Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୂର୍ବତନ ବିଧାୟକ ସତ୍ୟ ଭୂଷଣଙ୍କ ପରଲୋକ;ବିଭିନ୍ନ ମହଲରୁ ଗଭୀର ଶୋକପ୍ରକାଶ

ପଦ୍ମପୁର:ପଦ୍ମପୁର ନିର୍ବାଚନମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ପରଲୋକ ଘଟିଛି । ପୂର୍ବରୁ ୩ ଥର କଂଗ୍ରେସ ଟିକେଟରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ଜିତି ବିଧାନସଭାରେ ବିଧାୟକ ଭାବେ ଯୋଗ ଦେଇଥିଲେ । ଏଥିସହ ବିଧାନସଭାର ମୁଖ୍ୟ ସଚେତକ ଭାବେ ମଧ୍ୟ…

Ganja Seized: ଜଙ୍ଗଲରୁ ୧୦ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ;ଚମ୍ପଟ ମାରିଲେ ମାଫିଆ

କାଲିମେଳା: କାଲିମେଳା ପୋଲିସ ଜଙ୍ଗଲ ଭିତରୁ ୧୦ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କରିଛି । ମାଲକାନଗିରି ଆରକ୍ଷୀ ଅଧିକ୍ଷକ ଭିନୋଦ୍ ପାଟିଲ୍ ଏଚ୍. ବୁଧବାାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଏହି ଗଞ୍ଜେଇକୁ ଜଙ୍ଗଲରେ ଲୁଚାଇ…

୭ ବର୍ଷର ରିପୋର୍ଟ କାର୍ଡ ଦେଲେ ଅପରାଜିତା: ରାସ୍ତା, ଆଲୋକ ଏବଂ ପାନୀୟ ଜଳ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତ ସାତ ବର୍ଷ ମଧ୍ୟରେ ତାଙ୍କର ବିକାଶମୂଳକ କାର୍ଯ୍ୟକଳାପର ଏକ ବିସ୍ତୃତ ରିପୋର୍ଟ କାର୍ଡ ଦେଉଛନ୍ତି। ୬୦ ପୃଷ୍ଠାର ଏହି ରିପୋର୍ଟ କାର୍ଡରେ ନିଜ ସାତ ବର୍ଷର କାର୍ଯ୍ୟର ହିସାବ ଦେଇଛନ୍ତି ସାଂସଦ। ଭୁବନେଶ୍ୱର ନିର୍ବାଚନମଣ୍ଡଳୀରେ ନିଆଯାଇଥିବା ପ୍ରମୁଖ…

ମହିଳାଙ୍କୁ ରକ୍ଷା ବନ୍ଧନ ଉପହାର: ଆମ ବସ୍‌ରେ ମିଳିବ ମାଗଣା ସେବା

ଭୁବନେଶ୍ୱର: ମହିଳାଙ୍କୁ କ୍ରୁଟ ପକ୍ଷରୁ ରକ୍ଷା ବନ୍ଧନ ଉପହାର। କମ୍ପ୍ରେହେନ୍ସିଭ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ରକ୍ଷା ବନ୍ଧନ ଅବସରରେ ଅଗଷ୍ଟ ୨୭ ତାରିଖରେ ଆମ ବସ୍ ସେବାରେ ସମସ୍ତ ମହିଳା ଯାତ୍ରୀଙ୍କ ପାଇଁ ମାଗଣା ଯାତ୍ରା ଘୋଷଣା କରିଛି। ମହିଳାଙ୍କ ନିରାପଦ ଓ…

Malkangiri Air Service:ସେପ୍ଟେମ୍ବର ୩ରୁ ମାଲକାନଗିରି-ଭୁବନେଶ୍ୱର ବିମାନ ସେବା ଆରମ୍ଭ

ଭୁବନେଶ୍ବର:ଆସନ୍ତା ସେପ୍ଟେମ୍ବର ୩ ତାରିଖରୁ ମାଲକାନଗିରିରୁ ବିମାନ ଉଡ଼ାଣ ଆରମ୍ଭ ହେବ । ମାଲକାନଗିରିରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଦୀର୍ଘ ଦିନର ପ୍ରତୀକ୍ଷା ପରେ ମାଲକାନଗିରି ଆକାଶପଥରେ ଯୋଡ଼ିହେବାକୁ ଯାଉଥିବାରୁ ଏହାକୁ ଜିଲ୍ଲାର ବିକାଶ ଯାତ୍ରାରେ ଏକ…

ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ପୂର୍ବତନ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନଗୁଡ଼ିକରେ ଦୁର୍ନୀତି ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଓଡ଼ିଶା ଭିଜିଲାନ୍ସ। ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ବୁଧବାର ପୂର୍ବତନ ଅଧ୍ୟକ୍ଷ ବସନ୍ତ କୁମାର ନାୟକଙ୍କୁ ୭୩.୪୫ ଲକ୍ଷ ଟଙ୍କାର ସରକାରୀ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ଗିରଫ କରିଛି।…

ନାବାଳକକୁ ଛୁରି ଭୁସିଲା ନାବାଳକ

ବଲାଙ୍ଗୀର: ଆଗଲପୁର ଥାନା ରୋତ ଗାଁରେ ଚାଞ୍ଚଲ୍ୟ। ନାବାଳକକୁ ଛୁରୀ ଭୁସି ହତ୍ୟା କଲା ନାବାଳକ। ମୃତକ ହେଲେ ନାବାଳକ ସାହିଲ ପଟେଲ। ସୂଚନା ଅନୁସାରେ, କୌଣସି କାରଣକୁ ନେଇ ଦୁଇ ନାବାଳକଙ୍କ ମଧ୍ୟରେ ବଚସା ପରେ ଛୁରାମାଡ଼ ହୋଇଥିଲା। ଗୁରୁତର ଅବସ୍ଥାରେ ସାହିଲଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ…

MY Bharat-National Sports Day ପାଇଁ ପ୍ରସ୍ତୁତି ଜୋରଦାର: କ୍ରୀଡା ପ୍ରତି ବଢିବ ଆଗ୍ରହ

ନୂଆପଡା: ଆସନ୍ତା ୨୭ ଅଗଷ୍ଟରେ ନ୍ୟାସନାଲ କଲେଜ, ନୂଆପଡ଼ାରେ ଆୟୋଜିତ ହେବ ‘Yuva Connect Programme’। ଏଥିପାଇଁ ‘MY Bharat – National Sports Day 2026’ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଭାରତ ସରକାରଙ୍କ ଯୁବ କାର୍ଯ୍ୟକ୍ରମ ଓ କ୍ରୀଡା ମନ୍ତ୍ରଣାଳୟ ଏବଂ NSS ରିଜିଓନାଲ…

ଦୁଇ ବର୍ଷରେ ସାପକାମୁଡ଼ାରେ ଏହି ଜିଲ୍ଲାରେ ଗଲାଣି ୮୯ରୁ ଅଧିକ ଜୀବନ; ପାଲଟିଛି ଚିନ୍ତାର ବିଷୟ

ରାଉରକେଲା:ଗତ ଦୁଇ ବର୍ଷରେ ସୁନ୍ଦରଗଡ଼ରେ ସାପକାମୁଡାରେ ୮୯ରୁ ଅଧିକ ଜୀବନ ଗଲାଣି । ବର୍ଷା ଦିନେ ସାପକାମୁଡ଼ାରେ ମୃତ୍ୟୁ ସଂଖ୍ୟା ବଢ଼ିବା ଚିନ୍ତାର ବିଷୟ ପାଲଟିଛି। ପୁଣି ଜିଲ୍ଲାରେ ସର୍ପାଘାତରେ ଗୋଟିଏ ଦିନରେ ଯାଇଛି ୪ ଜୀବନ । ଚାନ୍ଦିପୋଷ ଥାନା ଅନ୍ତର୍ଗତ ଗିରିଜଟୋଲିରେ ଭାଇ-ଭଉଣୀଙ୍କ…

Cuttack Bali Yatra: ଉଭୟ ଉପର, ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ

କଟକ: ରାଜ୍ୟର ପ୍ରାଚୀନ କଳା, ହସ୍ତଶିଳ୍ପ, ସଂସ୍କୃତି ଏବଂ ସାମୁଦ୍ରିକ ଐତିହ୍ୟକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ନଭେମ୍ବର ୨୪ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଅନୁଷ୍ଠିତ ହେବ। ଏଥର ଉଭୟ ଉପର, ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ…