Latest Odisha News

BREAKING NEWS

Browsing Category

ଓଡିଶା

Odisha

ନଡ଼ିଆ କତା ବୋଝେଇ ଟ୍ରକରୁ ୭୦୦ କିଲୋ ଗଞ୍ଜେଇ ଜବତ

ଖୋର୍ଦ୍ଧା: ଗଞ୍ଜେଇ ଚୋରା ଚାଲାଣର ନୂଆ ତରିକା । ନଡ଼ିଆ କତା ବୋଝେଇ ଟ୍ରକରେ ଚାଲାଣ ବେଳେ ଧରିଲା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ୭୦୦ ଶହ କିଲୋ ଗଞ୍ଜେଇ ଜବତ ହୋଇଛି । ଖୋର୍ଦ୍ଧା ନିକଟ ଗୋଡ଼ିପଡ଼ା ଟୋଲ୍ ଗେଟ୍ ନିକଟରୁ ଚେକିଂ ବେଳେ ଗଞ୍ଜେଇ ଚୋରା ଚାଲାଣ ପର୍ଦ୍ଦାଫାସ ହୋଇଥିଲା । ଏହି…

ପ୍ରବଳ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଭିଜୁଛି ଓଡ଼ିଶା । ଏହାର ପ୍ରଭାବରେ ଉପକୁଳ ଓ ଦକ୍ଷିଣ ଓଡ଼ିଶାରେ ଦୁଇ ଦିନ ଧରି ବର୍ଷା ଜାରି ରହିଛି । ଆହୁରି ଦୁଇରୁ ତିନି ଦିନ ଏଭଳି ପାଗ ଲାଗି ରହିବ ଏବଂ ୧୨ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏହି ସବୁ ଜିଲ୍ଲାଗୁଡିକ…

ଭେଣ୍ଟିଲେଟରରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ଏବେ ସେ ଭେଣ୍ଟିଲେଟରରେ ଅଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚାଲିଛି ଚିକିତ୍ସା । ପ୍ରଦୀପ ମହାରଥୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ଡାକ୍ତରୀ ଟିମ୍…

ଦୁଇ ତିନି ଦିନରେ ରାଜ୍ୟରେ ଦୁଇ ଲକ୍ଷ ଛୁଇଁବ କରୋନା ସୁସ୍ଥ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମିତଙ୍କ ଅପେକ୍ଷା ଦୈନିକ ବଢୁଛି କରୋନା ସୁସ୍ଥ ସଂଖ୍ୟା । ଦୁଇ ତିନି ଦିନ ଭିତରେ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ଦୁଇ ଲକ୍ଷ ପାର କରିଯିବ । ଗତ ୨୪ ଘଣ୍ଟାରେ ଆଉ ୪ ହଜାର ୪୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନାରୁ ଆରୋଗ୍ୟ ଲାଭ କଲେଣି…

ଚାଷ ଜମିରେ ସୋରିଷ ଛିଟା

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଧାନ ଚାଷ ପରେ ପରେ ରବି ଫସଲ ନିଶାରେ ମାତେ ଚାଷୀ, ପ୍ରାୟତଃ ଚାଷ ଜମିରେ ମୁଖ୍ୟ ରବି ଫସଲ ଭାବେ ସୋରିଷ ଚାଷ କରାଯାଏ । ରାସ୍ତା କଡେକଡେ ହଳଦିଆ ପରିବେଶ ଆଉ ଏକ ନିଆରା ବାତାବରଣ । ହଳଦିଆ ଫୁଲ ସହ ସୋରିଷ କ୍ଷେତର…

ଟ୍ଵିନ ସିଟି ସମେତ ଏହି ୧୮ ଟି ଜିଲ୍ଲାରେ ବଜ୍ରପାତ ଓ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଓଡିଶାର ୧୮ ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ, ମୟୂରଭଞ୍ଜ, କେନ୍ଦୁଝର,…

ପୁରୀରୁ ଆରମ୍ଭ ହେଲା ଟ୍ରେନ ସେବା

ପୁରୀ: କରୋନା ମହାମାରୀ କାରଣରୁ ଦୀର୍ଘ ଛଅ ମାସ ହେବ ପୁରୀରେ ବନ୍ଦ ରହିଥିବା ଟ୍ରେନ୍ ସେବା ଗୁରୁବାର ଠାରୁ ଆରମ୍ଭ ହୋଇଛି। ତିନୋଟି ଆନ୍ତରାଜ୍ୟ ଟ୍ରେନ୍, ପୁରୀ-ନୂଆଦିଲ୍ଲୀ ସ୍ପେଶାଲ୍, ପୁରୀ-ଅହମ୍ମଦାବାଦ ସ୍ପେଶାଲ୍, ପୁରୀ-ଦୁର୍ଗ ସ୍ପେଶାଲ୍ ଠିକ ସମୟରେ ଷ୍ଟେସନ ଛାଡିଛନ୍ତି । ଆହୁରୀ…

ଏକବିଂଶ ଶତାବ୍ଦୀରେ ଗାନ୍ଧୀଙ୍କ ଆଦର୍ଶ, ଚିନ୍ତନ ଓ ନୀତିଶିକ୍ଷାର ଅଧିକ ପ୍ରଚାର ପ୍ରସାର କରିବା ଦରକାର: ଧର୍ମେନ୍ଦ୍ର…

ଭୁବନେଶ୍ୱର: ଓଡ଼ିଆ ସମାଜର ସ୍ୱାଧୀନତା ସଂଗ୍ରାମୀଙ୍କ ସେବା ଓ ଅବଦାନକୁ ଇତିହାସର ପୃଷ୍ଠାରେ ଲିପିବଦ୍ଧ କରିବା ପାଇଁ ଏବଂ ଏକବିଂଶ ଶତାବ୍ଦୀରେ ଗାନ୍ଧୀଜୀଙ୍କ ବିଚାରରେ ଓଡ଼ିଶାକୁ ଆତ୍ମନିର୍ଭର କରିବା ପାଇଁ ସମସ୍ତେ ସକଳ୍ପ କରିବା ଦରକାର ବୋଲି ଶୁକ୍ରବାର ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜୟନ୍ତୀ…

କଳାହାଣ୍ଡିରେ ୩ଟି ଶକ୍ତି ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଳାହାଣ୍ଡି ଜିଲ୍ଲାର ଜୟପାଟଣା ଅଞ୍ଚଳର ବାନେର୍ ଠାରେ ଏକ ୨୨୦/୧୩୨/୩୩ କେଭି ଗ୍ରୀଡ ସବ୍‌ଷ୍ଟେସନକୁ ଉଦ୍‌ଘାଟନ କରିଛନ୍ତି। ଏହାସହିତ ଗ୍ରୀଡରୁ ବାହାରିଥିବା ଦୁଇଟି ୩୩ କେଭି ଫିଡର ଲାଇନ୍ ମଧ୍ୟ ଲୋକାର୍ପିତ…

ବଜ୍ରପାତ ସହ ବର୍ଷା ଆଶଙ୍କା; ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୮ ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ,ଗଞ୍ଜାମ, ଗଜପତି, ବାଲେଶ୍ଵର, ଭଦ୍ରକ, ଯାଜପୁର,…