୁହୁଡ଼ି ପାଇଁ ବିମାନ ଉଡାଣ ପ୍ରଭାବିତ, ହନ୍ତସନ୍ତ ହେଉଛନ୍ତି ଯାତ୍ରୀ…

ଭୁବନେଶ୍ୱର: ଘନ କୁହୁଡ଼ି ପାଇଁ ରାଜଧାନୀରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏପରିକି ଦୃଶ୍ୟମାନତା ହ୍ରାସ ପାଇବା ଯୋଗୁଁ ବିମାନ ଉଡାଣ ଏବଂ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ସୂଚନା ଅନୁସାରେ, ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘନ କୁହୁଡ଼ି ଯୋଗୁଁ ବିମାନ…

Odisha Weather Update: ଆହୁରି ୨ ଦିନ ଘନକୁହୁଡ଼ି ଜାରି ରହିବ; ଏସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଶୀତ ସାମନ୍ୟ କମିଥିବା ବେଳେ କଲବଲ କରୁଛି ଘନ କୁହୁଡ଼ି । କୁହୁଡ଼ି ଯୋଗୁଁ ସକାଳ ୯ଟା ପର୍ଯ୍ୟନ୍ତ ରାସ୍ତାଘାଟ ଦିଶୁନି । ଆହୁରି ୨ ଦିନ ଘନକୁହୁଡ଼ି ପ୍ରଭାବ ଜାରି ରହିବ ବୋଲି ସୂଚନା ରହିଛି । ଆଜି ସକାଳୁ ରାଜଧାନୀ ଭୁବନେଶ୍ବର ସମେତ ନୟାଗଡ଼ ଓ ପାରାଦୀପରେ ଅତି ଘନକୁହୁଡ଼ି…

ଆମ ବସ୍ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତକାଲି ଭୁବନେଶ୍ୱର ରୂପାଲି ଛକ ନିକଟରେ ଆମ ବସ ଓ ଅଟୋ ମଧ୍ୟରେ ଧକା ହେବ ଫଳରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ…