Latest Odisha News

BREAKING NEWS

Browsing Category

ଓଡିଶା

Odisha

Abhijit Majumdar update: ସୁସ୍ଥ ହେଉଛନ୍ତି ଅଭିଜିତ୍, ଦୁଇଦିନ ଭିତରେ ଏମ୍ସରୁ ହୋଇପାରନ୍ତି ଡିସଚାର୍ଜ

ଭୁବନେଶ୍ବର: ଓଡ଼ିଶା ବାସୀଙ୍କ ପାଇଁ ଖୁସି ଖବର। ସୁସ୍ଥ ହେଉଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର । ଦୁଇଦିନ ଭିତରେ ଏମ୍ସରୁ ହୋଇପାରନ୍ତି ଡିସଚାର୍ଜ ।ଲୋକପ୍ରିୟ ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କୁ ନେଇ ଆସିଲା ବଡ଼ ଖବର। ସେ ଏବେ ସଙ୍କଟରୁ ବାହାରିଛନ୍ତି ସ୍ବାସ୍ଥ୍ୟବସ୍ଥାରେ ସୁଧାର…

କୋଟିପତି ପିଇଓ ଜିତେନ୍ଦ୍ର ଜେନା ଗିରଫ, ମାର୍କେଟ କମ୍ପ୍ଲେକ୍ସ ଓ ୬ ପ୍ଲଟ…

କେନ୍ଦୁଝର: ଓଡ଼ିଶା ଭିଜିଲାନ୍ସ କେନ୍ଦୁଝରର ହାଟଡିହି ବ୍ଲକ ଅନ୍ତର୍ଗତ ବାଞ୍ଚୋର ପିଇଓ ଜିତେନ୍ଦ୍ର କୁମାର ଜେନାଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ରଖିବା ଅଭିଯୋଗରେ ଗିରଫ କରିଛି। ତଦନ୍ତରୁ ଜଣାପଡିଛି ଯେ ତାଙ୍କ ନାମରେ ଏକ ତିନି ମହଲା କୋଠା, ୧.୩୪ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକ ଦୁଇ ମହଲା…

ମାଞ୍ଜା ସୂତା ଲାଗି ୨ ଗୁରୁତର

କଟକ: କଟକ ବୟାଳିଶ ମୌଜା ଅଞ୍ଚଳରେ ମାଞ୍ଜା ସୂତା ଲାଗି ୨ ଗୁରୁତର ହୋଇଥିବା ଜଣାପଡ଼ିଛି। ବାଇକରେ ଯିବା ବେଳେ ୨ ଜଣଙ୍କ ବେକରେ ସୂତା ଲାଗିଯାଇଥିଲା। ମହିଳାଙ୍କ ସମେତ ୨ ଜଣ ଗୁରୁତର ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ, ବାଇକରେ ପିଉସୀ ଓ ପୁତୁରା ଯାଉଥିବା ବେଳେ…

2025 memory: ୨୦୨୫ ଦେଲା ଅପୂରଣୀୟ କ୍ଷତି, ବିଦାୟ ଦେଲେ ଅନେକ ତାରକା….

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଆଉ ଗୋଟିଏ ରାତି ପରେ ଆସିବ ଆଉ ଏକ ବର୍ଷର ନୂଆ ସକାଳ । ଏକ ନୂତନ ବର୍ଷର ଅଧ୍ୟାୟ ଆରମ୍ଭ ହେବ । ୨୦୨୫ ରୁ ବିଦାୟ ଦେଇ ୨୦୨୬ କୁ ସ୍ବାଗତ କରାଯିବ । ଗୋଟିଏ ନୂଆ ବର୍ଷ ସିନା ଆରମ୍ଭ ହେବ କିନ୍ତୁ ପୁରୁଣା ବର୍ଷର ସ୍ମୃତି ସବୁ ସେମିତି ମନେ ରହିବ । ୨୦୨୫ ଏପରି ଏକ…

Patha Utsav 2026: ଫେରିବ ‘ପଥ ଉତ୍ସବ’, ଶୀତ ସକାଳେ ମଜା ନେବେ ରାଜଧାନୀ ବାସିନ୍ଦା

ଭୁବନେଶ୍ବର: ପଥୋତ୍ସବର ମଜା ନେବେ ରାଜଧାନୀ ବାସିନ୍ଦା । ବିଏମସି ପକ୍ଷରୁ ଆସନ୍ତା ୪ ତାରିଖ ସକାଳ ସାଢେ ୬ରୁ ମାଷ୍ଟରକ୍ୟାଣ୍ଟିନଠାରୁ ରାମ ମନ୍ଦିର ମଧ୍ୟରେ ୨0୨୬ର ପ୍ରଥମ ପଥ ଉତ୍ସବ ଆରମ୍ଭ ହେବ । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ପଥୋତ୍ସବର ପ୍ରଥମରୁ…

ବିମାନ ବନ୍ଦରରୁ ୩.୯୩ କେଜି ହାଇଡ୍ରୋପୋନିକ୍‌ ଗଞ୍ଜେଇ ଜବତ

ଭୁବନେଶ୍ୱର: ଭୁବନେଶ୍ଵର ବିମାନବନ୍ଦରରୁ ୩.୯୩ କେଜି ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ। ବ୍ୟାଙ୍କକରୁ ଆସୁଥିବା ଯାତ୍ରୀଙ୍କ ନିକଟରୁ ୪ ପ୍ୟାକେଟ୍‌ ହାଇଡ୍ରୋପୋନିକ୍ ଗଞ୍ଜେଇ ମିଳିଛି। ବ୍ୟାଗ୍‌ର ଚକୋଲେଟ୍ ପ୍ୟାକେଟ୍ କାର୍ଡବୋର୍ଡରେ…

ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ। ଜଗା ସ୍ଥାନରେ ବଳିଆ ଓ ବଳିଆ ସ୍ଥାନରେ ଜଗାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି। ଟେବୁଲ୍ କ୍ୟାଲେଣ୍ଡର, ଓ୍ୱାଲ୍ କ୍ୟାଲେଣ୍ଡର ଓ ଡାଏରୀରେ ସମାନ ଚିତ୍ର। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କ୍ୟାଲେଣ୍ଡର ଛପା…

ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ଆରମ୍ଭ କଲା ‘MAHI’, ମିଳିବ ଏହି ସବୁ ସୁବିଧା

ଭୁବନେଶ୍ୱର: ଭୁବନେଶ୍ୱରର ମଣିପାଲ୍ ହସ୍ପିଟାଲ୍ ଭାରତର ଅଗ୍ରଣୀ ହସ୍ପିଟାଲ୍ ନେଟୱର୍କ ମଣିପାଲ୍ ହସ୍ପିଟାଲ୍ସ ଗ୍ରୁପ୍ ଅଧୀନରେ, ‘‘MAHI (Manipal Hospitals Healthy India)’ ନାମରେ ଏକ ନୂଆ ପ୍ରତିରୋଧାତ୍ମକ ସ୍ୱାସ୍ଥ୍ୟ ଓ ୱେଲନେସ୍ ପ୍ଲାଟଫର୍ମ ଆରମ୍ଭ କରିଛି । ଏକାମ୍ର ଭୁବନେଶ୍ୱର…

ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ପଦୋନ୍ନତି

ଭୁବନେଶ୍ୱର: ଓଡ଼ିଶା ସରକାର ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ମଙ୍ଗଳବାର ଦିନ ପଦୋନ୍ନତି ଦେଇଛନ୍ତି। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ୨୦୦୧ ବ୍ୟାଚ୍ ଆଇପିଏସ ଅଧିକାରୀ ସାଇନି ଏସଙ୍କୁ ଜାନୁଆରୀ ୧, ୨୦୨୬ ରୁ ପେ ମାଟ୍ରିକ୍ସର ସ୍ତର-୧୫ରେ…

ହାତୀରେ ବସି ଧନୁଯାତ୍ରାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ; ବରଗଡ଼କୁ ଦେଲେ ୧୩୬୨ କୋଟିର ଭେଟି 

ଭୁବନେଶ୍ୱର: ବିଶ୍ଵର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାର ଆଜି ସପ୍ତମ ଦିନରେ ଦର୍ଶକମାନେ ଏକ ନିଆରା ଦୃଶ୍ୟ ଦେଖିବାକୁ ପାଇଥିଲେ । କଂସ ମହାରାଜଙ୍କ ଦରବାରରେ ହାତୀରେ ବସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚିଥିଲେ। ଏହି ଅବସରରେ ବରଗଡ଼ର ଉନ୍ନତି ପାଇଁ ପ୍ରାୟ ୧୩୬୨…