Latest Odisha News
Browsing Category

ପୁରୀ

Puri

ବଡ଼ଦାଣ୍ଡରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସାଙ୍ଗରେ ଅଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ

ପୁରୀ: ରଥଟଣା ଦେଖିବାକୁ ଜଗନ୍ନାଥ ଧାମରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସାଙ୍ଗରେ ଅଛନ୍ତି ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମହାବାହୁଙ୍କ ପବିତ୍ର ରଥଯାତ୍ରା…

ଧାଡ଼ି ପହଣ୍ଡିରେ ଆସି ରଥରେ ବିରାଜିଲେ ମହାବାହୁ

ପୁରୀ: ଶ୍ରୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହୋଇଯାଇଛି । ରଥଯାତ୍ରା ନୀତି ଗୁଡ଼ିକ ସୁପରିଚାଳିତ ଭାବେ ଅନୁଷ୍ଠିତ ହୋଇପାରିଥିବାରୁ ଧାର୍ଯ୍ୟ ସମୟ ପୂର୍ବରୁ ଶ୍ରୀଜିଉମାନଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଯାଇଛି । ମହାପ୍ରଭୁ ଧାଡ଼ି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି । ମନ୍ଦିର…

ରଥଯାତ୍ରାରେ ପ୍ରବଳ ବର୍ଷା: ଖୋର୍ଦ୍ଧା, କଟକ ଓ ପୁରୀକୁ ୩ ଘଣ୍ଟିଆ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ସକ୍ରିୟ ଥିବାରୁ ୧୨ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ତେବେ ଆଗାମୀ ୩ ଘଣ୍ଟା ମଧ୍ୟରେ ଜଗତସିଂହପୁର, ଖୋର୍ଦ୍ଧା, କଟକ ଓ ପୁରୀରେ ପ୍ରବଳ ବର୍ଷା ହେବା ନେଇ ୟେଲୋ…

ବିଜେ ହେଲା ଆଜ୍ଞାମାଳ, ସିଂହଦ୍ବାର ସମ୍ମୁଖରେ ମହାପ୍ରଭୁଙ୍କ ରଥ

ପୁରୀ: ଭାବବିହ୍ବଳ ସେବାୟତ । ଗଡିଲା ପ୍ରଭୁଙ୍କ ରଥ । ରବିବାର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଶନିବାର ପଟିଦିଅଁଙ୍କ ପାଖରୁ ଆଜ୍ଞାମାଳ ରଥଖଳାରେ ପ୍ରସ୍ତୁତ ତିନି ରଥରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ରଥ ଜଣଙ୍କ ପରେ ଜଣେ ସିଂହଦ୍ବାର ସମ୍ମୁଖ ଅଭିମୁଖେ ଗଡୁଛନ୍ତି । ପ୍ରଥମେ ମହାପ୍ରଭୁ…

ସଜେଇ ହୋଇଛି ରଥ ପଥ, ଆସନ୍ତାକାଲି ବଡଦାଣ୍ଡକୁ ଓହ୍ଲାଇବେ ମହାପ୍ରଭୁ

ପୁରୀ: ବଡ ଦାଣ୍ଡରେ ଏକାକାର ହେବେ ଭକ୍ତ ଓ ଜଗନ୍ନାଥ । ଆଉ ମାତ୍ର ଘଣ୍ଟା କେଇଟା । ମହାପ୍ରଭୁଙ୍କ ଆଗମନରେ ଧନ୍ୟ ହେବ ବଡଦାଣ୍ଡ । ଜନସମୁଦ୍ର ମହାପ୍ରଭୁଙ୍କୁ ରଥକୁ ପାଛୋଟି ନେବେ । ଭକ୍ତଙ୍କ ସଙ୍ଗେ ଝୁଲି ଝୁଲି ବଡଦାଣ୍ଡରେ ଗଡିବ ମହାପ୍ରଭୁଙ୍କ ରଥ । ଏନେଇ ସରି ସରି ଆସିଲାଣି ସମସ୍ତ…

ଭିଜିଲାନ୍ସ ଜାଲରେ ଏଆରଆଇ ବାବୁ, ୫୧ହଜାର ଟଙ୍କା ଜବତ

ପୁରୀ: ଭିଜିଲାନ୍ସ ଜାଲରେ ଏଆରଆଇ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପୁରୀ ଜିଲ୍ଲା ଚନ୍ଦନପୁର ଆରଆଇ ଅଫିସର ଏଆରଆଇ ଶ୍ରୀ ପବିତ୍ର କୁମାର କାଣ୍ଡି। ଲାଞ୍ଚ ନେବା ବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ। ସୂଚନା…

ରଥଯାତ୍ରାରେ ବଡ଼ଦାଣ୍ଡରେ ଷ୍ଟଲ ପ୍ରସଙ୍ଗରେ ମିଳିଲା ସର୍ତ୍ତମୂଳକ ଅନୁମତି

ପୁରୀ; ରଥଯାତ୍ରାରେ ବଡ଼ଦାଣ୍ଡରେ ଷ୍ଟଲ ପ୍ରସଙ୍ଗରେ ମିଳିଲା ସର୍ତ୍ତମୂଳକ ଅନୁମତି। ବ୍ୟବସାୟ ନୁହେଁ ବରଂ ଜନସେବା ପାଇଁ ଷ୍ଟଲ୍‌ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ସତ୍ୟପାଠ କଡ଼ାକଡ଼ି ପାଳନ କରିବାକୁ ମ୍ୟୁନିସିପାଲଟିକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ। ତେବେ ପୂର୍ବରୁ ଏନେଇ…

ବଡ଼ଦାଣ୍ଡ ଆଲୋକୀକରଣ ବ୍ୟବସ୍ଥା ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପୁରୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ରଥଯାତ୍ରା ସମ୍ପର୍କିତ ସ୍ବତନ୍ତ୍ର ପ୍ରସ୍ତୁତି ବୈଠକରେ ଯୋଗ ଦେବା ପରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ତଥା ରାଷ୍ଟ୍ରାୟତ୍ତ ଉଦ୍ଯୋଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ୱାଟର କର୍ପୋରେସନ ଅଫ ଓଡ଼ିଶା…

ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ: ରଥଯାତ୍ରା ପାଇଁ ୨ ଦିନ ସରକାରୀ ଛୁଟି । ବିରଳ ତିଥି ଅନୁଯାୟୀ ଏଥର ରଥଯାତ୍ରା ଦୁଇଦିନ ପଡୁଥିବାରୁ ଉକ୍ତ ଦୁଇଦିନକୁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଙ୍ଗଳବାର ପୁରୀରେ ରଥଯାତ୍ରା ସମୀକ୍ଷା ବୈଠକରେ କିଛି ଏମିତି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ…